ch
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

前往频道在 Telegram
1 643
订阅者
无数据24 小时
-37
-3130
帖子存档
Thank u so much dear all students for your valuable teacher's day gift....
Thank u so much dear all students for your valuable teacher's day gift....

ଆଉ ମାତ୍ର 4 ଦିନ ରହିଲା form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ Possible extended ହବ

ଆମ ଗ୍ରୁପ୍ ରୁ no ନେଇ କିଛି ପୁଅ ମାନେ ଝିଅ ମାନଙ୍କୁ personal re MSG କରୁଛନ୍ତି ଦୟାକରି ସେମିତି ଯେଉଁ ମାନଙ୍କୁ msg ଆସୁଚି ଦୟା କରି ନିକଟସ୍ଥ ପୋଲିସ ଥାନା ରେ ଅଭିଯୋଗ କରନ୍ତୁ ନଚେତ୍ ଏଇଥି ପାଇଁ ଆମେ କୌଣସି ଦାୟୀ ରହିବୁ ନାହିଁ ଆଜି ବହୁତ୍ ଜଣଙ୍କୁ 2 ରୁ 3 ଜଣ ପିଲା msg କରିଛନ୍ତି personal ରେ ଦୟାକରି ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

MAOD 10 ଆଲୋଚନା ହେଉଛି JOIN କର SSB GROUP ରେ ବାସ୍ତବ ବାଦ

JOIN ହୁଅ ମ ଜାଣିବ ପାଠ kn ଅଛି 3rd SEM ରେ

ସକାଳୁ 7 am ରେ ରହିବ ସବୁ ROMANTICISM CLS ହବ MAOD 10

ସମସ୍ତେ ASSIGNMENT QUESTION ପାଇଁ GREVENCY ପକାଅ ତା ସହ OSOU ବନ୍ଦ୍ ହେଇଯିବ ବୋଲି ପେପର ରେ OUT ହଉଚି ସତରେ ବନ୍ଦ୍ ହେଇଯିବ ନା ଚାଲୁ ରହିବ ତାହା ମଧ୍ୟ ବୁଝିବା ନିମନ୍ତେ GREVENCY ରେ ପକାଅ

https://t.me/odishastateopenuniversity?livestream=f1757bafb04194d065 ତୃତୀୟ ସେମିଷ୍ଟର ର ପ୍ରଥମ cls Classic ସାହିତ୍ୟ ଯେଉଁ ମାନେ ଶୁଣିବା ପାଇଁ ଚାହୁଁଛନ୍ତି ଆସି ପାରିବେ

ସମସ୍ତଙ୍କୁ ଢ଼େର ସାରା ଭଲ ପାଇବା ଧନ୍ୟବାଦ 🥰