ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 289 名订阅者,在 教育 类别中位列第 16 363,并在 印度 地区排名第 33 365

📊 受众指标与增长动态

невідомо 创建以来,项目保持高速增长,吸引了 12 289 名订阅者。

根据 02 七月, 2026 的最新数据,频道保持稳定运转。过去 30 天订阅人数变化为 -223,过去 24 小时变化为 -8,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 18.43%。内容发布后 24 小时内通常能获得 4.27% 的反应,占订阅者总量。
  • 帖子覆盖: 每篇帖子平均可获得 2 266 次浏览,首日通常累积 525 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 03 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 289
订阅者
-824 小时
-647
-22330
帖子存档
🟡 +2 EXAM 2022 IMPORTANT UPDATE ୪ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମାତ୍ର ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ଜାରି ହୋଇ ନଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ। କେବେ ଆବେଦନ କରାଯିବ ସେନେଇ ଦ୍ବନ୍ଦ୍ବରେ ଥିବା ବେଳେ ପରିଷଦ ପକ୍ଷରୁ କୁହାଯାଇଛି ଯେ ମାର୍କ ରି-ଆଡିସନ୍‌ ନେଇ ପରିଷଦ ପକ୍ଷରୁ ସପ୍ତାହ ମଧ୍ୟରେ ସବିଶେଷ ବିଜ୍ଞପ୍ତି ଜାରି ହେବ

🟡 +2 EXAM 2022 IMPORTANT UPDATE ପରୀକ୍ଷାର୍ଥୀମାନଙ୍କର ରେଜଲ୍ଟରେ ତଥ୍ୟ ଆଧାରିତ କୌଣସି ପ୍ରକାର ତ୍ରୁଟି ଥିଲେ ସେମାନେ ଉପଯୁକ୍ତ ପ୍ରମାଣ ସହ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିପାରିବେ। ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଯଦି ସତ୍ୟତା ଥିବ ତେବେ ମାର୍କସିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିତ୍‌କୁ ଆଟେଷ୍ଟେଡ୍‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ସ୍ବତନ୍ତ୍ର ଇ-ମେଲ୍‌ରେ ୧୯ ତାରିଖ ସୁଦ୍ଧା ପଠାଇବେ। ଏସଂକ୍ରାନ୍ତରେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। @SukantTutorial

ଆପଣମାନଙ୍କ ଭଲ ପାଇବା ପାଇଁ ଆଜି 1.8K Members ପହଞ୍ଚି ପାରିଛି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସାରା Support , ଭଲ ପାଇବା ଦେଇଥିବାରୁ .... ଏମିତି ଭଲ ପାଇବା , Support ଆମ @SukantTutorial ପ୍ରତି ସବୁ ଦିନ ପାଇଁ ଥାଉ❤️ Thanks ❤️ @SukantTutorial all members @SukantTutorial କୁ Share କରନ୍ତୁ Share Link- https://t.me/SukantTutorial ଜଣେ ଜଣେ Members 10 ଜଣଙ୍କୁ Share କରନ୍ତୁ .....🙏

https://youtu.be/r6hlEDXyATc Big Scholarship For 10th,+2 & +3 Students ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୨୪,୦୦୦ ଟଙ୍କା Scholarship

photo content

https://youtu.be/yiyo3nD8EjE State Scholarship Breaking News Must Watch & Share👆👆

ଆସୁଛି ବନ୍ୟା ...........😢😢
ଆସୁଛି ବନ୍ୟା ...........😢😢

✅କିଣିବା ଦରକାର ନାହିଁ .... ମାଗଣାରେ ତ୍ରିରଙ୍ଗା ଦେବେ ରାଜ୍ୟ ସରକାର
କିଣିବା ଦରକାର ନାହିଁ .... ମାଗଣାରେ ତ୍ରିରଙ୍ଗା ଦେବେ ରାଜ୍ୟ ସରକାର

✅ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନେଟ୍
✅ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନେଟ୍

✅CHSE ଡିଜିଟାଲ ପରିଚାଳନା ବ୍ୟବସ୍ଥା ଏମିତି.... ✅ ବଦଳିଲେଣି ତିନି ଅଧ୍ୟକ୍ଷ ; ବଦଳୁନି Website ତଥ୍ୟ
✅CHSE ଡିଜିଟାଲ ପରିଚାଳନା ବ୍ୟବସ୍ଥା ଏମିତି.... ✅ ବଦଳିଲେଣି ତିନି ଅଧ୍ୟକ୍ଷ ; ବଦଳୁନି Website ତଥ୍ୟ

✅ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ଭାବେ ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ
✅ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ଭାବେ ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ

✅ଏବର୍ଷ ବି ଉଚ୍ଚତର ଶିକ୍ଷାନୁଷ୍ଠାନ କୁ ଅତିଥି ଅଧ୍ୟାପକ ଭରସା ✅ ଖାଲି ଥିବା ଶିକ୍ଷକ ପଦର ବିସ୍ତୃତ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ
ଏବର୍ଷ ବି ଉଚ୍ଚତର ଶିକ୍ଷାନୁଷ୍ଠାନ କୁ ଅତିଥି ଅଧ୍ୟାପକ ଭରସା ✅ ଖାଲି ଥିବା ଶିକ୍ଷକ ପଦର ବିସ୍ତୃତ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

✅B.Ed Admission Update 2022 ✅ ସରିଲା ପ୍ରବେଶିକା; କଲେଜକୁ ମିଳିଲାନି ମାନ୍ୟତା
✅B.Ed Admission Update 2022 ✅ ସରିଲା ପ୍ରବେଶିକା; କଲେଜକୁ ମିଳିଲାନି ମାନ୍ୟତା

✅OSOU Admission Update 2022 ✅ସେପ୍ଟେମ୍ବର ୧୨ ଯାଏଁ ହେବ ଆବେଦନ
OSOU Admission Update 2022 ✅ସେପ୍ଟେମ୍ବର ୧୨ ଯାଏଁ ହେବ ଆବେଦନ

✅ +3 Admission 2022 ✅ +3 Online Apply Start
✅ +3 Admission 2022 ✅ +3 Online Apply Start

+2 Admission Update
+2 Admission Update

Ravenshaw University 4 Year Integrated B.Ed Official Notice 2022
Ravenshaw University 4 Year Integrated B.Ed Official Notice 2022

https://youtu.be/cjzv0VYjLfA କିପରି ଚେକ୍ କରିବେ Scholarship 2nd Phase ଟଙ୍କା ମିଳିଛି କି ନାହିଁ Must Watch & Share👆👆

photo content

‼️Urgent Update‼️ 🔴ସମସ୍ତଙ୍କୁ ମିଳିଛି Scholarship 2nd Phase ଟଙ୍କା ➡️କିପରି ଚେକ୍ କରିବେ ଆପଣଙ୍କୁ 2nd Phase ଟଙ୍କା ମିଳିଛି କି ନାହିଁ ? ➡️2nd Phase କେତେ ଟଙ୍କା ,କେଉଁ ଆକାଉଣ୍ଟକୁ ଏବଂ କେତେ ତାରିଖରେ ଆସିଛି Video କରିବାକୁ ସମୟ ଲାଗିଛି ପୁଣି ଆପଣ ମାନଙ୍କ ପାଇଁ Important ତେଣୁ ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ Support କରିବେ ଧନ୍ୟବାଦ❤️ Video Coming Soon.....😜

Sukant Tutorial - Telegram 频道 @sukanttutorial 的统计与分析