3 841
订阅者
无数据24 小时
-127 天
-7030 天
帖子存档
3 841
Repost from ** SOURAV EDUCATION 10th CLASS (2026-27)
ସମାନ୍ତର ପ୍ରଗତି : long question
24 2月 2024, 12:59
3 841
ପାଠ ପଢେଇବୁ ଆମେ ତମେ ପଢ଼ିବନି,
Selection question dele practice pain କରିବନି
ଓଲଟା କହିବ selection question ଆମକୁ ଦରକାର ନାହିଁ real question dia।
Real question asuni kahile olta language ଖରାପ୍ କରି କହିବ।
ଯେଉଁ ମାନେ real question ଦବୁ କହିକି ପଇସା ଠକି ନେଇଯାଇଛନ୍ତି ସେମାନେ ଭଲ ଆମେ ସତ କହିଲେ ଖରାପ୍।
ଧନ୍ୟ ତମେ ମାନେ।
ତମକୁ ପଢ଼ାଉଥିବାରୁ ମୁଁ ବି ଧନ୍ୟ।
🙏🙏🙏
24 2月 2024, 08:43
3 841
ତ୍ରିଭୁଜ ର ଉପପାଦ୍ୟ -2,3
ବୃତ୍ତ -8,11
ବୃତ୍ତର ସ୍ପର୍ଶକ -13,14
ପ୍ରଥମେ ଏ 6 ଟା complete କରିଦିଅ
ଏତିକି most important...
ପରେ ସମୟ ମିଳିଲେ ବୃତ୍ତ ଓ ବୃତ୍ତ ର ସ୍ପର୍ଶକ ରବାକି ଉପପାଦ୍ୟ ଦେଖିପାରିବ |
24 2月 2024, 08:39
