STUDY WITH KRISHNA SIR ( OSOU)
الذهاب إلى القناة على Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
إظهار المزيد2 139
المشتركون
لا توجد بيانات24 ساعات
-17 أيام
-1430 أيام
أرشيف المشاركات
କୋଇଲି ଯେ କେଶବ ମଥୁରା କୁ ଗଲା କାହା ବନେ ଗଲା ପୁତ୍ର 5ବାହୁଡ଼ି ନ ଆସିଲା ଏଇଟା କେଉଁ କୋଇଲି ସାହିତ୍ୟ ର ପଦ
ଷୋଡ଼ଶ କିମ୍ବା ଜଗନ୍ନାଥ ଦାସ ଙ୍କ ସମ ସାମୟିକ ଯୁଗ ର କେଶବ କୋଇଲି ବୋଲି କିଏ କହିଛନ୍ତି
କେଶବ କୋଇଲି କୁ କିଏ ପ୍ରାକ୍ ସାରଳା ପୂର୍ବର ର ରଚନା ବୋଲି କହିଛନ୍ତି
ଶ୍ରୀ କୃଷ୍ଣ ଙ୍କ ଦେହ ସହ କେଉଁ ପକ୍ଷୀ ର ରୂପ ସମାନ ଅଟେ ବୋଲି ମାର୍କଣ୍ଡ ଦାସ କହିଛନ୍ତି
"କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ ସୂତ
କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ। ଏହା କେଉଁ ଚଉତିଶା ରୁ ଆସିଚି
ବଳରାମ ଓ କୃଷ୍ଣ ଙ୍କୁ ନେଇ କେଉଁ ଚଉତିଶା ବର୍ଣ୍ଣନା କରା ଯାଇଚି
କେଉଁ ଚଉତିଶା ଗାନ କରି କବି ଦୀନକୃଷ୍ଣ ଦାସ ଙ୍କ କୃଷ୍ଠ ରୋଗ ଭଲ ହେଇଥିଲା ବୋଲି କୁହା ଯାଏ
ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି
ଖଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ
ଖଟ ପଲଙ୍କ ଶେଯ ସଜାଇ ସଉ ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ। ଏହା କେଉଁ ଚଉତିଶା ରୁ ଆନୀତ
ମନବୋଧ ଚଉତିଶା କୁ କେଉଁ ପ୍ରକାର ଚଉତିଶା ଭାବରେ ଗ୍ରହଣ କରା ଯାଇଚି
متاح الآن! بحث تيليغرام 2025 — أهم رؤى العام 
