ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 730 名订阅者,在 教育 类别中位列第 16 028,并在 印度 地区排名第 30 252 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 730 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -1,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.80%。内容发布后 24 小时内通常能获得 4.86% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 619 次浏览。
  • 互动与反馈: 受众积极参与,单帖平均反应数为 16。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 730
订阅者
-124 小时
-547 天
+1 09530 天
帖子存档
✅ +2 INSTANT EXAM 2022
+2
✅ +2 INSTANT EXAM 2022
18 8月 2022, 11:16

photo content
18 8月 2022, 11:11

✅ +2 ADMISSION 2022 UPDATE ✅ PRESS RELEASE
✅ +2 ADMISSION 2022 UPDATE ✅ PRESS RELEASE
18 8月 2022, 11:06

ଆପଣ ମାନଙ୍କର କିଛି ବି Doubts ଥିଲେ Sukant Tutorial Discussion Join ହୋଇକି ପଚାରି ପାରିବେ 👇👇👇👇👇👇👇👇👇 Link- https://t.me/Sukant_Tutorial
18 8月 2022, 11:01

✅ ୧୯ ରୁ ମିଳିବ ମାଟ୍ରିକ CERTIFICATE
✅ ୧୯ ରୁ ମିଳିବ ମାଟ୍ରିକ CERTIFICATE
18 8月 2022, 10:55

OPSC ASO WILL BE HELD ON 4.9.2022 TENTATIVELY. IT MAY ALSO CHANGE.
OPSC ASO WILL BE HELD ON 4.9.2022 TENTATIVELY. IT MAY ALSO CHANGE.
18 8月 2022, 07:27

sticker.webp0.25 KB
18 8月 2022, 07:22

ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିଲା ଏଏସଓ ପରୀକ୍ଷା । ଆସନ୍ତା ୨୧ରେ ଏଏସଓ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି
18 8月 2022, 03:30

✅ବନ୍ୟା ପାଇଁ ASO ଲିଖିତ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ତାରିଖ ଘୋଷଣାକୁ ଅପେକ୍ଷା  ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିଲା ଏଏସଓ ପରୀକ୍ଷା । ଆସନ୍ତା ୨୧ରେ ଏଏସଓ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟାଦେଶ  ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷା କେବେ ହେବ ଏନେଇ ଆସନ୍ତା ଦିନରେ ତାରିଖ ଘୋଷଣା ହେବ ବନ୍ୟା ପାଇଁ ପରୀକ୍ଷା ଘୁଞ୍ଚିବା ଦ୍ୱାରା ଏଏସଓ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ପାଇଁ ଆହୁରି ସୁଯୋଗ ମିଳିବ । ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି । ଏପରିକି ଘରେ ପାଣି ପସିଯିବା କାରଣରୁ ପିଲାମାନେ ପାଠ ପଢିପାରୁନାହାନ୍ତି କିମ୍ବା କୌଣସି ଆଶ୍ରୟସ୍ଥଳିରେ ଆଶ୍ରୟ ନେଇଛନ୍ତି । ତେଣୁ ଏଏସଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଛି @SukantTutorial
18 8月 2022, 03:28

https://youtu.be/wOSQON0r36Y #BreakingNews ଆସିଗଲା ତାରିଖ କେବେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ ? Must Watch & Share👆👆
18 8月 2022, 01:43

photo content
18 8月 2022, 01:42

photo content
18 8月 2022, 01:10

🔖 Check Your Group D Application Status Link Activated - http://recruitapp.in/rrb_gpd2019_level1/chk_status_login.php
🔖 Check Your Group D Application Status Link Activated - http://recruitapp.in/rrb_gpd2019_level1/chk_status_login.php
17 8月 2022, 22:45

ଯୁକ୍ତ୨ କଟ ଅଫ୍ ମାର୍କ ପ୍ରକାଶିତ; ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଏକ ନମ୍ବର ପ୍ରକାଶ ପାଇଲା ଯୁକ୍ତ୨ କଟ ଅଫ ମାର୍କ । ଦୁଇଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ୍‌ ସହ ଆଗରେ ରହିଛି । ବିଜ୍ଞାନରେ ୯୪.୩୩ ପ୍ରତିଶତ, ବାଣିଜ୍ୟରେ ୮୪.୧୭ ପ୍ରତିଶତ ସହ ଆଗରେ ରହିଛି ରେଭେନ୍ସା । ସେହିଭଳି ବିଜ୍ଞାନରେ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏମ ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେଡି କଲେଜ ତୃତୀୟରେ ରହିଛି । ଚଳିତ ବର୍ଷ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ୮୩.୫୦ ପ୍ରତିଶତ ସହ ଆଗରେ ରହିଛି । ରେଭେନ୍ସା ସମେତ ରାଜ୍ୟର ଟପ୍ ୧୦ଟି ସ୍କୁଲର କଟ ଅଫ୍ ମାର୍କ ପ୍ରକାଶ ପାଇଛି । ଆସନ୍ତା ୧୯ ତାରିଖରୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। @SukantTutorial❤️
17 8月 2022, 13:28

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ । ଆସନ୍ନ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି । ବିଭାଗ ପକ୍ଷରୁ ସମସ୍ତ DEO, DPC ଓ BEO ମାନଙ୍କୁ ନିର୍ଦ୍ଦେଶ ଜାରି । ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ । ସ୍କୁଲ ଗୃହ ଆଶ୍ରୟସ୍ଥଳ ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ପାଇଁ ନିର୍ଦ୍ଦେଶ । ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ । ବର୍ଷାରେ ଯେପରି କୌଣସି ଡକ୍ୟୁମେଣ୍ଟ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଆସନ୍ନ ବର୍ଷା ହେତୁ ଯେଉଁ କ୍ଷୟକ୍ଷତି ହେବ ତାର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । DEO, DPC ଓ BEOମାନଙ୍କୁ ରିପୋର୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ । ବର୍ଷା ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ଲାଗି କୁହାଯାଇଛି । ଜିଲ୍ଲାପାଳଙ୍କ ବିନାନୁମତିରେ ମୁଖ୍ୟାଳୟ ଛାଡ଼ିବେନି DEO, DPC ଓ BEO ।
17 8月 2022, 13:14

ହେ କଳା ସାଆନ୍ତେ... 🙏 ତୁମେ ରକ୍ଷାକର୍ତ୍ତା, ତୁମେ ତ୍ରାଣକର୍ତ୍ତା ଏ ସଙ୍କଟ ସମୟରେ ସାରା ଓଡିଶାକୁ ସାହା ହୁଅ ପ୍ରଭୁ । ଏ ବିପତ୍ତିରୁ ଉଦ୍ଧାର କର..
ହେ କଳା ସାଆନ୍ତେ... 🙏 ତୁମେ ରକ୍ଷାକର୍ତ୍ତା, ତୁମେ ତ୍ରାଣକର୍ତ୍ତା ଏ ସଙ୍କଟ ସମୟରେ ସାରା ଓଡିଶାକୁ ସାହା ହୁଅ ପ୍ରଭୁ । ଏ ବିପତ୍ତିରୁ ଉଦ୍ଧାର କର... ଜୟ ଜଗନ୍ନାଥ, ଜୟ ଜଗନ୍ନାଥ..
17 8月 2022, 13:06

photo content
17 8月 2022, 13:03

🟪 STATE SCHOLARSHIP IMPORTANT UPDATE Dates of Pre-matric application/approval at SCHOOL, WEO & DISTRICT level are extended till 26.08.2022, 29.08.2022 & 31.08.2022 respectively. @SukantTutorial
17 8月 2022, 12:54

✅ OTET EXAM IMPORTANT UPDATE
✅ OTET EXAM IMPORTANT UPDATE
17 8月 2022, 12:53

✅ +2 ADMISSION 2022 ❎ ADMISSION OF THE APPLICANTS SELECTED IN FIRST SELECTION ⭐ 19-Aug-2022 to 25-Aug-2022 (06:00 PM)
17 8月 2022, 12:50