ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 730 名订阅者,在 教育 类别中位列第 16 028,并在 印度 地区排名第 30 252 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 730 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 730
订阅者
-124 小时
-547 天
+1 09530 天
帖子存档
✅ପିଲାଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ହେବ ପତାକା ଉତ୍ତୋଳନ ଏଥର ଛାତ୍ରଛାତ୍ରୀଙ୍କ
✅ପିଲାଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ହେବ ପତାକା ଉତ୍ତୋଳନ ଏଥର ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳିତ ହେବ ସ୍ୱାଧିନତା ଦିବସ । କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍କୁଲରେ ପତାକା ଉତ୍ତୋଳନ ହେବ । ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ହେବ। ସ୍କୁଲରେ ପତାକା ଉତ୍ତୋଳନ ହେବ। ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କରୋନା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
09 8月 2022, 12:47

🔴ସ୍କୁଲରେ ଅଗଷ୍ଟ ୧୫ ଭାଗ ନେବେନି ପିଲା 🔴 ଚଳିତଥର ସ୍କୁଲରେ ଅଗଷ୍ଟ ୧୫ ପାଳନ ହେବ କିନ୍ତୁ ଭାଗ ନେବେନି ସ୍କୁଲ ପିଲା। ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ପାଳନ ହେବ ସ୍ୱାଧୀନତା ଦିବସ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ @SukantTutorial
09 8月 2022, 12:43

✅State Scholarship 2022-23 ✅State Scholarship New Registration, Fresh & Renewal Date Released 2022 ✅ Official Notice
✅State Scholarship 2022-23 ✅State Scholarship New Registration, Fresh & Renewal Date Released 2022 ✅ Official Notice
09 8月 2022, 11:08

https://youtu.be/Bq_Jirn-eSw State Scholarship New Registration , Fresh & Renewal Date
09 8月 2022, 10:12

photo content
09 8月 2022, 10:10

https://youtu.be/GPsfMUFasLE +୩ ନାମଲେଖା ଅନଲାଇନ୍ ଆବେଦନ ପାଇଁ ଆବଶ୍ୟକ ଡ଼କ୍ୟୁମେଣ୍ଟ Must Watch & Share👆👆
09 8月 2022, 06:03

photo content
09 8月 2022, 06:02

photo content
08 8月 2022, 22:31

✅ପ୍ରକାଶ ପାଇଲା ଜେଇଇ ମେନ୍-୨ ରେଜଲ୍ଟ Update👆👆
+1
✅ପ୍ରକାଶ ପାଇଲା ଜେଇଇ ମେନ୍-୨ ରେଜଲ୍ଟ Update👆👆
08 8月 2022, 22:22

✅+2 Arts & Vocational Results 2022 Update👆👆
+2
✅+2 Arts & Vocational Results 2022 Update👆👆
08 8月 2022, 22:21

+3 e-Admission 2022-23 Update👆👆
+2
+3 e-Admission 2022-23 Update👆👆
08 8月 2022, 22:20

✅+3 e-Admission 2022-23 ✅ Official Notice
✅+3 e-Admission 2022-23 ✅ Official Notice
08 8月 2022, 22:12

https://youtu.be/CpIWhrHGzxk +3 e-Admission 2022-23 Official Notice Released +3 e-Admission Dateline , Apply Date, Last Date , Merit List Notice Published 2022 Must Watch & Share👆👆
08 8月 2022, 21:44

photo content
08 8月 2022, 21:39

#BreakingNews +3 e-Admission 2022-23 📌+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ। 📌ଅଗଷ୍ଟ ୧୧ରୁ ୨୫ ଯାଏଁ +୩ ନାମଲେଖା ପାଇଁ ଆବେଦନ କରିପାରିବେ। 📌ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। 📌ସପ୍ଟେମ୍ବର ୨ରୁ ୫ ଯାଏଁ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।
08 8月 2022, 12:09

Full Details Video ଆବଶ୍ୟକ କି ନିଜ ମତା ମତ ଦିଅନ୍ତୁ I'd- @Sukant_Badal
08 8月 2022, 11:55

ଝିଅ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍କଲାରସିପ୍ ଘଷଣ। , ମାସିକ ମିଳିବ ୧ ଲକ୍ଷ ଟଙ୍କା । ମେଧାବୀ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆରମ୍ଭ ହୋଇଛି ଲେଗ୍‌ରାଣ୍ଡ ଏମ୍‌ପାଓ୍ଵାରମେଣ୍ଟ ସ୍କଲାରସିପ୍‌ ପ୍ରୋଗ୍ରାମ୍‌ ୨୦୨୨-୨୩। *ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ* ପଢ଼ିବା ପାଇଁ ଇଚ୍ଛୁକ ମେଧାବୀ ଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। *ଇଞ୍ଜିନିୟରିଂ, ଆର୍କିଟେକ୍‌ଚର, ଫାଇନାନ୍ସ ଓ ସାଇନ୍ସ* ବିଷୟରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଉଦ୍ଦିଷ୍ଟ। ଏହି ସ୍କଲାରସିପ୍‌ରେ ମେଧାବୀ ଛାତ୍ରୀଙ୍କୁ ବାର୍ଷିକ କୋର୍ସ ଫି'ର ୬୦ ପ୍ରତିଶତ ବା ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏଥିସହ ସ୍ପେଶାଲ କାଟାଗୋରୀ (ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ, ଜଣେ ଅଭିଭାବକ ଥିବା ଛାତ୍ରୀ ଓ କୋଭିଡ୍‌ ଯୋଗୁ ବାପା-ମା'ଙ୍କୁ ହରାଇଥିବା ଛାତ୍ରୀ) ବିଦ୍ୟାର୍ଥୀଙ୍କୁ ବାର୍ଷିକ ୮୦ ପ୍ରତିଶତ ବା ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦିଆଯିବ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରୀ ଭାରତର ହୋଇଥିବା ଆବଶ୍ୟକ। ଛାତ୍ରୀ ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ। ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କ ରଖିବା ଜରୁରୀ। ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି। ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨। ଛାତ୍ରୀମାନେ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ। 👉ଛାତ୍ରୀ ଭାରତୀୟ ହୋଇଥିବା ଆବଶ୍ୟକ। 👉ସେ ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ। 👉ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କର୍ ରଖିବା ଜରୁରୀ। 👉ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି। 👉ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।
08 8月 2022, 11:52

ଆପଣ ମାନେ କେହିବି Share , Support , Like କରୁନାହାନ୍ତି .....😔😔 Please Share & Like Link- https://youtu.be/myzo4qCMudU
08 8月 2022, 08:15

🔰 12TH RESULT LINK HERE 🔰 🔴CHSE Odisha 12th Arts Result 2022 ➡️ https://bit.ly/3Qc4lya 🔴CHSE Odisha Vocational Result 2022 (Annual Exam) ➡️ https://bit.ly/3SzdQsx
08 8月 2022, 07:56

https://youtu.be/myzo4qCMudU ଆସିଗଲା +2 Arts ଏବଂ Vocational ରେଜଲ୍ଟ | କିପରି ଚେକ୍ କରିବେ ନିଜ ମୋବାଇଲରେ ନିଜ ରେଜଲ୍ଟ
08 8月 2022, 07:46