ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 335 名订阅者,在 教育 类别中位列第 16 256,并在 印度 地区排名第 33 380

📊 受众指标与增长动态

невідомо 创建以来,项目保持高速增长,吸引了 12 335 名订阅者。

根据 27 六月, 2026 的最新数据,频道保持稳定运转。过去 30 天订阅人数变化为 -232,过去 24 小时变化为 -4,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 17.22%。内容发布后 24 小时内通常能获得 3.76% 的反应,占订阅者总量。
  • 帖子覆盖: 每篇帖子平均可获得 2 126 次浏览,首日通常累积 464 次浏览。
  • 互动与反馈: 受众积极参与,单帖平均反应数为 1

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 28 六月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 335
订阅者
-424 小时
-427
-23230
帖子存档
ଏକ କାଳୀନ ଦୁଇଟି ଡ଼ିଗ୍ରି କରିପାରିବେ ଛାତ୍ରଛାତ୍ରୀ
ଏକ କାଳୀନ ଦୁଇଟି ଡ଼ିଗ୍ରି କରିପାରିବେ ଛାତ୍ରଛାତ୍ରୀ

https://youtu.be/49LlDJUc0qk ଆସିଗଲା +୨ ବୋର୍ଡ଼ ପ୍ରାକ୍ଟିକାଲ, ଥିଓରୀ ପରୀକ୍ଷା ତାରିଖ ଏବଂ ଆଡ଼ମିଟ୍ କାର୍ଡ଼ ମିଳିବା ତାରିଖ ? Must Watch

https://youtu.be/sOTnNGWCq3M State Scholarship & National Scholarship Online Apply Last Date ? Must Watch & Share👆👆

କଡ଼ାକଡ଼ି ହେଲା କଟକଣା : ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ 🔴ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପୁଣି ସ୍କୁଲକୁ ଫେରୁଛି କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ।

ସ୍କୁଲକୁ ଫେରିଲା କରୋନା କଟକଣା କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ପରାମର୍ଶ । ଆଗକୁ ହେବାକୁ ଥିବା ସମେଟିଭ୍ ଓ +2 ପରୀକ୍ଷା କୋଭିଡ୍ ଗାଇଡଲାଇନରେ ହେବ

#BreakingNews ସ୍କୁଲକୁ ଫେରିଲା କରୋନା କଟକଣା କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ପରାମର୍ଶ । ଆଗକୁ ହେବାକୁ ଥିବା ସମେଟିଭ୍ ଓ +2 ପରୀକ୍ଷା କୋଭିଡ୍ ଗାଇଡଲାଇନରେ ହେବ

https://youtu.be/y32F53p0caE ଏଣିକି ଓଡ଼ିଆ ବହି ଏବଂ ଓଡ଼ିଆ ଭାଷାରେ ପଢ଼ା ହେବ +୩ (ସ୍ନାତକ) ପାଠ Must Watch & Share👆👆

GOOD NEWS 😊

https://youtu.be/WWU23rsSPqU STATE SCHOLARSHIP ONLINE APPLY LAST DATE ? MUST WATCH & SHARE👆👆

PLZ SHARE WITH ALL ODISHA

https://youtu.be/Tn2wv1KgC-4 Big Good News For +3 Students +୩ ପିଲା ଏକାଥରେ କରିପାରିବେ ୨ଟି ଡ଼ିଗ୍ରୀ Must Watch & Share👆👆

1296765320_3325-21-12-2022.pdf7.67 KB

1379258403_3328-21-12-2022.pdf1.09 MB

କୋଭିଡ଼-୧୯ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ ନିୟମ ମାନନ୍ତୁ
କୋଭିଡ଼-୧୯ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ ନିୟମ ମାନନ୍ତୁ

🔴କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ଆହୁରି ବର୍ଷେ ମାଗଣା ରାସନ୍
🔴କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ଆହୁରି ବର୍ଷେ ମାଗଣା ରାସନ୍