ch
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

前往频道在 Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

显示更多
2 139
订阅者
无数据24 小时
-17
-1430
帖子存档
କୋଇଲି ଯେ କେଶବ ମଥୁରା କୁ ଗଲା କାହା ବନେ ଗଲା ପୁତ୍ର 5ବାହୁଡ଼ି ନ ଆସିଲା ଏଇଟା କେଉଁ କୋଇଲି ସାହିତ୍ୟ ର ପଦ
Anonymous voting

କେଶବ କୋଇଲି କେଉଁ ରସ ରେ ବର୍ଣ୍ଣିତ
Anonymous voting

କେଶବ କୋଇଲି ରେ ସର୍ବ ମୋଟ କେତେଟା ପଦ ସଂଖ୍ୟା ରହିଛି
Anonymous voting

କେଶବ କୋଇଲି କେତେଟା ପାଦ ରେ ଗୋଟେ ପଦ ହୋଇ ଅଛି
Anonymous voting

ଷୋଡ଼ଶ କିମ୍ବା ଜଗନ୍ନାଥ ଦାସ ଙ୍କ ସମ ସାମୟିକ ଯୁଗ ର କେଶବ କୋଇଲି ବୋଲି କିଏ କହିଛନ୍ତି
Anonymous voting

କେଶବ କୋଇଲି କୁ କିଏ ପ୍ରାକ୍ ସାରଳା ପୂର୍ବର ର ରଚନା ବୋଲି କହିଛନ୍ତି
Anonymous voting

କେଶବ କୋଇଲି କେଉଁ ରୀତି ରେ ରଚିତ
Anonymous voting

ଶ୍ରୀ କୃଷ୍ଣ ଙ୍କ ଦେହ ସହ କେଉଁ ପକ୍ଷୀ ର ରୂପ ସମାନ ଅଟେ ବୋଲି ମାର୍କଣ୍ଡ ଦାସ କହିଛନ୍ତି
Anonymous voting

ଓଡ଼ିଆ ସାହିତ୍ୟ ର ପ୍ରଥମ କୋଇଲି ସାହିତ୍ୟ ର ନାମ କଣ
Anonymous voting

କେଶବ କୋଇଲି ର ରଚୟତା କିଏ
Anonymous voting

ଆଜି ପାଇଁ ଏତିକି ଥାଉ ଆସନ୍ତା କାଲି କୋଇଲି ସାହିତ୍ୟ କୁ ନେଇ କରିବା

"କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ ସୂତ କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ। ଏହା କେଉଁ ଚଉତିଶା ରୁ ଆସିଚି
Anonymous voting

ବଳରାମ ଓ କୃଷ୍ଣ ଙ୍କୁ ନେଇ କେଉଁ ଚଉତିଶା ବର୍ଣ୍ଣନା କରା ଯାଇଚି
Anonymous voting

କଳା କଳେବର ଚଉତିଶା ର ରାଚୟତା କିଏ
Anonymous voting

କେଉଁ ଚଉତିଶା ଗାନ କରି କବି ଦୀନକୃଷ୍ଣ ଦାସ ଙ୍କ କୃଷ୍ଠ ରୋଗ ଭଲ ହେଇଥିଲା ବୋଲି କୁହା ଯାଏ
Anonymous voting

ଆର୍ତ୍ତ ତ୍ରାଣ ଚଉତିଶା ର ରଚାୟତା କିଏ
Anonymous voting

ମନବୋଧ ଚଉତିଶା କେଉଁ ଠାକୁର ଙ୍କ ଉଦ୍ୟେଶ ରେ ବର୍ଣ୍ଣିତ
Anonymous voting

ଭକ୍ତ ଚରଣ ଦାସ ଙ୍କ ବାଲ୍ୟ ନାମ କଣ
Anonymous voting

ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି ଖଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ ଖଟ ପଲଙ୍କ ଶେଯ ସଜାଇ ସଉ ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ। ଏହା କେଉଁ ଚଉତିଶା ରୁ ଆନୀତ
Anonymous voting

ମନବୋଧ ଚଉତିଶା କୁ କେଉଁ ପ୍ରକାର ଚଉତିଶା ଭାବରେ ଗ୍ରହଣ କରା ଯାଇଚି
Anonymous voting

STUDY WITH KRISHNA SIR ( OSOU) - Telegram 频道 @studywithkrishnasir1 的统计与分析