ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 335 名订阅者,在 教育 类别中位列第 16 256,并在 印度 地区排名第 33 380

📊 受众指标与增长动态

невідомо 创建以来,项目保持高速增长,吸引了 12 335 名订阅者。

根据 27 六月, 2026 的最新数据,频道保持稳定运转。过去 30 天订阅人数变化为 -232,过去 24 小时变化为 -4,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.22%。内容发布后 24 小时内通常能获得 3.76% 的反应,占订阅者总量。
  • 帖子覆盖: 每篇帖子平均可获得 2 126 次浏览,首日通常累积 464 次浏览。
  • 互动与反馈: 受众积极参与,单帖平均反应数为 1

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 28 六月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 335
订阅者
-424 小时
-427
-23230
帖子存档
https://youtu.be/kWCzu-N6Ee8 ଷ୍ଟେଟ୍ ସ୍କଲାରସିପ୍ ୬୦% ରୁ ଅଧିକ ପିଲାଙ୍କର ରିଭର୍ଟ୍ ହୋଇଯାଇଛି ..... ଏହି କାମ କର ନହେଲେ ମିଳିବ ନାହିଁ ସ୍କଲାରସିପ୍ ଟଙ୍କା ? Must Watch & Share👆👆

https://youtu.be/d8aFjp0iKCo ଆସିଗଲା +3 1st Semester Results 😊😊 Must Watch & Share👆👆

🤔
🤔

https://youtu.be/4hCTkrJmc8M Laptop Distribution 2022-23 Big Update Must Watch & Share👆👆

eDLetter (3).pdf0.52 KB

ADMISSION NOTIFICATION TO CLASS " VI " IN JAWAHAR NAVODAYA VIDYALAYAS 2023-24
ADMISSION NOTIFICATION TO CLASS " VI " IN JAWAHAR NAVODAYA VIDYALAYAS 2023-24

ସଠିକ୍ କ୍ୟାରିୟର୍ ଗଢ଼ିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ➡️ ଯେଉଁ ଦିଗରେ ରୁଚିଥାଏ, ସେ ଦିଗରେ କ୍ୟାରିୟର୍‌ ଗଢ଼ିଲେ କେବେ ବି ବିଫଳତାକୁ ସାମ୍ନା କରିବାକୁ ପଡ଼ି ନ ଥାଏ। ତେଣୁ ସର୍ବପ୍ରଥମେ, ନିଜର ରୁଚିକୁ ଜାଣିବା ଆବଶ୍ୟକ। ନିଜ ଆଗ୍ରହ ଅନୁସାରେ କ୍ୟାରିୟର୍‌ ଚୟନ କରନ୍ତୁ ଏବଂ ନିଜ ରୁଚିକୁ ପ୍ରଥମେ ଅଭିଭାବକ ବା ପିତାମାତାଙ୍କୁ ଜଣାନ୍ତୁ। ➡️ ଯଦି ନିଜ କ୍ୟାରିୟର୍‌କୁ ନେଇ କିଛି ପ୍ରଶ୍ନ ବା ସନ୍ଦେହ ସୃଷ୍ଟି ହେଉଛି, ତେବେ ଏ ବିଷୟରେ ଇଣ୍ଟରନେଟ୍‌ରେ ମଧ୍ୟ ସର୍ଚ୍ଚ କରିପାରିବେ। ➡️ ଆଜିକାଲି ଅନେକ କ୍ୟାରିୟର୍‌ କନ୍‌ସଲ୍‌ଣ୍ଟାସି ସଂସ୍ଥା ମଧ୍ୟ ଅଛି, ଯେଉଁଠାରେ ଉତ୍ତମ ପରାମର୍ଶ ମିଳିପାରିବ। ତେବେ ଏହି ପରାମର୍ଶକୁ ଅନ୍ଧଭାବେ ଅନୁସରଣ ନ କରି ନିଜେ ଅନୁଶୀଳନ କରନ୍ତୁ। ➡️ ଏହାଛଡ଼ା କୌଣସି ବିଷୟରେ ଗମ୍ଭୀର ଏବଂ ବିସ୍ତୃତ ଭାବରେ ଜାଣିବାକୁ ହେଲେ, କିଛି କ୍ୟାରିୟର୍‌ ଗାଇଡ୍‌ ପୁସ୍ତକ ଅନୁସରଣ କରିବା ଭଲ।

https://youtu.be/Ayl7cwllkGc ବଢ଼ିଲା ଷ୍ଟେଟ୍ ସ୍କଲାରସିପ୍ ଆବେଦନ ତାରିଖ ଏବଂ ଆସିଗଲା ସ୍କଲାରସିପ୍ ଟଙ୍କା ମିଳିବାର ତାରିଖ ? Must Watch & Share👆👆

ଗୋଟେ ନୂତନ ଆଶାର ସହ ନୂତନ ବର୍ଷକୁ ସ୍ବାଗତ କରିବା,ଜୀବନର ବାକି ପୃଷ୍ଠା ଗୁଡ଼ିକୁ ସ୍ନେହ ଆଉ ପ୍ରେମରେ ଭରିବା...ନୂତନ ବର୍ଷର ପହିଲି କିରଣ ସମସ୍ତଙ୍କ ପାଇଁ ଗୋଟେ ନୂଆ ସମ୍ଭାବନା,ନୂଆ ଆଶା,ନୂଆ ସ୍ବପ୍ନ ଆଉ ନୂଆ ଆରମ୍ଭ ନେଇ ଆସୁ ଜଗନ୍ନାଥଙ୍କ ଅପାର କରୁଣାରୁ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ ଏତିକି ମୋର ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ HAPPY NEW YEAR 😇

PLEASE SHARE WITH ALL ODISHA🙏

https://youtu.be/qHCB0dk86gQ ଆସିଗଲା ଆକାଉଣ୍ଟକୁ ଲାପଟପ୍ ବାବଦରେ ୩୦,୦୦୦/- ଟଙ୍କା ଯଦି ମିଳିନି କେବେ ମିଳିବ ଏବଂ ଫେଜ୍-୨ ଲିଷ୍ଟ କେବେ ଆସିବ ? Must Watch & Share👆👆

Admission to B.Ed. colleges of the State

ARRANGEMENTS IN YOUR INSTITUTION DURING WORLD CUP HOCKEY EVENT 2023

ଶ୍ରୀମନ୍ଦିର🙏 ସାମ୍ନା ବଡଦାଣ୍ଡରେ ହକି ବିଶ୍ୱକପ ଟ୍ରଫି 🏑🏆
ଶ୍ରୀମନ୍ଦିର🙏 ସାମ୍ନା ବଡଦାଣ୍ଡରେ ହକି ବିଶ୍ୱକପ ଟ୍ରଫି 🏑🏆

ହକି ବିଶ୍ୱକପ ଟ୍ରଫି ପରିକ୍ରମା କାର୍ଯ୍ୟସୂଚୀ
ହକି ବିଶ୍ୱକପ ଟ୍ରଫି ପରିକ୍ରମା କାର୍ଯ୍ୟସୂଚୀ