ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

10th Class Study

10th Class Study

الذهاب إلى القناة على Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

إظهار المزيد
3 841
المشتركون
لا توجد بيانات24 ساعات
-127 أيام
-7030 أيام
أرشيف المشاركات
One app for all your Word, Excel, PowerPoint and PDF needs. Get the Microsoft 365 app: https://aka.ms/GetM365
07 أبريل 2024, 03:25

ଭଗବାନଙ୍କ ଠାରୁ ନ୍ୟାୟ ମିଳୁଥିଲେ          ନ୍ୟାୟାଳୟ ନଥାନ୍ତା ସରସ୍ବତୀଙ୍କ ଠାରୁ ଜ୍ଞାନ ମିଳୁଥିଲେ            ବିଦ୍ୟାଳୟ ନଥାନ୍ତା ଆର୍ଶୀବାଦରେ କାମ ଚଳୁଥିଲେ             ଔଷଧାଳୟ ନଥାନ୍ତା ବିନା କାମରେ ଭାଗ୍ୟ ବଦଳୁଥିଲେ             କାର୍ଯ୍ୟାଳୟ ନଥାନ୍ତା      ତେଣୁ ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଭରସା କରନ୍ତୁ ।।      
07 أبريل 2024, 03:23

+1
English set 1 2345mcq 10th class .pdf11.41 MB
06 أبريل 2024, 15:18

06 أبريل 2024, 14:59

+9
Class 10 Tense revisited
06 أبريل 2024, 13:32

ପଦ୍ମ (ପଦ୍ୟ).pptx2.70 MB
06 أبريل 2024, 13:29

bande utkala janani 2.pdf
06 أبريل 2024, 13:29

bande utkala janani 1.pdf
06 أبريل 2024, 13:29

types of sentences complete note.pdf
06 أبريل 2024, 13:29

ଅମ୍ଳ କ୍ଷାରକ ଓ ଲବଣ (1).pdf
06 أبريل 2024, 13:29

ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ (Notes)
06 أبريل 2024, 13:29

ଭୂ ସମ୍ବଳ
06 أبريل 2024, 13:29

ଭାରତ ରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଓଡିଶା ରେ ଏହାର ପ୍ରଭାବ
06 أبريل 2024, 13:29

X TYPES OF SENTENCES.pdf
06 أبريل 2024, 13:29

1 X TENSE REVISITED.pdf
06 أبريل 2024, 13:29

Festivals of North East India.pdf
06 أبريل 2024, 13:29

Festival of North-East India.. PPT with practice question
06 أبريل 2024, 13:29

🥳ପ୍ରାଥମିକ ସ୍କୁଲ ପ୍ରଶ୍ନପତ୍ର ଲିକ୍ ଘଟଣା, ସହକାରୀ ଶିକ୍ଷକ ଜଗନ୍ନାଥ କର ଗିରଫ🥳 ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ମାମଲାରେ ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରକୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାଇରଲ କରିଥିଲେ ଜଗନ୍ନାଥ । ସ୍ତ୍ରୀଙ୍କ ସହ ମିଶି ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ପ୍ରଶ୍ନପତ୍ର ଲିକ ନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲ ର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିବା ପ୍ରମାଣ ପାଇଥିଲା ପୋଲିସ । ଏନେଇ ୟୁଟୁବ ଚ୍ୟାନେଲର ମାଲିକ ଗଂଜାମର ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ ।ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲେ । ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ତାକୁ ନେଇ ପତ୍ନୀ ଋତୁପୂର୍ଣା ପତିକୁ ଦେଇଥିଲେ ଜଗନ୍ନାଥ । ୟୁଟ୍ୟୁବର ଚ୍ୟାନେଲର ଭି୍ୟୁ ବଢାଇବା ପାଇଁ ଏଭଳି କାର୍ଯ୍ୟ କରିଥିଲେ ଜଗନ୍ନାଥ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ କରାଯାଇ ଅଧିକ ତଦନ୍ତ କରାଯାଉଛି ।
06 أبريل 2024, 13:17

⭕️BIG BRAKING ⭕️ TELEGRAM ରେ ବୁଲୁଛି ଏକ ଠକ ଯାହାକି ପରୀକ୍ଷାର ପାଇଁ ପଇସା ଦିଅ ତୁମ୍ଭର marks କୁ ବଢାଇ ଦିଆଯିବ ସଚେତନ ହୁଅ ଧନ୍ୟବାଦ 🙏🙏🙏
06 أبريل 2024, 13:12

Channel ku Suscribe Karidia.
06 أبريل 2024, 03:51