ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 249 名订阅者,在 教育 类别中位列第 16 371,并在 印度 地区排名第 33 276

📊 受众指标与增长动态

невідомо 创建以来,项目保持高速增长,吸引了 12 249 名订阅者。

根据 07 七月, 2026 的最新数据,频道保持稳定运转。过去 30 天订阅人数变化为 -234,过去 24 小时变化为 -11,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.34%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 002 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 08 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 249
订阅者
-1124 小时
-607
-23430
帖子存档
⭕LAPTOP APPLY SCHEME 2022 ⭕ ANNEXURE A FORM

✅ LAPTOP FAQ 2022 🟡 ମୋର ସମ୍ପୃକ୍ତ ଜିଲ୍ଲାର କଟ୍ ଅଫ୍ ମାର୍କଠାରୁ ଅଧିକ ମାର୍କ ଅଛି, କିନ୍ତୁ ମୁଁ ମୋର ନାମ ତାଲିକାରେ ପାଇଲି ନାହିଁ? ➡️ ସେ ସଂପୃକ୍ତ ପ୍ରିନ୍ସିପାଲଙ୍କ ଆଗରେ ଏ ସମ୍ପର୍କରେ ଅଭିଯୋଗ କରିବେ। ଯଦି ଅଭିଯୋଗ ପ୍ରକୃତ ବୋଲି ଜଣାପଡେ, ତେବେ ପ୍ରିନ୍ସିପାଲ୍ DEPT. କୁ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ ପଠାଇବେ ➡️ ଏଭଳି ପରିସ୍ଥିତି RE-CHECKING ଏବଂ ଫର୍ମ ପୂରଣ କରିବା ସମୟରେ ଭୁଲ ଯୋଗୁଁ ହୋଇ ଥାଏ।ଏଭଳି ଛାତ୍ରମାନଙ୍କର ଏକ ସପ୍ଲିମେଣ୍ଟାରୀ ତାଲିକା ପ୍ରକାଶ ପାଇବ,ସେମାନଙ୍କ ପାଇଁ ଅତିରିକ୍ତ ବଣ୍ଟନ ର ସୁବିଧା ଅଛି 🟡 ମୋର ଆଧାର କାର୍ଡ ନାହିଁ | ମୁଁ କିପରି ଆବେଦନ କରିପାରିବି? ➡️ ଏହି ଯୋଜନାର ଲାଭ ପାଇବା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଅଟେ |ତେଣୁ ଜଲଦି ଆଧାର ପାଇଁ ଆବେଦନ କରାଇ ନିଅନ୍ତୁ 🟡 ମୋ ପାଖରେ ନମ୍ବର ନାହିଁ ଯାହା ଆଧାର ନମ୍ବର / ମୋବାଇଲ୍ ନମ୍ବର ସହିତ ସଂଯୁକ୍ତ ଥିଲା | ମୁଁ କିପରି ପୋର୍ଟାଲରେ ପଞ୍ଜିକରଣ କରିପାରିବି? ➡️ ଦୟାକରି ନିକଟସ୍ଥ ଆଧାର ସେବା କେନ୍ଦ୍ର ପରିଦର୍ଶନ କରି ମୋବାଇଲ୍ ନମ୍ବର ପରିବର୍ତ୍ତନ କରନ୍ତୁ 🟡 ପ୍ରକାଶିତ ତାଲିକା ଅନୁଯାୟୀ ମୁଁ ଯୋଗ୍ୟ ଏବଂ ଏଥିରେ ପଞ୍ଜୀକରଣ କରିସାରିଛି, କିନ୍ତୁ ଆବେଦନ ସମୟରେ " You are not eligible!!" ଦେଖାଉଛି? ➡️ Annexure-A କୁ ପୂରଣ କରି ଆଧାର କାର୍ଡ କପି ସହ laptopdbt2021@gmail.com ରେ ପଠାଇ ଦିଅନ୍ତି। ଏହା ୭୨ ଘଣ୍ଟା ମଧ୍ୟରେ ସମାଧାନ ହେଇଯିବ ଏବଂ ଆପଣ ଆବେଦନ କରାଇ ପାରିବେ 🟡 କେଉଁ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହୋଇଛି ମୁଁ କିପରି ଜାଣିବି? ➡️ ଯଦି ଆପଣଙ୍କର ଆଧାର ଏକାଧିକ ଆକାଉଣ୍ଟ୍ ସହ ଲିଙ୍କ୍ ଅଛି,ତେବେ ଟଙ୍କା ଶେଷ ଥର ଲିଙ୍କ୍ ହୋଇଥିବା ଆକାଉଣ୍ଟ କୁ ଯିବ 🟡 ଆବେଦନର କେତେ ଦିନ ମଧ୍ୟରେ ମୁଁ ଟଙ୍କା ପାଇବି ?? ➡️ ଆବେଦନ ର ସର୍ବନିମ୍ନ 20 ଦିନ ମଧ୍ୟରେ ଟଙ୍କା ଆସିବ 🟡 ଲାପଟପ୍ ର SECOND PHASE ଅଛି କି ? ➡️ ନା,କିନ୍ତୁ ଅତିରିକ୍ତ ବଣ୍ଟନ ର ସୁବିଧା ଅଛି 🟡 ଯେଉଁ ମାନେ OFFLINE EXAM ଦେଇ ଥିଲେ,ସେମାନେ ଆବେଦନ କରି ପାରିବେ କି ? ➡️ ଯଦି ସେମାନଙ୍କ ନାମ ଲିଷ୍ଟ ରେ ନାହିଁ,ସେମାନେ SUPLIMENTARY LIST ପାଇଁ ଆବେଦନ କରି ପାରିବେ

✅ BANK RELETED IMPORTANT UPDATE ⭐ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କର ଆଧାର ନମ୍ବର ସହ ଫୋନ୍ ନମ୍ବର ଯୋଡ଼ି ରହିଥିବା ଆବଶ୍ୟକ,କାରଣ ପୋର୍ଟାଲରେ ପଞ୍ଜୀକରଣ ସମୟରେ ଆଧାର ନମ୍ବର ପରିଚୟପତ୍ର ଦେଇ ଲଗ୍ ଇନ୍ ହେବ। ଯେଉଁ ମାନଙ୍କର ଆଧାର ସହ ଫୋନ୍ ନମ୍ବର ଯୋଡ଼ି ହେଇ ନାହିଁ ସେମାନେ ଯଥାଶୀଘ୍ର କରାଇ ନିଅନ୍ତୁ ⭐ ସିଧାସଳଖ ୩୦,୦୦୦ ଟଙ୍କା Aadhaar Enabled Payment System ମାଧ୍ୟମ ରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ⭐ ଯଦି ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ଯୋଡ଼ା ଯାଇ ନାହିଁ,ତେବେ ନିକଟସ୍ଥ ବ୍ୟଙ୍କକୁ ଯାଇ ଜଲଦି କରାଇ ନିଅନ୍ତୁ ⭐ HELPDESK ➡️ 155335 /1800 345 6770 ➡️ laptopdbt2021@gmail.com

👨‍💻PROCEDURE TO APPLY👨‍💻 ⭕ If you are a new user to this Scholarship portal,click Registration link for registration through the Aadhaar number and OTP will come to the mobile number linked with that Aadhaar number. Existing user can click on the login button directly. ⭕ Check the mobile (i.e., linked with the Aadhaar number) or email to get the user ID and password ⭕ Click login link at the portal and enter Unique ID (received through SMS/mail)/ Aadhaar Number and password created during the registration to apply the scholarship. ⭕ Select BYSY from the drop down list of scholarships. ⭕ Provide all necessary personal details. ⭕ Provide all necessary academic details. ⭕ Click on the “Save as draft” button to save the draft information or click on “Next” button to save and proceed further in the scholarship form. ⭕ Proceed to submit if all the data entered are correct. A congratulation message will appear in the page after final submission. ଲାପଟପ୍ ଆବେଦନର ସଂପୂର୍ଣ୍ଣ ବିବରଣୀ ☝️☝️☝️☝️☝️☝️☝️☝️☝️☝️ *Sukant Tutorial*🥰

✅ LAPTOP DBT SCHME 2022 🟥 DOCUMENT REQUIRED ➡️ REGISTER PHONE NUMBER ➡️ VALID E-MAIL ID ➡️ +2 CERIFICATE & MARKSHEET ➡️ AADHAR CARD COPY ➡️ CASTE CERTIFICATE (IF ANY) ➡️ BANK PASSBOOK COPY ➡️ IFSC CODE ➡️ BANK ADDRESS ❌ ଆବେଦନ ସମୟ ରେ ଦିଆ ଯାଉଥିବା ଫୋନ୍ ନମ୍ୱର୍ ଏବଂ E-MAIL ରେ OTP ଦରକାର ପଡ଼ିବ।ତେଣୁ ତାହା ସଠିକ୍ ରୂପେ କାମ କରୁଥିବା ଆବଶ୍ୟକ 📒 APPLY START - 29-03-2022 (9:30 AM) 📒 APPLY END- 10-04-2022 (23:59 PM)

Any Doubts 👇👇 Join Your What's app Group Link-https://chat.whatsapp.com/LNpqjyOgg3p4NkLpVt3VE6

ବହୁତ ପିଲାଙ୍କର Massage ଆସୁଛି .... ଆଉ ବହୁତ ପିଲାଙ୍କର Scholarship କୁ ନେଇ Doubts ଅଛି ଆପଣମାନଙ୍କର ଯାହା ବି Doubts ଅଛି .... ଗୋଟେ Massage ରେ ଲେଖିକି ଦିଅନ୍ତୁ ଆପଣ ମାନଙ୍କର ସବୁ Questions ର Answer ଦେବି Regards Sukant Tutorial

Scholarship କୁ ନେଇ କିଛି ବି Doubts Achhi କି .....ଯଦି କହିବ QNA Video କରିବା..... ଆପଣମାନଙ୍କର ଉତ୍ତରକୁ ଅପେକ୍ଷା ... Regards Sukant Tutorial

Join 10th math Class Live On 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Watch👇👇 https://youtu.be/jArlOp7spvk

DISTRICT WISE RECRUITMENT LINK Angul https://angul.nic.in/notice_category/recruitment/ Balangir https://balangir.nic.in/notice_category/recruitment-and-results/ Balasore https://baleswar.nic.in/notice_category/recruitment/ Bargarh https://bargarh.nic.in/notice_category/recruitment/ Bhadrak https://bhadrak.nic.in/notice_category/recruitments/ Boudh https://boudh.nic.in/notice_category/recruitment/ Cuttack https://cuttack.nic.in/notice_category/recruitment/ Deogarh https://deogarh.nic.in/notice_category/recruitment/ Dhenkanal https://dhenkanal.nic.in/notice_category/recruitment/ Gajapati https://gajapati.nic.in/notice_category/recruitment/ Ganjam https://ganjam.nic.in/notice_category/recruitment/ Jagatsinghapur https://jagatsinghpur.nic.in/notice_category/recruitment/ Jajpur https://jajpur.nic.in/notice_category/recruitment/ Jharsuguda https://jharsuguda.nic.in/notice_category/recruitment/ Kalahandi https://kalahandi.nic.in/past-notices/recruitment-and-result/ Kandhamal https://kandhamal.nic.in/notice_category/recruitment/ Kendrapara https://kendrapara.nic.in/notice_category/recruitment/ Kendujhar (Keonjhar) https://kendujhar.nic.in/notice_category/recruitment/ Khordha https://khordha.nic.in/notice_category/recruitment/ Koraput https://koraput.nic.in/notice_category/recruitment/ Malkangiri https://malkangiri.nic.in/notice_category/recruitment/ Mayurbhanj https://mayurbhanj.nic.in/notice_category/recruitments/ Nabarangpur https://nabarangpur.nic.in/notice_category/recruitment/ Nayagarh https://nayagarh.nic.in/notice_category/recruitment/ Nuapada https://nuapada.nic.in/notice_category/recruitment/ Puri https://puri.nic.in/notice_category/recruitment/ Rayagada https://rayagada.nic.in/notice_category/recruitment/ Sambalpur https://sambalpur.nic.in/notice_category/recruitment/ Sonepur https://subarnapur.nic.in/notice_category/recruitment-and-result/ Sundargarh https://sundergarh.nic.in/notice_category/recruitment/

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଙ୍କ ଚିଠି👆👆👆
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଙ୍କ ଚିଠି👆👆👆

+2 Board Exam Update 2022
+2 Board Exam Update 2022

♨️🙏🏻ଆଜିର ଅନୁଚିନ୍ତା 🙏🏻♨️ 🏪ତାରିଖ : ୦୫.୦୪.୨୦୨୨ ମଙ୍ଗଳବାର ⚜⚜⚜⚜⚜⚜⚜⚜⚜⚜⚜ 📝କାମ ଥିଲା ବେଳେ ସମସ୍ତେ ନିଜର ସରିଗଲେ ସବୁ ପରର, ସ୍ବାର୍ଥ ଥିବା ଯାଏଁ ସରାଗ ଆଦର ତା'ପରେ କିଏ କାହାର,,। 📝ଯଦି ଦୋଷ ଖୋଜିବାର ସଉକ ଅଛି, ତେବେ ଏହାର ଆରମ୍ଭ ନିଜ ଠାରୁ ହିଁ କରନ୍ତୁ, ଅନ୍ୟଠାରୁ ନୁହେଁ । 📝ଯେଉଁମାନେ ବଂଶଗତ ଧନୀ ସେମାନେ ଫୁଟାଣି କି ଅହଙ୍କାର ଦେଖାନ୍ତି ନାହିଁ, ଫୁଟାଣି ମାରନ୍ତି ସେମାନେ ଯେଉଁମାନେ ହଠାତ୍ କିଛି ପାଇଯାଇ କଣ କରିବେ ବୋଲି ବାଟ ପାଆନ୍ତି ନାହିଁ । 📝ଆଜି କାଲି ର Friendship ହଉ କି Relationship ,,,ସବୁ ପୂର୍ଣ୍ଣିମାର ଚନ୍ଦ୍ର ପରି ବାସ୍ କ୍ଷଣସ୍ଥାୟୀ; ଗୋଟେ ରାତିର ସ୍ବପ୍ନ ପରି ଯାହାର ସକାଳକୁ କୌଣସି ଚିହ୍ନ ନ ଥାଏ,,,। ✳ଶୁଭ ସକାଳ✳ 🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹 _ଦିନଟି ଆପଣଙ୍କର ମଙ୍ଗଳମୟ ହେଉ_ ▪️▪️▪️▪️▪️▪️▪️▪️▪️▪️▪️

https://youtu.be/z9EwM7yOgH0 Scholarship କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ..... ଜଲଦି ଦେଖନ୍ତୁ ସମସ୍ତେ👆👆

CHSE Zoology Practical Exam Questions Paper 2022 . PDF👆👆 Zoology ରେ ଖାଲି ଗୋଟେ Major Experiment ଅଛି ବୋଲି ଭୁଲରେ ବି ଭାବିବେନି I ଏହି Year Zoology Question ରେ କିଛି ତ୍ରୁଟି ଅଛି I ଯେହେତୁ Question ଲେଖା ହେଇନି ତେବେ ଆପଣଙ୍କ Practical Teacher ଯେତୋଟି Major Experiment କରାଇଥିଲେ ସେ ମଧ୍ୟରୁ ଆପଣଙ୍କୁ ଗୋଟିଏ ଦେବେ ତାହା କରିବାକୁ ପଡିବ I ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

ମୁଁ ଆପଣ ମାନଙ୍କୁ ସବୁ Practical Exam Questions Share କଲି... ଆପଣ ମାନେ ଦୟା କରି🙏 ଆମ Channel କୁ Share କରନ୍ତୁ ... Try କରିବି Theory ପରୀକ୍ଷା ପୂର୍ବରୁ ଆପଣ ମାନଙ୍କୁ Exam Questions or important Question Share କରିବି Channel- https://youtube.com/c/SukantTutorial ଏତିକି ତ ଆମ ପାଇଁ ଆପଣ ମାନେ କରିପାରିବେ .... ନା ସେତିକି ବି କରିପାରିବେ ନାହିଁ ଆପଣ ମାନଙ୍କ ଇଚ୍ଛା କାହାକୁ ବାଧ୍ୟ ନାହିଁ Regards Sukant Tutorial🥰

https://youtu.be/sFd27slgMKg CHSE Zoology Practical Exam Questions 2022 . PDF 👆👆 Most Watch & Share

ଆପଣଙ୍କ ଭିତରୁ ଯଦି କେହି ଆଜି ନିମ୍ନଲିଖିତ Practical Exam ଦେଇଛନ୍ତି କିମ୍ବା ଆପଣଙ୍କ ସାଙ୍ଗ ମାନେ କେହି ଦେଇଛନ୍ତି ଦେବେ ଦୟାକରି Question Paper WhatsApp 9777473290 ଏହି ନମ୍ବର ରେ ପଠାନ୍ତୁ I Physics, Chemistry, Zoology, Electronics, Computer Science, Bio- Technology, Computer Application, Statistics, Geography, Geology, Education, lnformation Technology, Psychology, Anthropology, lndlan Muslc, Home Science, Commerce Stream Practical.

Join 10th math Class Live on 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି (Saurav Testpapers) 🔥🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥🔥 👇👇Must Watch👇👇 https://youtu.be/3It5ETh9GL4

ଆପଣଙ୍କ ଭିତରୁ ଯଦି କେହି ଆଜି ନିମ୍ନଲିଖିତ Practical Exam ଦେଇଛନ୍ତି କିମ୍ବା ଆପଣଙ୍କ ସାଙ୍ଗ ମାନେ କେହି ଦେଇଛନ୍ତି ଦେବେ ଦୟାକରି Question Paper @Sukant_Badal ଏଠାରେ ପଠାନ୍ତୁ I Physics, Chemistry, Zoology, Electronics, Computer Science, Bio- Technology, Computer Application, Statistics, Geography, Geology, Education, lnformation Technology, Psychology, Anthropology, lndlan Muslc, Home Science, Commerce Stream Practical.