ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
الذهاب إلى القناة على Telegram
إظهار المزيد
1 643
المشتركون
لا توجد بيانات24 ساعات
-37 أيام
-3130 أيام
أرشيف المشاركات
Thank u so much dear all students for your valuable teacher's day gift....
ଆଉ ମାତ୍ର 4 ଦିନ ରହିଲା form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
Possible extended ହବ
ଆମ ଗ୍ରୁପ୍ ରୁ no ନେଇ କିଛି ପୁଅ ମାନେ ଝିଅ ମାନଙ୍କୁ personal re MSG କରୁଛନ୍ତି ଦୟାକରି ସେମିତି ଯେଉଁ ମାନଙ୍କୁ msg ଆସୁଚି ଦୟା କରି ନିକଟସ୍ଥ ପୋଲିସ ଥାନା ରେ ଅଭିଯୋଗ କରନ୍ତୁ
ନଚେତ୍ ଏଇଥି ପାଇଁ ଆମେ କୌଣସି ଦାୟୀ ରହିବୁ ନାହିଁ
ଆଜି ବହୁତ୍ ଜଣଙ୍କୁ 2 ରୁ 3 ଜଣ ପିଲା msg କରିଛନ୍ତି personal ରେ ଦୟାକରି ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ
MAOD 10 ଆଲୋଚନା ହେଉଛି JOIN କର
SSB GROUP ରେ
ବାସ୍ତବ ବାଦ
Repost from STUDY WITH KRISHNA SIR ( OSOU)
Mission ssb group re JOIN କର
ସମସ୍ତେ ASSIGNMENT QUESTION ପାଇଁ GREVENCY ପକାଅ ତା ସହ
OSOU ବନ୍ଦ୍ ହେଇଯିବ ବୋଲି ପେପର ରେ OUT ହଉଚି ସତରେ ବନ୍ଦ୍ ହେଇଯିବ ନା ଚାଲୁ ରହିବ ତାହା ମଧ୍ୟ ବୁଝିବା ନିମନ୍ତେ GREVENCY ରେ ପକାଅ
https://t.me/odishastateopenuniversity?livestream=f1757bafb04194d065
ତୃତୀୟ ସେମିଷ୍ଟର ର ପ୍ରଥମ cls
Classic ସାହିତ୍ୟ ଯେଉଁ ମାନେ ଶୁଣିବା ପାଇଁ ଚାହୁଁଛନ୍ତି ଆସି ପାରିବେ
متاح الآن! بحث تيليغرام 2025 — أهم رؤى العام 
