ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 249 名订阅者,在 教育 类别中位列第 16 371,并在 印度 地区排名第 33 276

📊 受众指标与增长动态

невідомо 创建以来,项目保持高速增长,吸引了 12 249 名订阅者。

根据 07 七月, 2026 的最新数据,频道保持稳定运转。过去 30 天订阅人数变化为 -234,过去 24 小时变化为 -11,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.34%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 002 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 4

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 08 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 249
订阅者
-1124 小时
-607
-23430
帖子存档
CHSE Physics Practical Exam Questions 2022. PDF 👆👆

https://youtu.be/exLvgvvWW1E CHSE Physics Practical Exam Questions Paper 2022👆👆 Most Watch & Share

https://youtu.be/6aVPX1uRvTM Botany pratical exam Questions 2022👆👆 Most Watch & Share

Botany pratical exam Questions 2022👆👆

Botany pratical exam Questions 20222.32 KB

Botany pratical exam Questions 2022👆👆

IT Practical Questions 2022.pdf

⭕ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା : ଏକାଥରେ ହେବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା⭕ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେ‌କ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍‌ ଆଦି ବିଷୟ ସହ କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି, ଯେଉଁଠାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସ କଲେଜ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ପରିଷଦ ପକ୍ଷରୁ ସୂଚନା‌ ଦିଆଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ତାହାର ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପରି‌ଷଦ । ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି । ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍‌ସ୍ତରରେ ସ୍କ୍ଵାଡ୍‌ ହୋଇଛି । ପରିଷଦର ଉପପରୀକ୍ଷା ନିୟନ୍ତ୍ରକଙ୍କ ନେତୃତ୍ୱରେ ସ୍କ୍ଵାଡ୍‌ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ଯାଞ୍ଚ କରିବେ। ଯେଉଁଠି ଅଧିକ ପରୀକ୍ଷାର୍ଥୀ ରହିଛନ୍ତି, ସେଠାରେ ଦୁଇଟି ସିଟିଂରେ ପରୀକ୍ଷା କରିବାକୁ କୁହାଯାଇଛି ।

ଏହି ତାରିଖ ସୁଦ୍ଧା Scholarship ର 2nd Phase Money ମିଳିବ
ଏହି ତାରିଖ ସୁଦ୍ଧା Scholarship ର 2nd Phase Money ମିଳିବ

⚪ନୂଆ କୋଭିଡ୍‌ ମ୍ୟୁଟାଣ୍ଟ ‘ଏକ୍ସଇ’ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା ⚪ ବ୍ରିଟେନରେ ଦେଖାଦେଇଥିବା ଏକ୍ସଇ ଭାରିଆଣ୍ଟ ଅଧିକ ବ୍ୟାପିପାରେ ⚪ ଓମିକ୍ରନ୍‌ର ସବ୍-ଭାରିଆଣ୍ଟ ଏକ୍ସଇ ଅଧିକ ସଂକ୍ରମଣଶୀଳ ⚪ ଡେଲ୍ଟା ଭାରିଆଣ୍ଟ ଭଳି ଏକ୍ସଇ ଭାରିଆଣ୍ଟ ମାରାତ୍ମକ ହେବନାହିଁ ⚪ ନୂଆ ଭାରିଆଣ୍ଟ ଉପରେ ନଜର ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

Join 10th math Class Live On 9.00 p.m 🔥🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି(Saurav Testpapers) 🔥🔥🔥🔥🔥🔥 Important Class For Summative Assessment 3 🔥🔥🔥🔥🔥🔥 👇👇Must Watch👇👇 https://youtu.be/oaOiF3X0ZwU

https://youtu.be/ZQDH4Dps4kQ ସମସ୍ତଙ୍କ ପାଇଁ ଖୁସି ଖବର 👇 Scholarship କୁ ନେଇ ବଡ଼ ଖବର ଏହି ତାରିଖ ସୁଦ୍ଧା ଆପଣଙ୍କୁ Scholarship 2nd Phase Money or 60% Central Money ମିଳିବ ଶୀଘ୍ର ଦେଖନ୍ତୁ Most Watch & Share Every Students👆👆

Scholarships 2nd Phase Money Received Date ....???
Scholarships 2nd Phase Money Received Date ....???

Scholarship 2nd Phase Money Received Date ....??

Join 10th math Live Class On 9.00 p.m 🔥🔥🔥🔥🔥 Topic-ସ୍ଥାନାଙ୍କ ଜ୍ୟାମିତି (Saurav Testpapers) 🔥🔥🔥🔥🔥 Important Class For Summative Assessment 2 🔥🔥🔥🔥🔥 👇👇Must Join👇👇 https://youtu.be/EVzpdGm4bD8

https://youtu.be/RA6WApfCE2A ସମସ୍ତଙ୍କ ପାଇଁ ଖୁସି ଖବର 👇 Scholarship କୁ ନେଇ ବଡ଼ ଖବର Scholarship 2nd Phase Amount ମିଳିବାର Date ? Most Watch & Share Every Students👆👆

⚪ଜୁଲାଇରେ ନିଟ୍‌ ପରୀକ୍ଷା: ଆସନ୍ତା ୨ରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ⚪ ଚଳିତ ବର୍ଷ ଆସନ୍ତା ଜୁଲାଇ ୧୭ରେ ନ୍ୟାସ୍‌ନାଲ୍‌ ଏଲିଜିବିଲିଟ-କମ୍‌-ଏଣ୍ଟ୍ରାନ୍ସ ଟେଷ୍ଟ ( ନିଟ୍‌) ୟୁଜି ପରୀକ୍ଷା ହୋଇପାରେ । ଏହା ପୂର୍ବରୁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଆସନ୍ତା ୨ ତାରିଖରୁ ଆରମ୍ଭ ହୋଇ ମେ ୭ ପର୍ଯ୍ୟନ୍ତ ଚାଲିପାରେ । ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ପରେ ସଂଶୋଧନ ଲାଗି ପାଞ୍ଚଦିନ ସମୟ ଦିଆଯିବ । ଏନେଇ ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ସୂତ୍ରରୁ ଜଣାପଡ଼ିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ୨୦୨୧ ଶିକ୍ଷାବର୍ଷରେ ସମୁଦାୟ ୧୬ ଲକ୍ଷ ୧୪ ହଜାର ୭୭୭ ପଞ୍ଜୀକରଣ କରିଥିବାବେଳେ ୯୫.୬ ପ୍ରତିଶତ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୭୦ ହଜାର ୭୪ ଜଣ ସଫଳ ହୋଇଥିଲେ ।

photo content

photo content

sticker.webp0.26 KB