ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 725 مشتركاً، محتلاً المرتبة 16 043 في فئة التعليم والمرتبة 30 361 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 725 مشتركاً.

بحسب آخر البيانات بتاريخ 24 نوفمبر, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار 1 095، وفي آخر 24 ساعة بمقدار -1، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 17.80‎%. وخلال أول 24 ساعة من النشر يحصد المحتوى عادةً 4.86‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 266 مشاهدة. وخلال اليوم الأول يجمع عادةً 619 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 16.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

بفضل وتيرة التحديث المرتفعة (أحدث البيانات بتاريخ 25 نوفمبر, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 725
المشتركون
-124 ساعات
-547 أيام
+1 09530 أيام
أرشيف المشاركات
photo content
07 يناير 2022, 05:50

ଆସନ୍ତା ୧୦ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ
07 يناير 2022, 05:47

photo content
07 يناير 2022, 00:50

✅ରାଜ୍ୟରେ ଆଜିଠୁ ସ୍କୁଲ ବନ୍ଦ, ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ା ରୀତିମତ ଚାଲିବ✅ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଶୁକ୍ରବାରଠାରୁ ବନ୍ଦ ରହିବ। ତେବେ ଉକ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ା ରୀତିମତ ଚାଲିବ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ଛୋଟ ଛୋଟ ବ୍ୟାଚ୍‌ କରି ସେମାନଙ୍କ ଦ୍ବନ୍ଦ୍ବ ଦୂର ଲାଗି କ୍ଲାସ୍‌ କରିପାରିବେ। ଏହି ସମୟରେ ଯେପରି କୋଭିଡ୍‌ କଟକଣା ନିୟମ ଠିକ୍‌ ଭାବେ ପାଳନ ହୁଏ, ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଦ୍ବନ୍ଦ୍ବ ଦୂର କ୍ଲାସ୍‌ରେ ଭାଗନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ଲିଖିତ ଅନୁମତି ଆଣିବାକୁ ହେବ। ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରୁମ୍‌ ପାଠପଢ଼ା ବନ୍ଦ ରହୁଥିଲେ ମଧ୍ୟ ମାଟ୍ରିକ୍‌ ସମିଟିଭ ପରୀକ୍ଷା ସମେତ ସମସ୍ତ ପରୀକ୍ଷା କୋଭିଡ୍‌ କଟକଣା ମଧ୍ୟରେ ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ), ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ), ସିବିଏସ୍‌ଇ, ଆଇସିଏସ୍‌ଇ ବୋର୍ଡ ଅଧୀନ ବିଦ୍ୟାଳୟ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶାବଳୀକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଜ୍ଞପ୍ତି ଜାରି କରିଛନ୍ତି l
06 يناير 2022, 22:36

ଭୋକିଲା ପେଟ କୁ ଆହାର ଦେବା ଠାରୁ ବଡ଼ ପୁଣ୍ୟ କିଛି ନାହିଁ ...🙏🙏
ଭୋକିଲା ପେଟ କୁ ଆହାର ଦେବା ଠାରୁ ବଡ଼ ପୁଣ୍ୟ କିଛି ନାହିଁ ...🙏🙏
06 يناير 2022, 20:45

Important Update ..... For all students
Important Update ..... For all students
06 يناير 2022, 11:46

Most Watch Important video
06 يناير 2022, 11:44

06 يناير 2022, 11:43

Most Watch ...... Important update for all students 👍👍
06 يناير 2022, 10:38

06 يناير 2022, 10:37

All Educational Schools And Colleges Of the Odisha Government will remain Off From 7th January.. Tomorrow will be the Last Working Day. ଆଗକୁ +3 ପାଳି, ଦେଖିବା କ'ଣ ହେଉଛି 🤣
05 يناير 2022, 13:03

05 يناير 2022, 12:57

✅ କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ⭕ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ରାତି ୧୦ଟା ପରିବର
✅ କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ⭕ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ⭕ ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ⭕ ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ⭕ ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମ ⭕ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ ⭕ ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ ⭕ ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC ⭕ ନନ୍ଦନକାନନ ଆଦି ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି ⭕ ଭିଡକୁ କମାଇବାକୁ ସବୁ ଚେଷ୍ଟା କରିବେ ଦୋକାନୀ ଓ ମଲ ମାଲିକ ⭕ ଅବହେଳା ଦେଖାଦେଲେ ୭ ଦିନ ପାଇଁ ସିଲ୍ ହେବ ଦୋକାନ-ମଲ ⭕ ସ୍କୁଲ କଲେଜ ଆସେସମେଣ୍ଟ ପରୀକ୍ଷା ପରେ ବନ୍ଦ ରହିବ ⭕ ସ୍କୁଲଗୁଡିକ ଦ୍ୱାଦଶ ପର୍ଯ୍ୟନ୍ତ ବନ୍ଦ ରହିବ
05 يناير 2022, 08:42

05 يناير 2022, 07:33

Nirman Shramik Kalyan Yojana 2022 ➡️Who can apply ? ➡️Documents କଣ କଣ ? ➡️Money କେତେ ? ➡️Dateline Full Details ଜାଣିବା ପାଇଁ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ Check Link👇👇👇 https://youtu.be/YfBDpVCgmr4
05 يناير 2022, 00:28

photo content
03 يناير 2022, 21:14

🛑 +3 THIRD PHASE ADMISSION 2021 ➡️ ଉଚ୍ଚ ଶିକ୍ଷା ବିଭାଗ ତରଫରୁ +3 THIRD PHASE କୁ ନେଇ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ଆଜି ଯାଏ ପ୍ରକାଶ କରା ଯାଇ ନାହିଁ ➡️ କିଛି ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ନୋଟିସ୍ ଏବଂ ଭିଡିଓ ଫେକ ଅଟେ,ତେଣୁ ଆପଣ ମାନେ ସେ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ ➡️ ଯେଉଁ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ରେ ଆଡ଼ମିଶନ ନେଇ ସାରିଛନ୍ତି, ସେମାନେ THIRD PHASE ଯାଏ ଅପେକ୍ଷା ନ କରି ସେହି ପାଠ ପଢ଼ିବାରେ ମନୋନିବେଶ କରନ୍ତୁ ➡️ କାରଣ ପ୍ରାୟ ସମସ୍ତ ସ୍ଵୟଂଶାସିତ ଏବଂ ଡିଗ୍ରୀ କଲେଜ୍ ମାନଙ୍କରେ FIRST INTERNAL ଜାନୁଆରୀ ୧୫ ପରେ ମୁଖ୍ୟତଃ ଆରମ୍ଭ ହୋଇ ଯିବ ➡️ ବିଶେଷ ସୂତ୍ର ଅନୁସାରେ ଯୁକ୍ତ ତିନି THIRD PHASE ଆସି ନ ପାରେ,କାରଣ କୋଭିଡ ର ବର୍ତ୍ତମାନ ସ୍ଥିତି ଏବଂ ବିଳମ୍ବ ଶିକ୍ଷା ବର୍ଷ ଏହାର କାରଣ ହୋଇ ପାରେ ➡️ କଲେଜ୍ ରେ ଆଡ଼ମିଶନ କରିବାକୁ ନେଇ କୌଣସି ଦଲାଲ୍ ମାନଙ୍କୁ ଟଙ୍କା କିମ୍ବା ନିଜର ଡକ୍ୟୁମେଣ୍ଟ ଦିଅନ୍ତୁ ନାହିଁ ➡️ THIRD PHASE ଆସିଲେ ଏହାର GUIDELINES କଣ ରହିବ, ଯଦି ନୋଟିସ ଆସେ ତାହାଲେ ଜଣା ପଡ଼ିବ।ତେଣୁ ଆପଣ ମାନେ ନୋଟିସ୍ କୁ ଅପେକ୍ଷା କରିବା ସହ ବର୍ତ୍ତମାନ ପଢା ରେ ଧ୍ୟାନ ଦିଅନ୍ତୁ ➡️ ନୋଟିସ ଆସିଲେ ସର୍ବ ପ୍ରଥମେ ଆମ CHANNEL ରେ UPDATE ଦିଆ ଯିବ , Subscribe Your YouTube Channel -https://youtube.com/channel/UC9GfJHTsvj4KP6Rfh_Wt5bQ
03 يناير 2022, 08:27

03 يناير 2022, 08:22

🛑 କେଉଁ ମାନେ +3 THIRD PHASE ADMISSION UPDATE ଜାଣିବାକୁ ଆଗ୍ରହୀ କି ?
03 يناير 2022, 08:00

✅e-Medhabruti & Vyasakabi Fakir Mohan Bhasabruti Scholarship 2022 (ଈ-ମେଧାବୃତ୍ତି ଏବଂ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Department ➡️Higher Education Department ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️ e-Medhabruti (PG Merit) ⭕ Category ➡️General, SC, ST, OBC/SEBC, EBC ⭕ Class /Course ➡️Forestry, Journalism, Law, M. A., M. Com., M. Ed., M. Sc., Master in Social Work ( MSW)/ Master in Social Management, Occupational Therapy, PG DIPLOMA, Pharmacy, Physiotherapy, Prosthetics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️10,000/- (Per Year) ➡️10,000×2 =20,000 /- (Total) ⭕No.of Scholarship ➡️ 6,000 _________ ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️e-Medhabruti (Technical and Professional) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Agriculture & Allied Sciences, Animal Husbandary, Architecture, Ayurvedic, B. Sc. Technical/Professional, Bachelor of tourism & Hospitality management, Dental, Engineering - B.Tech Course, Fishery, Forestry, Homeopathy, Hotel Management, Integrated M.Sc., Integrated MBA, Integrated MCA, Law, Management, Master in Computer Application (MCA), Master in Finance & Control (MFC), Master of Business Administration (MBA), Medical, Nursing, Occupational Therapy, Pharmacy, Physiotherapy, Prosthetics and Orthotics, Social Works, Tourism/Travel Management ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️ 10,000 /- (Per Year) ➡️10,000× No. Course of years ⭕ No.of Scholarship ➡️2,500 ____________ ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️e-Medhabruti (U.G Merit) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Plus 3, Bachelor of Business Administration (BBA), Bachelor of Computer Application (BCA), Journalism (B.J.M.C.), Occupational Therapy, Physiotherapy, Prosthetics and Orthotics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️5,000/- (Per Year) ➡️5,000×3=15,000 /- (Total) ⭕No.of Scholarship ➡️6,000 ____________ ✅Vyasakabi Fakir Mohan Bhasabruti Scholarship 2022 (ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Scheme ➡️Vyasakabi Fakirmohan Bhasabruti ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Plus 3 Odia ( Honors), M. A. (Odia) ⭕Percentage ➡️UG (Plus 3) - 60% in Plus 2. PG (M.A.) - 60% in Odia(Honors) in Plus 3. ⭕Amount ➡️20,000/- ⭕No.of Scholarship ➡️Ug Students 1,200 & Pg Students 300 ✅e-Medhabruti & Vyasakabi Fakir Mohan Bhasabruti Scholarship 2022 (ଈ-ମେଧାବୃତ୍ତି ଏବଂ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Documents Required ➡️Aadhaar Card of student ➡️Income Certificate of the Parent/ guardian ➡️Residence Certificate of the Student ➡️Copy of passbook of Bank account with account number and IFSC code of the bank branch ➡️Passport size Photograph of student ➡️College Id Card of the Student ➡️Marksheet of last exam passed
03 يناير 2022, 00:26