CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多668
订阅者
-224 小时
-57 天
-3930 天
帖子存档
🔴 ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ
-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି
-୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ
✅ ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା
🌸 ବାରିପଦା ସମାବେଶରେ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
🌸 ୨ୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଟଙ୍କା
❌ଆକାଉଣ୍ଟକୁ ଯାଇନି ‘ସୁଭଦ୍ରା’ ୧ ଟଙ୍କା, ମିଛ ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ❌
ଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ। ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
🤣 ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସଂପର୍କ ବିଭାଗର ସ୍ପଷ୍ଟୀକରଣ
-ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଯିବା ଖବରକୁ ଖଣ୍ଡନ କଲା ବିଭାଗ
-ସୋସିଆଲ ମିଡିଆରେ ଚାଲିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ
-ଏପରି କୌଣସି ବ୍ୟବସ୍ଥା କରାଯାଇନଥିବା ବିଭାଗର ସ୍ପଷ୍ଟୀକରଣ
୧ମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବା ବ୍ୟବସ୍ଥା ଥିଲା'
-'କିନ୍ତୁ ୨ୟ ପର୍ଯ୍ୟାୟରେ ଏପରି କିଛି ବ୍ୟବସ୍ଥା ଏଯାବତ୍ ଆରମ୍ଭ ହୋଇନି'
-‘ସୁଭଦ୍ରା’ର ଅଫିସିଆଲ ୱେବସାଇଟକୁ ଅନୁସରଣ କରିବାକୁ ଅପିଲ
-ଟୋଲ୍ ଫ୍ରି ନମ୍ବର ୧୪୬୭୮କୁ କଲ୍ କରିବାକୁ ସୂଚନା ଦେଲା ବିଭାଗ
Add to more students
Try to 1k complete ✅👍
🦚🦚🦚🦚🦚🦚🦚
All students & my dear staff, family members
Try to 1k members complete ✅✅✅
🗽🗽🗽🗽🗽🗽🗽🗽🗽
More than help us uuu...
I try to live class & doubt class,all subjects chapter wide note& study material 📚 📚 for school college education students pai
Questions for board & school & sample paper 🗞️ 📰 📰 📰 📰 📰 📰
All exam related, posts, update & notification
📅📅📘📘📘📘📅
I always provide you...
I always with help us too...
👍👍👍👍👍👍👍👍
But...
I request/required 1k family members/ students
Add now 👉 👉 👉
U also help me:_________( YES/NO)
🙌🙌🙌🙌🙌🙌🙌🙌🙌🙌
Ur any related queries/ problem 👉👉👉👉
Don't worry about.....
😔😔😔😔😭😔😔😔😔😔
Personal information/ DM me 🗞️ 🗞️ 📰 📰
Secretary office by ®
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
CARRER STUDY CLASSES 🏫🏫 🏫 🏫 📝 📝 📝 📝
@rajendra143_2k
💐💐💐💐💐💐💐💐💐
Kahar kou district .......
🏫🏫🏫🏫🏫
Which district more members available.
