ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 251 名订阅者,在 教育 类别中位列第 16 353,并在 印度 地区排名第 33 219

📊 受众指标与增长动态

невідомо 创建以来,项目保持高速增长,吸引了 12 251 名订阅者。

根据 06 七月, 2026 的最新数据,频道保持稳定运转。过去 30 天订阅人数变化为 -229,过去 24 小时变化为 -12,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 15.81%。内容发布后 24 小时内通常能获得 4.28% 的反应,占订阅者总量。
  • 帖子覆盖: 每篇帖子平均可获得 1 939 次浏览,首日通常累积 525 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 07 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 251
订阅者
-1224 小时
-577
-22930
帖子存档
⚪ ଯୁକ୍ତ୨ ପରୀକ୍ଷା PATTERN ୨୦୨୨⚪ ଏପ୍ରିଲ ୨୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଏବଂ ମେ’ ୫ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବ। ଧନ୍ଦାମୂଳକ ବିଭାଗର ପରୀକ୍ଷା ମଧ୍ୟ ମେ’ ୯ରୁ ଆରମ୍ଭ ହେବ। ସମସ୍ତ ବିଷୟର ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷର ସଂକ୍ଷିପ୍ତ ସିଲାବସ୍‌ ଆଧାରରେ ପ୍ରଶ୍ନପତ୍ରଗୁଡ଼ିକରେ ପ୍ରଶ୍ନ ଆସିବ। ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ରେ ଜାରି ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରରେ ୩ ପାଟର୍ନର ପ୍ରଶ୍ନ ରହିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବର ବିଶିଷ୍ଟ ତଥା ମଲଟି ଚଏସ୍‌ ପ୍ରଶ୍ନ, ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨/୩ ମାର୍କର ପ୍ରଶ୍ନ ଏବଂ ୨୦ ପ୍ରତିଶତ ମାର୍କ ଦୀର୍ଘ ଉତ୍ତର ମୂଳକ ତଥା ୫ ମାର୍କ ବିଶିଷ୍ଟ ରହିବ।ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ରର ଢାଞ୍ଚା ପରିଷଦ ୱେବସାଇଟ୍‌ରେ ଛଡ଼ାଯାଇଥିବା ନେଇ ପରୀକ୍ଷା‌ ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଏପ୍ରିଲ ୪ରୁ ଆରମ୍ଭ ହୋଇଥିବା ପ୍ରାକ୍ଟିକାଲ ପରୀକ୍ଷା ଗତକାଲି ଶେଷ ହୋଇଛି। ସୁରୁଖୁରରେ ପରୀକ୍ଷା ଶେଷ ହୋଇଥିବା ବେଳେ କଲେଜଗୁଡ଼ିକ ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଫଏଲ୍‌ ଓ ଉତ୍ତର ଖାତା ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ପ୍ରାକ୍ଟିକାଲ ପରୀକ୍ଷାର ସିସିଟିଭି ଫୁଟେଜ୍‌ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

⚪ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ଲାଗିନି ସିସିଟିଭି⚪ ଯୁକ୍ତ୨ ଥିଓରି ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେଲ୍‌ଫ ଫାଇନାନ୍ସିଂ ସ୍କୁଲକୁ ବାରମ୍ବାର ତାଗିଦ୍‌ କରାଯାଇଛି। ତା’ ସତ୍ତ୍ବେ ବି ଏମିତି କିଛି ସ୍କୁଲ ରହିଛନ୍ତି ଯେଉଁମାନେ ସିସିଟିଭି ଲଗାଉ ନାହାନ୍ତି।ତେଣୁ ଆଜି ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଚିଠି ଲେଖିଛନ୍ତି। ଏଥିରେ ଆସନ୍ତା ୧୮ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ସହ ଏହାର ଲିଙ୍କ୍‌ ସାମ୍‌ସ ଇ-ସ୍ପେସ୍‌ରେ ଦାଖଲ କରିବାକୁ କୁହାଯାଇଛି। ସେହିପରି ଯେଉଁଠି ସିସିଟିଭି ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଓ ମାର୍କ ଫଏଲ୍‌ ଗ୍ରହଣ କରାଯିବ ନାହିଁ। ଏହାବାଦ୍ ଧାର୍ଯ୍ୟ ସମୟରେ ସିସିଟିଭି ନ ଲଗାଇଲେ ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ୍‌ କରି ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ।

https://youtu.be/H1w5bFHK0WY ଏହି କାମ ଶୀଘ୍ର କରି ଦିଅନ୍ତୁ ନହେଲେ State Scholarship ଟଙ୍କା ମିଳିବନି 👆👆 ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଶୀଘ୍ର ଦେଖନ୍ତୁ

https://youtu.be/YvUF-LBSh9E State Scholarship କୁ ନେଇ ଆସିଲା Big Update ଆସିଗଲା State Scholarship ଟଙ୍କା ମିଳିବାର ତାରିଖ🥰 ଏହି ତାରିଖ ସୁଦ୍ଧା ST,OBC/SEBC , EBC Students ଙ୍କୁ Scholarship ଟଙ୍କା ମିଳିବ ଶୀଘ୍ର ଦେଖନ୍ତୁ Most Watch & Share

*_"Life should be great rather than long"_ - Dr BR Ambedkar* *Birthday Of Dr. Bhimrao Ramji Ambedkar ( Dr. BR Ambedkar)* AMBE
*_"Life should be great rather than long"_ - Dr BR Ambedkar* *Birthday Of Dr. Bhimrao Ramji Ambedkar ( Dr. BR Ambedkar)* AMBEDKAR JAYANTI🙏

"Life should be great rather than long" - Dr BR Ambedkar Birthday Of Dr. Bhimrao Ramji Ambedkar ( Dr. BR Ambedkar) AMBEDKAR JAYANTI🙏

*_"Life should be great rather than long"_ - Dr BR Ambedkar* *Birthday Of Dr. Bhimrao Ramji Ambedkar ( Dr. BR Ambedkar)* AMBEDKAR JAYANTI🙏

ବର୍ଷ ବଦଳେ ମାସ ବଦଳେ ବଦଳେ ତ ଖାଲି ତାରିଖ.... ମନ ବଦଳେନି ଭାବ ବଦଳେନି ବଦଳେ ନାହିଁ ଯେ ଏହି ଗ୍ରୁପ ର ସଂପର୍କ...!! ଓଡ଼ିଆ ନୂଆ ବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା !!❤️

Sukant Tutorial ତରଫରୁ ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
Sukant Tutorial ତରଫରୁ ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Dear Students, Check Your State Scholarship Application Status .... Any Problems Like Reverted, Payment Failed etc... Then Reapply State Scholarship .. Solve your Problem Last Date -: 17.04.2022 Any Problems Contact your College , Scholarship Department By Gmail & Last Contact Our Group Admin Regards Sukant Tutorial❤️

https://youtu.be/k8VfvEKfAwQ State Scholarship Online Apply Date ଆସିଗଲା ଶୀଘ୍ର Apply କରିନିଅନ୍ତୁ Last Date-: 17.04.2022 Most Watch & Share Every Students

✅NOTES ✅ ଯେଉଁ ମାନେ NOTES ପଢିବାକୁ ଆଗ୍ରହୀ,ସେମାନଙ୍କ ପାଇଁ ମୋର ଛୋଟ ଉପଦେଶ ହେଲା ସେମାନେ SYLLABUS ଦେଖି/GOOGLE HELP ନେଇ NOTES ତିଆରି କରନ୍ତୁ,ଦେଖିବେ ନିଜର କେମିତି IMPROVEMENT ହେଉଛି ନିଜେ ତିଆରି କରି ଥିବା NOTES ଏବଂ ଅନ୍ୟ ଜଣଙ୍କ NOTES ରେ ପଢିବା ବହୁତ୍ ପାର୍ଥକ୍ୟ ଅଳ୍ପ ଟିକେ ତ କଷ୍ଟ କର। ସବୁ କିଛି PDF ରେ ପଢ଼ି ହୁଏନି କିମ୍ବା ସବୁ ଦିନ ଯାଏ ସାଇତି ରଖି ପାରିବନି। NOTES ବନେଇବା କିଛି କଷ୍ଟ ନୁହେଁ । ମୋ ସ୍କୁଲ ବେଳର ଅନୁଭୂତି ରୁ କହୁଛି,ମୁଁ ଗୋଟେ ରାତି ବସିଲେ ଗୋଟେ MATH EXERCISE OR SCIENCE NOTE କରି ସାରିଦିଏ । ଏବେ ଆପଣ କଣ ପାଇଁ କରିପାରିବେ ନାହିଁ ତେଣୁ ନିଜ NOTES ସ୍ଵାଦ ଜାଣନ୍ତୁ ବହୁତ୍ ନିଆରା ଧନ୍ୟବାଦ୍ ❤️

Thanks ...... Everyone For Your Full Support Sukant Tutorial❤️❤️

sticker.webp0.26 KB

State Scholarship Reverted ହୋଇଥିଲେ Reapply କରିପାରିବେ Date ଆସି ସାରିଛି ଶୀଘ୍ର ଦେଖନ୍ତୁ.... Last Date -: 17-04-2022 ସମସ୍ତଙ୍କୁ Share କରନ୍ତୁ👆👆

https://youtu.be/f3AxMWA5830 State Scholarship କୁ ନେଇ ଖୁସି ଖବର👇 State Scholarship Reverted ହୋଇଥିଲେ Reapply କରିପାରିବେ Date ଆସି ସାରିଛି ଶୀଘ୍ର ଦେଖନ୍ତୁ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ ଆଉ ଆସିବନି ଏମିତି ସୁଯୋଗ Most Watch & Share Every Students

Join 10th math Class Live On 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି(Saurav Testpapers) 🔥🔥🔥🔥🔥🔥 Important Class For Board Exam 🔥🔥🔥🔥🔥🔥 👇👇Must Watch👇👇 https://youtu.be/W-GbD4DNumw

Join your What's Group For Any Doubts Contact Me - https://chat.whatsapp.com/LNpqjyOgg3p4NkLpVt3VE6

https://youtu.be/Yo46iyKEoYI National Scholarship Important Update 2022👇 👉ଆସିଗଲା Online Apply Date 👉ସୁବର୍ଣ୍ଣ ସୁଯୋଗ ଶୀଘ୍ର Apply କରି ନିଅନ୍ତୁ 👉Big Amount ମିଳେ ... 💸 👉 Last Date- 15. 04.2022 Most Watch & Share👆👆

🌐 +3 IMPORTANT UPDATE 🌐 ଛାତ୍ରଛାତ୍ରୀ ଏକକାଳୀନ ୨ଟି ବିଷୟରେ ଡିଗ୍ରୀ କରିପାରିବେ । ଗୋଟିଏ କିମ୍ବା ଅଲଗା ବିଶ୍ବବିଦ୍ୟାଳୟରେ ପାଠ ପଢ଼ିପାରିବେ । ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ