SMART STUDY ODISHA
الذهاب إلى القناة على Telegram
Only For all #OPSC (OCS,ASO), #OSSC #OSSSC aspirants 🌅Main channel @smartstudyodisha 🙊Discussion group @sso_discussion1 📚For Materials join @sso_library DM @its_incognito YouTube - https://youtube.com/channel/UCv3M7-wy3Nh_xNH_pzcSRQQ
إظهار المزيد2 328
المشتركون
لا توجد بيانات24 ساعات
-47 أيام
-2830 أيام
أرشيف المشاركات
2 328
ପରୀକ୍ଷା ପରିଚାଳନାରେ ବିଭିନ୍ନ ଅନିୟମିତତା ଓ ତ୍ରୁଟି ଆମ ଯୁବସମାଜର ଭବିଷ୍ୟତକୁ ଅନ୍ଧାରମୟ କରିଦେଉଛି ଏହାକୁ ନେଇ ଆସନ୍ତା ୧ ଅଗଷ୍ଟରେ ଲୋୟର ପି.ଏମ.ଜି, ଭୁବନେଶ୍ୱରଠାରେ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀମାନେ ଏବଂ ଅଭିଭାବକମାନେ ଏକତ୍ରିତ ହେବେ I ଯେଉଁଠାରେ କୌଣସି ରାଜନୈତିକ ଦଳ ବିରୋଧରେ ଧାରଣା ପ୍ରଦର୍ଶନ କିମ୍ବା ଆନ୍ଦୋଳନ ନ କରାଯାଇ କେବଳ ସରକାରଙ୍କୁ ପ୍ରାର୍ଥନା କରାଯିବ କି ଆମେ ବ୍ୟବସ୍ଥାର ପରିବର୍ତ୍ତନ ଚାହୁଁ, ସରକାର ପରିବର୍ତ୍ତନ ନୁହେଁ ଅତଏବ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଛତାକୁ ସର୍ବାଗ୍ରେ ରଖାଯାଉ I ନିଯୁକ୍ତି ଆଶାୟୀ ଭାଇ ଓ ଭଉଣୀ ଏବଂ ଆମର ପୂଜ୍ୟ ଅଭିଭାବକ ଓ ଗୁରୁଜନ (ବୁଦ୍ଧିଜୀବି) ଆପଣମାନଙ୍କୁ ଅନୁରୋଧ ଆପଣମାନେ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ LOWER PMG ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଏକାଠି ହୁଅନ୍ତୁ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତାର ଗୁରୁତ୍ୱ ବଢ଼ାନ୍ତୁ I
ବି:ଦ୍ର - ଉପୋରକ୍ତ ଶାନ୍ତିପୂର୍ଣ୍ଣ ସମାରୋହରେ କୌଣସି ପ୍ରକାର ଦଳୀୟ ରାଜନୀତି ଏବଂ ହିଂସାର ଉଦ୍ଦେଶ୍ୟ ନାହିଁ I
(ସତର୍କତା- କାହାଠାରୁ କୌଣସି ଚାନ୍ଦା ଆଦାୟ କରାଯାଉନାହିଁ ତେଣୁ ଦୟାକରି କାହାକୁ କୌଣସି ଅର୍ଥ ଦିଅନ୍ତୁ ନାହିଁ)
ଯୋଗାଯୋଗ: ରଜତ କୁମାର ମିଶ୍ର, ଦେବାଶିଷ ନନ୍ଦ (7894236666)
2 328
Basudeba Sahu has shared a file with you
https://acrobat.adobe.com/link/review?uri=urn:aaid:scds:US:964777e1-bf50-3dba-aec3-d7bd447c85e4
2 328
Watch "Transformational journey of Indian Hockey and Odisha's role | Men's Hockey World Cup | FIH 2023" on YouTube
https://youtu.be/fFwnFj5jP6Y
2 328
ନୂତନ ବର୍ଷ 2023 ର ହାର୍ଦ୍ଦିକ ଅଭିନନ୍ଦନ ଶୁଭକାମନା ଜଣାଉଛି ।
କିଛି ଆଶା କିଛି ନିରାଶା ର ଅତୀତକୁ ଭୁଲି ଏକ ନୂଆ ଆଶା ନେଇ ଆଜିଠୁ ସ୍ଥିର କରିବା ନୁଆ 3କ ଲକ୍ଷ୍ୟ।
2023 ଏହି ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ସମୃଦ୍ଧି ଓ ଆନନ୍ଦର ବର୍ଷ ହେଉ ଏହା ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ଜୟ ଜଗନ୍ନାଥ ସ୍ବାମୀ 🙏🥳🎆🎊🎇🙏
