ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
668
المشتركون
-224 ساعات
-57 أيام
-3930 أيام
أرشيف المشاركات
🔴 ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ -ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି -୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ

My dear students good afternoon 😊😊

Hello

✅ ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା 🌸 ବାରିପଦା ସମାବେଶରେ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ 🌸 ୨ୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଟଙ୍କା

ସାବଧାନ। ଠକାମୀ ରେ ପଡ଼ିବା ନିଶ୍ଚିତ
ସାବଧାନ। ଠକାମୀ ରେ ପଡ଼ିବା ନିଶ୍ଚିତ

CIPET ADMISSION UPDATE
CIPET ADMISSION UPDATE

D.EL.ED IMPORTANT UPDATE
D.EL.ED IMPORTANT UPDATE

SVNIRTAR ADMISSION 2024
SVNIRTAR ADMISSION 2024

❌ଆକାଉଣ୍ଟକୁ ଯାଇନି ‘ସୁଭଦ୍ରା’ ୧ ଟଙ୍କା, ମିଛ ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ❌ ଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ। ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

🤣 ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସଂପର୍କ ବିଭାଗର ସ୍ପଷ୍ଟୀକରଣ -ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଯିବା ଖବରକୁ ଖଣ୍ଡନ କଲା ବିଭାଗ -ସୋସିଆଲ ମିଡିଆରେ ଚାଲିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ -ଏପରି କୌଣସି ବ୍ୟବସ୍ଥା କରାଯାଇନଥିବା ବିଭାଗର ସ୍ପଷ୍ଟୀକରଣ ୧ମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବା ବ୍ୟବସ୍ଥା ଥିଲା' -'କିନ୍ତୁ ୨ୟ ପର୍ଯ୍ୟାୟରେ ଏପରି କିଛି ବ୍ୟବସ୍ଥା ଏଯାବତ୍ ଆରମ୍ଭ ହୋଇନି' -‘ସୁଭଦ୍ରା’ର ଅଫିସିଆଲ ୱେବସାଇଟକୁ ଅନୁସରଣ କରିବାକୁ ଅପିଲ -ଟୋଲ୍ ଫ୍ରି ନମ୍ବର ୧୪୬୭୮କୁ କଲ୍ କରିବାକୁ ସୂଚନା ଦେଲା ବିଭାଗ

Add to more students Try to 1k complete ✅👍 🦚🦚🦚🦚🦚🦚🦚 All students & my dear staff, family members Try to 1k members complete ✅✅✅ 🗽🗽🗽🗽🗽🗽🗽🗽🗽 More than help us uuu... I try to live class & doubt class,all subjects chapter wide note& study material 📚 📚 for school college education students pai Questions for board & school & sample paper 🗞️ 📰 📰 📰 📰 📰 📰 All exam related, posts, update & notification 📅📅📘📘📘📘📅 I always provide you... I always with help us too... 👍👍👍👍👍👍👍👍 But... I request/required 1k family members/ students Add now 👉 👉 👉 U also help me:_________( YES/NO) 🙌🙌🙌🙌🙌🙌🙌🙌🙌🙌 Ur any related queries/ problem 👉👉👉👉 Don't worry about..... 😔😔😔😔😭😔😔😔😔😔 Personal information/ DM me 🗞️ 🗞️ 📰 📰 Secretary office by ® 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳 CARRER STUDY CLASSES 🏫🏫 🏫 🏫 📝 📝 📝 📝 @rajendra143_2k 💐💐💐💐💐💐💐💐💐

Hello my dear students

sticker.webp0.24 KB

Don't worry about....... It's maximum pull So....

My dear students good morning 🌄🌄 🌞

Hello

Kahar kou district ....... 🏫🏫🏫🏫🏫 Which district more members available.
Anonymous voting

photo content

1k complete Try all my family members & faculty staff 💐💐💐💐💐💐💐💐💐

CAREER STUDY CLASSES 📘📚📝 - إحصائيات وتحليلات قناة تيليجرام @carrerstudyclassespvtltd