1 895
订阅者
无数据24 小时
-177 天
-9230 天
帖子存档
1 895
ଏପ୍ରିଲ ୫ ସୁଦ୍ଧା ସରିବ ମାଟ୍ରିକ୍ ମୂଲ୍ୟାୟନ
କଟକ,୨୧/୩(ଇମିସ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଧାରିତ ୨୮ ତାରିଖ ସୁଦ୍ଧା ଶେଷ ହୋଇ ପାରିବନାହିଁ | ଆସନ୍ତା ୨୫ ଓ ୨୬ ତାରିଖ ଦୋଳପୂର୍ଣ୍ଣିମା ଓ ହୋଲି ଛୁଟି ପାଇଁ ମୂଲ୍ୟାୟନ କାର୍ଯ୍ୟ ଓ ମୂଲ୍ୟାୟନ କେନ୍ଦ୍ର ବନ୍ଦ ରଖିବାକୁ ଗତକାଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୂଲ୍ୟାୟନରେ ନିୟୋଜିତ ଜଣେ କ୍ୟାମ୍ପ ଅଫିସରଙ୍କ ସୂଚନା ଅନୁସାରେ, ନିର୍ବାଚନ ପ୍ରଶିକ୍ଷଣ ପାଇଁ ଚିଠି ପାଇଥିବା ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ଏହାବ୍ୟତୀତ ଆସନ୍ତା ୨୫ ଓ ୨୬ ତାରିଖ ଦୋଳ, ହୋଲି ଛୁଟି ପାଇଁ ମୂଲ୍ୟାୟନ ବନ୍ଦ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏପ୍ରିଲ୍ ୪ ବା ୫ ତାରିଖ ବେଳକୁ ମୂଲ୍ୟାୟନ ଶେଷ ହେବା ଆକଳନ କରାଯାଉଛି।
1 895
Jahaku jau questions darkar jaldi group re join kari maga sabu miliba free re❤️👇👇
https://t.me/+z8UwiHY4IhcxOWU9
1 895
Ama chat group samaste join kara jahar jau questions darkar sabu free dia jiba with answer sheet
