ch
Feedback
SMART STUDY ODISHA

SMART STUDY ODISHA

前往频道在 Telegram

Only For all #OPSC (OCS,ASO), #OSSC #OSSSC aspirants 🌅Main channel @smartstudyodisha 🙊Discussion group @sso_discussion1 📚For Materials join @sso_library DM @its_incognito YouTube - https://youtube.com/channel/UCv3M7-wy3Nh_xNH_pzcSRQQ

显示更多
2 328
订阅者
无数据24 小时
-47 天
-2830 天
帖子存档
BALASORE_920.pdf64.00 MB

BALANGIR_247.pdf32.00 MB

ANGUL_834.pdf32.00 MB

photo content

ପରୀକ୍ଷା ପରିଚାଳନାରେ ବିଭିନ୍ନ ଅନିୟମିତତା ଓ ତ୍ରୁଟି ଆମ ଯୁବସମାଜର ଭବିଷ୍ୟତକୁ ଅନ୍ଧାରମୟ କରିଦେଉଛି ଏହାକୁ ନେଇ ଆସନ୍ତା ୧ ଅଗଷ୍ଟରେ ଲୋୟର ପି.ଏମ.ଜି, ଭୁବନେଶ୍ୱରଠାରେ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀମାନେ ଏବଂ ଅଭିଭାବକମାନେ ଏକତ୍ରିତ ହେବେ I ଯେଉଁଠାରେ କୌଣସି ରାଜନୈତିକ ଦଳ ବିରୋଧରେ ଧାରଣା ପ୍ରଦର୍ଶନ କିମ୍ବା ଆନ୍ଦୋଳନ ନ କରାଯାଇ କେବଳ ସରକାରଙ୍କୁ ପ୍ରାର୍ଥନା କରାଯିବ କି ଆମେ ବ୍ୟବସ୍ଥାର ପରିବର୍ତ୍ତନ ଚାହୁଁ, ସରକାର ପରିବର୍ତ୍ତନ ନୁହେଁ ଅତଏବ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଛତାକୁ ସର୍ବାଗ୍ରେ ରଖାଯାଉ I ନିଯୁକ୍ତି ଆଶାୟୀ ଭାଇ ଓ ଭଉଣୀ ଏବଂ ଆମର ପୂଜ୍ୟ ଅଭିଭାବକ ଓ ଗୁରୁଜନ (ବୁଦ୍ଧିଜୀବି) ଆପଣମାନଙ୍କୁ ଅନୁରୋଧ ଆପଣମାନେ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ LOWER PMG ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଏକାଠି ହୁଅନ୍ତୁ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତାର ଗୁରୁତ୍ୱ ବଢ଼ାନ୍ତୁ I ବି:ଦ୍ର - ଉପୋରକ୍ତ ଶାନ୍ତିପୂର୍ଣ୍ଣ ସମାରୋହରେ କୌଣସି ପ୍ରକାର ଦଳୀୟ ରାଜନୀତି ଏବଂ ହିଂସାର ଉଦ୍ଦେଶ୍ୟ ନାହିଁ I (ସତର୍କତା- କାହାଠାରୁ କୌଣସି ଚାନ୍ଦା ଆଦାୟ କରାଯାଉନାହିଁ ତେଣୁ ଦୟାକରି କାହାକୁ କୌଣସି ଅର୍ଥ ଦିଅନ୍ତୁ ନାହିଁ) ଯୋଗାଯୋଗ: ରଜତ କୁମାର ମିଶ୍ର, ଦେବାଶିଷ ନନ୍ଦ (7894236666)

THE HINDU 20~07~2023

UPSC-Delhi 19--7.pdf19.57 MB

TH HD Delhi 18~07~2023.pdf

+1
Notice-648-AnswerKey.pdf5.63 KB

https://t.me/kandhamalpeoja Only #Kandhamal district PEO JA aspirants join this group ....

https://t.me/kandhamalpeoja Only Kandhamal district ra PEO/JA ASPIRANTS Join karantu

Emailing Advertisment-492.PDF

Emailing 5_6219508193916094800.pdf

Watch "Transformational journey of Indian Hockey and Odisha's role | Men's Hockey World Cup | FIH 2023" on YouTube https://youtu.be/fFwnFj5jP6Y

Emailing Typing Test JEA-2022-1.pdf

Emailing Calendar-Feb 2023.pdf

ନୂତନ ବର୍ଷ 2023 ର ହାର୍ଦ୍ଦିକ ଅଭିନନ୍ଦନ ଶୁଭକାମନା ଜଣାଉଛି । କିଛି ଆଶା କିଛି ନିରାଶା ର ଅତୀତକୁ ଭୁଲି ଏକ ନୂଆ ଆଶା ନେଇ ଆଜିଠୁ ସ୍ଥିର କରିବା ନୁଆ 3କ ଲକ୍ଷ୍ୟ। 2023 ଏହି ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ସମୃଦ୍ଧି ଓ ଆନନ୍ଦର ବର୍ଷ ହେଉ ଏହା ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଜୟ ଜଗନ୍ନାଥ ସ୍ବାମୀ 🙏🥳🎆🎊🎇🙏

Emailing _result_JEA.pdf