ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 730 名订阅者,在 教育 类别中位列第 16 028,并在 印度 地区排名第 30 252 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 730 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 730
订阅者
-124 小时
-547 天
+1 09530 天
帖子存档
ପ୍ରକାଶ ପାଇଲା +୨ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ସନ୍ଧ୍ୟା ୫ଟା ପରେ http://odisharesult.nic.in ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍
ପ୍ରକାଶ ପାଇଲା +୨ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ସନ୍ଧ୍ୟା ୫ଟା ପରେ http://odisharesult.nic.in ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଥର ପାସ୍ ହାର ୮୨.୧୦ ପ୍ରତିଶତ । ୧,୭୧,୨୮୮ ଜଣ ପିଲା ପାସ୍ I ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ ୫ ହଜାର ୮୬୩ ଜଣ ।
08 8月 2022, 06:54

ପ୍ରକାଶ ପାଇଲା +୨ କଳା ପରୀକ୍ଷାଫଳ; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ କାର୍ଯ୍ୟାଳୟରେ ପ୍ରକାଶ ପାଇଲା ପରୀକ୍ଷା ଫଳ
08 8月 2022, 06:39

Jai Hind
08 8月 2022, 01:46

NTA JEEMAIN Phase II Exam Result with Score Card Released #SarkariResult #JEEMAIN Click to Check it Out : https://bit.ly/3p2Q
NTA JEEMAIN Phase II Exam Result with Score Card Released #SarkariResult #JEEMAIN Click to Check it Out : https://bit.ly/3p2QOgk
08 8月 2022, 01:36

✅ଓଡ଼ିଶା ସରକାରଙ୍କ ବମ୍ପର ନିଯୁକ୍ତି ସୁଯୋଗ: ଏହି ଦିନରୁ ଆରମ୍ଭ ଆବେଦନ, ରହିଛି ଆକର୍ଷଣୀୟ ଦରମା ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦବୀରେ ୧୩୦ ଟି ଖାଲି ଥିବା ପୋଷ୍ଟ ପୂରଣ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ୱେବସାଇଟ୍ https://www.ossc.gov.in/ ରେ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଚଳିତ ଅଗଷ୍ଟ ୧୨ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହେବ। 🔴ନିଯୁକ୍ତି ବୀବରଣୀ: ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀରେ ୧୩୦ ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 🔴ପୋଷ୍ଟ ସଂଖ୍ୟା : 1.ଅଣସଂରକ୍ଷିତ ବର୍ଗ ପାଇଁ ୮୫(୨୮ମହିଳା) ଟି ପୋଷ୍ଟ। 2.ଏସ୍‌ଇବିସି ବର୍ଗ ପାଇଁ ୧୯(୬ମହିଳା)ଟି ପୋଷ୍ଟ। 3.ଏସ୍‌ଟି ବର୍ଗ ପାଇଁ ୨୬(୯ମହିଳା) ପୋଷ୍ଟ। 🔴ଆବଶ୍ୟକତା ଶିକ୍ଷାଗତ ଯୋଗ୍ୟତା: ସ୍ନାତକ। 🔴ବୟସ ସୀମା: ୧ ଜାନୁଆରୀ ୨୦୨୨ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ । (ଏସ୍‌ଟି, ଏସ୍‌ସି, ଏସ୍‌ସିବିସିଙ୍କ ପାଇଁ ୫ ବର୍ଷ ରିହାତି)। 🔴ଆବେଦନ ଶୁଳ୍କ ଏବଂ ଦରମା: ଆବେଦନ ପାଇଁ ସମସ୍ତ ବର୍ଗଙ୍କୁ କୌଣସି ଟଙ୍କା ଚାଲାଣ ରୁପେ ଦେବାକୁ ପଡିବ ନାହିଁ । ଏହି ଚାକିରି ପାଇଁ ସରକାର ୧୪ ହଜାର ୨୦୦ ଟଙ୍କା ଦରମା ପ୍ରଦାନ କରିବେ। ନିଯୁକ୍ତି ପ୍ରକ୍ରିୟା ଆଦି ସବିଶେଷ ସୂଚନା ପାଇଁ ଓଏସ୍‌ଏସ୍‌ସି ୱେବସାଇଟ୍ https://www.ossc.gov.in/ ଲିଙ୍କ୍‌ରେ ଯାଇ ଜାଣିପାରିବେ। @SukantTutorial
08 8月 2022, 01:31

ଆଜିର ପାଣିପାଗ ସୂଚନା ଆଜି ମଧ୍ୟ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ରେ ସକ୍ରିୟ
ଆଜିର ପାଣିପାଗ ସୂଚନା ଆଜି ମଧ୍ୟ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର, ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ରୂପ ନେବା ସହ ଓଡିଶା -ଛତିଶଗଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା |
08 8月 2022, 01:24

IIT JEE Advanced 2022 Online Form Apply Online Link Activated Today at 4 PM #JEEAdvanced2022
IIT JEE Advanced 2022 Online Form Apply Online Link Activated Today at 4 PM #JEEAdvanced2022
08 8月 2022, 01:21

✅ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ, http://jeemain.nta.nic.in ଓ http://ntaresults.nic.inରେ ରେଜଲ୍ଟ ଉପଲବ୍ଧ; ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ କରାଯାଇଥିଲା ପରୀକ୍ଷା @SukantTutorial
08 8月 2022, 01:20

photo content
+1
08 8月 2022, 01:15

+2 Arts & Vocational Results Update👆👆
+2
+2 Arts & Vocational Results Update👆👆
08 8月 2022, 01:15

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ : ଅପରାହ୍ଣ ୪ଟାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ।  ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାର ଉନ୍ମୋଚନ କରାଯିବ । ଏହା ପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରେ ଦେଖିପାରିବେ । ଏଥିସହ ସାମସ କଲେଜ ଇସ୍ପେସରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ତେବେ ଏହି ଦୁଇଟି ବିଭାଗରେ ମୋଟ ୨ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳା ବିଭାଗରେ ୨ ଲକ୍ଷ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକରେ ୨୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
08 8月 2022, 01:14

✅ କିପରି ଡାଉନଲୋଡ୍ କରିବେ ମାସ୍କେଡ୍ ଆଧାର କାର୍ଡ଼ ? ➡️ ପ୍ରଥମେ https://myaadhaar.uidai.gov.in/ ୱେବସାଇଟକୁ ଓପନ କରନ୍ତୁ ➡️ ୱେବସାଇଟ ଓପନ ହେବାପରେ ଆଧାରକାର୍ଡ ନମ୍ବର ସହ ସିକ୍ଯୁରିଟି କ୍ଯାପଚା ଓ ଓଟିପି ଦେଇ ଲଗଇନ କରନ୍ତୁ ➡️ ଲଗ-ଇନ କଲାପରେ ଡାଉନଲୋଡ ଆଧାରକାର୍ଡ ବିକଳ୍ପ ଆସିବ ➡️ ଏହା ପରେ ମାସ୍କେଡ୍ ଆଧାର କାର୍ଡ଼ ଉପରେ କ୍ଲିକ କରି ଡାଉନ ଲୋଡ୍ କରନ୍ତୁ ➡️ ଡାଉନ ଲୋଡ୍ ହେବା ପରେ କ୍ଯାପିଟାଲ ଲେଟରରେ ଆପଙ୍କ ନାଁର ପ୍ରଥମ ୪ଟି ୱାର୍ଡ ଓ ଜନ୍ମ ବର୍ଷ ଦେଇ ଓକେ କରନ୍ତୁ ➡️ ଆପଣ ଏବେ ମାସ୍କେଡ୍ ଆଧାର କାର୍ଡ଼ ଦେଖିପାରିବେ।
08 8月 2022, 01:02

⭕ ସ୍ୱତନ୍ତ୍ର ଓଜେଇଇ ଆବେଦନ ଅବଧି ବୃଦ୍ଧି ⭕ ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଛି। ଆସନ୍ତା ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା। ପୂର୍ବରୁ ଜେଇଇ ମେନ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବାର କୌଣସି ଆବଶ୍ୟକତା ନାହିଁ। ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଜେଇଇ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।
08 8月 2022, 01:01

https://youtu.be/H90zysHN2Mw +2 Arts ଏବଂ Vocational ରେଜଲ୍ଟ ସମୟରେ ବଡ଼ ପରିବର୍ତ୍ତନ
08 8月 2022, 00:54

https://youtu.be/1D96h9uDO54 କିପରି ଚେକ୍ କରିବେ +୨ Arts & Vocational ରେଜଲ୍ଟ ନିଜ ମୋବାଇଲରେ Must Watch & Share👆👆
07 8月 2022, 22:44

photo content
07 8月 2022, 22:44

Any Doubts Join Our Official What's Group 👇👇👇👇👇👇👇👇 Link- https://chat.whatsapp.com/CXTRoavjCaa9UVj7ga3s39
07 8月 2022, 11:25

Share to all Arts& Vocational Students👆
07 8月 2022, 11:23

https://youtu.be/qph4MVLtpog ଆସିଗଲା CHSE Arts & Vocational ମାର୍କିଙ୍ଗ ପଦ୍ଧତି ୨୦୨୨ Must Watch & Share👆👆
07 8月 2022, 11:14

photo content
07 8月 2022, 11:13