3 841
订阅者
无数据24 小时
-127 天
-7030 天
帖子存档
3 841
One app for all your Word, Excel, PowerPoint and PDF needs. Get the Microsoft 365 app: https://aka.ms/GetM365
07 4月 2024, 03:25
3 841
ଭଗବାନଙ୍କ ଠାରୁ ନ୍ୟାୟ ମିଳୁଥିଲେ
ନ୍ୟାୟାଳୟ ନଥାନ୍ତା
ସରସ୍ବତୀଙ୍କ ଠାରୁ ଜ୍ଞାନ ମିଳୁଥିଲେ
ବିଦ୍ୟାଳୟ ନଥାନ୍ତା
ଆର୍ଶୀବାଦରେ କାମ ଚଳୁଥିଲେ
ଔଷଧାଳୟ ନଥାନ୍ତା
ବିନା କାମରେ ଭାଗ୍ୟ ବଦଳୁଥିଲେ
କାର୍ଯ୍ୟାଳୟ ନଥାନ୍ତା
ତେଣୁ ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଭରସା କରନ୍ତୁ ।।
07 4月 2024, 03:23
3 841
🥳ପ୍ରାଥମିକ ସ୍କୁଲ ପ୍ରଶ୍ନପତ୍ର ଲିକ୍ ଘଟଣା, ସହକାରୀ ଶିକ୍ଷକ ଜଗନ୍ନାଥ କର ଗିରଫ🥳
ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ମାମଲାରେ ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରକୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାଇରଲ କରିଥିଲେ ଜଗନ୍ନାଥ । ସ୍ତ୍ରୀଙ୍କ ସହ ମିଶି ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ପ୍ରଶ୍ନପତ୍ର ଲିକ ନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲ ର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିବା ପ୍ରମାଣ ପାଇଥିଲା ପୋଲିସ । ଏନେଇ ୟୁଟୁବ ଚ୍ୟାନେଲର ମାଲିକ ଗଂଜାମର ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ ।ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲେ । ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ତାକୁ ନେଇ ପତ୍ନୀ ଋତୁପୂର୍ଣା ପତିକୁ ଦେଇଥିଲେ ଜଗନ୍ନାଥ । ୟୁଟ୍ୟୁବର ଚ୍ୟାନେଲର ଭି୍ୟୁ ବଢାଇବା ପାଇଁ ଏଭଳି କାର୍ଯ୍ୟ କରିଥିଲେ ଜଗନ୍ନାଥ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ କରାଯାଇ ଅଧିକ ତଦନ୍ତ କରାଯାଉଛି ।
06 4月 2024, 13:17
3 841
⭕️BIG BRAKING ⭕️
TELEGRAM ରେ ବୁଲୁଛି ଏକ ଠକ
ଯାହାକି ପରୀକ୍ଷାର ପାଇଁ ପଇସା ଦିଅ ତୁମ୍ଭର marks କୁ ବଢାଇ ଦିଆଯିବ
ସଚେତନ ହୁଅ
ଧନ୍ୟବାଦ 🙏🙏🙏
06 4月 2024, 13:12
