ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 275 名订阅者,在 教育 类别中位列第 16 341,并在 印度 地区排名第 33 207

📊 受众指标与增长动态

невідомо 创建以来,项目保持高速增长,吸引了 12 275 名订阅者。

根据 09 七月, 2026 的最新数据,频道保持稳定运转。过去 30 天订阅人数变化为 -192,过去 24 小时变化为 19,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.44%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 016 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 10 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 275
订阅者
+1924 小时
-307
-19230
帖子存档
ଯୁବ ସଂସ୍କାର ଅନଲାଇନ୍ କ୍ଲାସ ଭିଡିଓ ଲିଙ୍କ୍ ☝️☝️☝️☝️☝️☝️☝️☝️ Share & Support @SukantTutorial

✅ YOUTUBE LINKS FOR "JUBA SANSKAAR CLASS" ⭕ ADDICTION KILLS(HINDI) ➡️ https://www.youtube.com/watch?v=9AJMVNEwSeE ⭕ AWARENESS ON ANTI-TOBACCO(ODIA) ➡️ https://youtu.be/ENzPZVBDwYU ⭕ HOW TO QUIT TOBACCO ➡️ https://www.youtube.com/watch?v=9KTob8VpZw0 ⭕ HOW TO QUIT DRUGS ➡️ https://www.youtube.com/watch?v=6DW2o9tmaWE ⭕ Cigarrete छोड़ने के आसान तरीके ➡️ https://youtu.be/FABQedDL-jA ⭕ Is Alcohol Good For The Heart? ➡️ https://www.youtube.com/watch?v=ym9CtvnHnDI ⭕ Harmful effects of Tobacco ➡️ https://www.youtube.com/watch?v=Urns2T-fWGw ⭕ Silent Killer...An Anti-Tobacco ➡️ https://www.youtube.com/watch?v=bN3XTLYnKcQ ⭕ Juba Sanskar Syllabus ➡️ https://cutt.ly/VUkdpqj ⭕ Anti-tobacco in sign language ➡️ https://www.youtube.com/watch?v=3gVzvAMADUY ⭕ Anti-tobacco in sign language ➡️ https://www.youtube.com/watch?v=3gVzvAMADUY ⭕ Effects of Cannabis on your body ➡️ https://www.youtube.com/watch?v=gg5j52Xp_Qw ⭕ Hazards of Tobacco and Gutkha on Health ➡️ https://youtu.be/7Bbppj_Tf9k ⭕ How to quit tobacco smoking? ➡️ https://youtu.be/H-vG5xyrYsI ⭕ Sandeep Maheswari’s top 10 rules for success ➡️ https://youtu.be/o7mdzUtCZPw ⭕ 10 morning Habits for a healthy mind ➡️ https://youtu.be/DuX7De5xGBE ⭕ Women Empowerment ➡️ https://youtu.be/Hr4pCjkAanY ⭕ Respect Parents If You Want Success In Life ➡️ https://youtu.be/Upd5PRwsq20 @SukantTutorial

⭕ମାଟ୍ରିକ୍ ପିଲାଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ: ମନ୍ତ୍ରୀ⭕ ଜାନୁଆରୀ ୫ ତାରିଖରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ସମେଟିଭ୍ ଆସେସମେଣ୍ଟ ବହୁତ ଜରୁରୀ। କୌଣସି କାରଣରୁ ଯଦି ଯଦି ଗତ ବର୍ଷ ଭଳି ବୋର୍ଡ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ସମେଟିଭ୍ ଆସେସମେଣ୍ଟ କାମରେ ଲାଗିବ। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏବେ ଯେଉଁ ପର୍ଯ୍ୟନ୍ତ ପିଲାଙ୍କ କୋର୍ସ ଶେଷ ହୋଇଛି, ତା’ରି ଆଧାରରେ ସମେଟିଭ୍ ଆସେସମେଣ୍ଟ କରାଯିବ। ସେହିଭଳି ଏବେ କରୋନା ଭାଇରସ୍‌ର ଓମିକ୍ରନ ଭ୍ୟାରିଆଣ୍ଟ ମାଡ଼ି ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି। ପୁରୁଣା ଏସ୍‌ଓପିକୁ ପାଳନ କରାଯାଉଛି। ନୋଡାଲ ଅଫିସରମାନେ ଯୋଗାଯୋଗରେ ଅଛନ୍ତି। ଡିଇଓମାନଙ୍କ ସହିତ ନିୟମିତ ଭାବେ ବୈଠକ ହେଉଛି। ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସେମିତି କୌଣସି ସମସ୍ୟା ଦେଖିବାକୁ ମିଳିନି

+2 Board Exam 2022 Form Fill Up Notification Full Details PDF 👆👆👆

This is fake notice.... ତେଣୁ କେହି ପିଲା ଏମିତି Link ଯଦି କେହି ପଠାଉଛନ୍ତି... Don't register ur details🙏🙏 Still ur laptop apply d
This is fake notice.... ତେଣୁ କେହି ପିଲା ଏମିତି Link ଯଦି କେହି ପଠାଉଛନ୍ତି... Don't register ur details🙏🙏 Still ur laptop apply date is not publish...

⭕ଓମିକ୍ରନ୍‌ ପାଇଁ ବିଏସ୍‌ଇ-ସିଏଚ୍‌ଏସ୍‌ଇ ପରୀକ୍ଷା ହେବ କି ପ୍ରଭାବିତ? ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜାରି⭕ ଚଳିତ ବର୍ଷ କରୋନାର ନୂଆ ପ୍ରଜାତି ଓମିକ୍ରନ, ତୃତୀୟ ଲହର ଆଣିବା ଆଶଙ୍କା ସୃଷ୍ଟି ହେବା ପରେ ଏବେ ପରୀକ୍ଷାକୁ ନେଇ ଚିନ୍ତା ବଢ଼ିଛି । ତେଣୁ ଯଦି ବି ତୃତୀୟ ଲହର ଆସେ ଓ ପରୀକ୍ଷା ହୋଇନପାରେ ତେବେ କିଭଳି ମୂଲ୍ୟାୟନ କରାଯିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଏସଇ ଓ ସିଏଚଏସଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠିରେ; ସମ୍ଭାବ୍ୟ ତୃତୀୟ ଲହର ବେଳେ ପରୀକ୍ଷା ପାଇଁ ପରିଷଦର ପ୍ରସ୍ତୁତି କିଭଳି ସେନେଇ ସଂକେତ ଦେଇଛି । ଚିଠିରେ ଉଚ୍ଚ ମାଧ୍ୟମିକ କଲେଜଗୁଡିକକୁ ତୃତୀୟ ତ୍ରୈମାସିକ ପରୀକ୍ଷା ଜାନୁଆରି ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ମାସରେ ଯଦି ତୃତୀୟ ଲହର କାରଣରୁ ସାମ୍ଭାବ୍ୟ ଯୁକ୍ତ ଦୁଇର ମୁଖ୍ୟ ପରୀକ୍ଷା ବାତିଲ ହୁଏ ତେବେ, ତିନୋଟି ତ୍ରୈମାସିକ ପରୀକ୍ଷା ଆଧାରରେ ନମ୍ବର ଦେବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ସେପଟେ ପରୀକ୍ଷା କରିବାରେ ବିଳମ୍ବ ହେଲେ ବି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାନୁଆରି ୫ରେ ସମ୍ମେଟିଭ ୧ କରିବାକୁ ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ରାଜ୍ୟରୁ ୫ଲକ୍ଷ ୭୧ହଜାର ୯୩୫ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ କରିଛନ୍ତି । ୩୦୯୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିବାକୁ ବୋର୍ଡର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତବର୍ଷ ବୋର୍ଡ ପରୀକ୍ଷା ହୋଇପାରିନଥିବାରୁ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫଳ ଦିଆଯାଇଥିଲା । ଯାହାକୁ ନେଇ ବିବାଦ ହୋଇଥିଲା

⭕ ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ ⭕ ୨ ଜଣଙ୍କଠାରେ ଓମିକ୍ରନ ଭୂତାଣୁ ଥିବା ଆଇଏସଏଲର ସୂଚନା ⭕ଜଣେ ନାଇଜେରିଆ ଓ ଅନ୍ୟଜଣେ କାତାରରୁ ଓଡିଶାକୁ ଫେରିଥିଲେ ⭕ଜିନମ୍ ସିକ୍ୱେନ୍ସିଂ ପରେ ଚିହ୍ନଟ ହୋଇଛି ଓମିକ୍ରନ ⭕ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଓ ଅନ୍ୟଜଣେ କଟକର ବୋଲି ସୂଚନା ଦେଲେ ଆଇଏସଏଲ ଅଜୟ ପରିଡା ⭕ ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧

✅ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା‼️ ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ସମ୍ବଳିତ ଚିଠି ଜାରି ହୋଇଛି ଏହି ଚିଠି ଅନୁଯାୟୀ, ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ତୃତୀୟ ତ୍ରୈମାସିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ରେକର୍ଡ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍ ଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେହି ଲିଙ୍କରେ ମାର୍କ ଅପ୍ଲୋଡ୍ କରିବେ। ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ହୋଇ ନପାରିଲେ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ତ୍ରୈମାସିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚରେ ହେବାକୁ ଥିବା ଦ୍ୱାଦଶ ବୋର୍ଡ ପରୀକ୍ଷାର ବିସ୍ତୁତ ବିବରଣୀ ସଠିକ୍ ସମୟରେ ସୂଚାଇ ଦିଆଯିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତା’ର ବିଜ୍ଞପ୍ତିରେ କହିଛି।

photo content
+4

👆👆 Friends Do Like , Share & Subscribe....

photo content

photo content

👆👆👆👆Do Like , Share & Subscribe my channel

Important information for all Friends 👇👇👇 Omicron (ଓମିକ୍ରନ୍) Viruses ବହୁତ ଶୀଘ୍ର ଵ୍ୟାପୁଛି , ଡ଼େଟା + ଠାରୁ 5 ଗୁଣା ସଂକ୍ରାମକ , Then Class କରିବା ସମୟରେ ମାସ୍କ ଭଲ ଲାଗୁ କି ନ ଲାଗୁ ... ମାସ୍କ ହିଁ ଜୀବନ ବଞ୍ଚାଇବା ....😷 COVID -19 Appropriate Behaviour ମାନିବ ....😷 ⭕ 😷 - ମାସ୍କ ପିନ୍ଧିବ ⭕ 🧍 .........🧍-ସାମାଜିକ ଦୂରତା ରକ୍ଷା କରିବ ⭕ 💉 କରୋନା ଟିକା (Covishield or Covaxin) ନେବା ⭕ 🔬- ଯଦି କୌଣସି ଥଣ୍ଡା ,ଜ୍ୱର ର ଲକ୍ଷଣ ଦେଖା ଦିଏ Then Covid Test ( Antigen or RT PCR test ) କରିବ ⭕ ଯଦି କୌଣସି ଲକ୍ଷଣ ଦେଖା ଦିଏ Then ଡ଼ାକ୍ତର ଙ୍କ ପରାମର୍ଶ ନେବ ... ଘରେ ରୁହ ... ସୁରକ୍ଷିତ ରୁହ ... 🙏....⭕❗⭕....🙏 @SukantTutorial

⭕ଅପ୍ରେଲରୁ ନୂଆ ଶିକ୍ଷାବର୍ଷ, ଆରମ୍ଭ ହେଲା ମାଗଣା ପାଠ୍ୟ ପୁସ୍ତକ ବିତରଣ⭕ ଆଗାମୀ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଭୁବନେଶ୍ୱରସ୍ଥ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ଉପସ୍ଥିତିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ସହ ପୁରୀ ଏବଂ କେନ୍ଦୁଝର ଜିଲ୍ଲାକୁ ପାଠ୍ୟପୁସ୍ତକ ପ୍ରେରଣ କରାଯାଇଛି।

⭕ +3 PHASE II SPOT ADMISSION ⭕ ✅ PHASE-II SPOT ADMISSION ପାଇଁ କୌଣସି RESERVATION ଏବଂ WEIGHTAGE ରହିବ ନାହିଁ ✅ SELECTED LIST ପ୍ରକୃତ ଖାଲିସ୍ଥାନର ପାଞ୍ଚ ଗୁଣ ଆବେଦନକାରୀ ମାନଙ୍କୁ ନେଇ ପ୍ରସ୍ତୁତ ହେବ, ସେମାନଙ୍କ ମଧ୍ୟରୁ ଯୋଗ୍ୟତା ଭିତ୍ତିରେ ପ୍ରସ୍ତୁତ କରାଯିବ ✅ ଯେଉଁ ମାନେ PHASE II ର FIRST ଏବଂ SECOND SELECTION ରେ SELECT ହୋଇ ପାରି ନାହାଁନ୍ତି,ସେମାନେ ଆବେଦନ କରି ପାରିବେ ✅ CHECK WAITING LIST ➡️ https://www.samsodisha.gov.in/Degree/spotadmcategory3_DG.aspx ✅ ଯେଉଁ ମାନେ FIRST କିମ୍ବା SECOND SELECTION ରେ LOWER OPTION କଲେଜ୍ ରେ ଆଡ଼ମିଶନ ନେଇଛନ୍ତି,ସେମାନେ ମଧ୍ୟ HIGHER OPTION କଲେଜ୍ ପାଇଁ ଆବେଦନ କରି ପାରିବେ(ଯଦି ସିଟ୍ ବଳକା ଥାଏ) ✅ ପ୍ରାର୍ଥୀ ମାନେ ନିଜର WAITING RANK STATUS SAMS WEBSITE ରେ LOGIN କରି ଜାଣି ପାରିବେ। ସେହି ଅନୁଯାୟୀ, ସେମାନଙ୍କୁ ସମ୍ପୃକ୍ତ HEI ରେ ରିପୋର୍ଟ କରିବାକୁ ପଡିବ ✅ HEI ଗୁଡିକ ରିପୋର୍ଟ ହୋଇଥିବା ଆବେଦନକାରୀଙ୍କ ଉପରେ ଆଧାର କରି SELECTED LIST ପ୍ରସ୍ତୁତ କରିବେ | SELECTED LIST କଲେଜ ର ନୋଟିସ ବୋର୍ଡ ରେ ପ୍ରକାଶ ପାଇବ ✅ SELECTED CANDIDATE ONLINE ରେ ଆଡ଼ମିଶନ ଫିସ ଦେଇ INTIMATION LETTER ଏବଂ CLC DOWNLOAD କରି ପାରିବେ ✅ ଯେଉଁମାନେ, ପୂର୍ବ ପର୍ଯ୍ୟାୟରେ ଆଡମିଶନ ନେଇଛନ୍ତି, ସେମାନେ କେବଳ ପରିବର୍ତ୍ତିତ ଆଡ଼ମିଶନ ରାଶି ଜମା କରି INTIMATION LETTER DOWNLOAD କରିବେ ✅ ନୂତନ ମନୋନୀତ ପ୍ରାର୍ଥୀ ସମ୍ପୂର୍ଣ୍ଣ ଆଡ଼ମିଶନ ଫିସ ଦେଇ INTIMATION LETTER DOWNLOAD କରିବେ ✅ ଯଦି ଏକ ଆବେଦନକାରୀ ଏକାଧିକ ବିକଳ୍ପରେ ମନୋନୀତ ହୋଇଛନ୍ତି, ତେବେ ସେ କେବଳ ଗୋଟିଏ କଲେଜ୍ ପାଇଁ ଆଡ଼ମିଶନ ଫିସ ଦାଖଲ କରିବେ ✅ ଥରେ ଆବେଦନକାରୀ ଏକାଧିକ ମନୋନୀତ ବିକଳ୍ପରୁ ଗୋଟିଏ ବିକଳ୍ପ ଚୟନ କଲେ , ଅନ୍ୟ ସମସ୍ତ ବିକଳ୍ପ ଗୁଡ଼ିକ DISABLE ହୋଇ ଯିବ। ତେଣୁ ସତର୍କତା ସହ କଲେଜ୍ ଚୟନ କରନ୍ତୁ ✅ INTIMATION LETTER DOWNLOAD କରିସାରିବା ପରେ ଆଡ଼ମିଶନ କରିବା ବାଧ୍ୟତାମୂଳକ ଅଟେ ✅ ଥରେ INTIMATION LETTER DOWNLOAD କରିସାରିବା ପରେ,ପୂର୍ବ କଲେଜ୍ ରୁ ନାମ ବାତିଲ ହୋଇ ଯିବ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ ✅ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ଶେଷ ହେବା ପରେ (24 ଡିସେମ୍ବର 2021), ଯଦି ଖାଲି ପଦବୀ ଥାଏ,ସମ୍ପୃକ୍ତ HEI ଗୁଡିକ ୱେଟଲିଷ୍ଟ ଆବେଦନକାରୀଙ୍କ ଠାରୁ ଆବେଦନକାରୀଙ୍କୁ ଚୟନ କରିପାରିବେ