ar
Feedback
ROYAL EDUCATION

ROYAL EDUCATION

الذهاب إلى القناة على Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

إظهار المزيد
1 895
المشتركون
لا توجد بيانات24 ساعات
-177 أيام
-9230 أيام
أرشيف المشاركات
ଏପ୍ରିଲ ୫ ସୁଦ୍ଧା ସରିବ ମାଟ୍ରିକ୍ ମୂଲ୍ୟାୟନ କଟକ,୨୧/୩(ଇମିସ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଧାରିତ ୨୮ ତାରିଖ ସୁଦ୍ଧା ଶେଷ ହୋଇ ପାରିବନାହିଁ | ଆସନ୍ତା ୨୫ ଓ ୨୬ ତାରିଖ ଦୋଳପୂର୍ଣ୍ଣିମା ଓ ହୋଲି ଛୁଟି ପାଇଁ ମୂଲ୍ୟାୟନ କାର୍ଯ୍ୟ ଓ ମୂଲ୍ୟାୟନ କେନ୍ଦ୍ର ବନ୍ଦ ରଖିବାକୁ ଗତକାଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୂଲ୍ୟାୟନରେ ନିୟୋଜିତ ଜଣେ କ୍ୟାମ୍ପ ଅଫିସରଙ୍କ ସୂଚନା ଅନୁସାରେ, ନିର୍ବାଚନ ପ୍ରଶିକ୍ଷଣ ପାଇଁ ଚିଠି ପାଇଥିବା ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ଏହାବ୍ୟତୀତ ଆସନ୍ତା ୨୫ ଓ ୨୬ ତାରିଖ ଦୋଳ, ହୋଲି ଛୁଟି ପାଇଁ ମୂଲ୍ୟାୟନ ବନ୍ଦ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏପ୍ରିଲ୍ ୪ ବା ୫ ତାରିଖ ବେଳକୁ ମୂଲ୍ୟାୟନ ଶେଷ ହେବା ଆକଳନ କରାଯାଉଛି।

11th notes
+4
11th notes

Sry samastanku kali mu tk busy heigali

photo content

Jahaku jau questions darkar jaldi group re join kari maga sabu miliba free re❤️👇👇 https://t.me/+z8UwiHY4IhcxOWU9

Jaldi join kara free course and free questions everything for free join fast

Ama chat group samaste join kara jahar jau questions darkar sabu free dia jiba with answer sheet

Jaldi Jaldi Ama Chat Group Join Kara Samaste 👇👇 https://t.me/+z8UwiHY4IhcxOWU9

Jaldi share kridia link ku copy kriki

Next question members add kale diajiba

photo content