3 841
订阅者
无数据24 小时
-127 天
-7030 天
帖子存档
3 841
ଏମିତି practice PDF ଆମ ପାଖରେ 65ଟି ଅଛି l ଟିକିଏ file ରେ ବିଷୟ ର ନାମ ଲେଖିଦେଲେ ଅଭ୍ୟାସ କରିବାକୁ ସୁବିଧା ହେବ
ତେଣୁ file ମାନଙ୍କର Edit ଦରକାର ହେଉଛି l ତେଣୁ ଦିନକୁ 20ଟି pdf ହିଁ ସେଣ୍ଡ କରିବା l
ଏହା ସହ sourav Test paper ର ସବୁ pdf ଅପଲୋଡ କରିବାର ଅଛି l
ଏହା ସହ Important selection question ର ମଧ୍ୟ ଗୋଟିଏ ପ୍ରତି Topic ଅନୁସାରେ ପ୍ରଶ୍ନ ଦେବାର ଚେଷ୍ଟା କରିବୁ l
ତେଣୁ ବ୍ୟସ୍ତ ନ ହୋଇ ସମସ୍ତେ ଯାହା question ପଠାଯିବ ଓ ଯାହା ନିଜ ପାଖରେ Test paper ଅଛି ଅଭ୍ୟାସ ଜାରିରଖ l
ଆଶା ତୁମ ମାନଙ୍କ ପରିଶ୍ରମ ତୁମକୁ ସଫଳତା ଦେବ l
23 2月 2024, 11:13
3 841
Suscribe our new you Tube Channel
Like Comment and Share
Thank you so much
23 2月 2024, 06:21
