ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

sanskrit medium

sanskrit medium

前往频道在 Telegram

संस्कृतशिक्षणाय अस्य निर्माणम् अभवत्

显示更多
6 547
订阅者
+224 小时
+517 天
+6330 天
帖子存档
Repost from sanskrit medium
ଅନେକ ଦିନ ହେବ ଏହି ବିଷୟଟି ଲେଖିବି ବୋଲି ଭାବୁଥିଲି କିନ୍ତୁ କେତେ ଦୁର ଠିକ୍ ବା ଭୁଲ ହେବ ଭାବି ଲେଖୁନଥିଲି । ଓଡିଶାରେ ସଂସ୍କୃତ ଭାଷାର ସ୍ଥିତିକୁ ଦେଖି ଭବିଷ୍ୟତ ପିଢ଼ିପାଈଁ ଉପାଦେୟ ହେବ ବୋଲି ଆଶା । *ଶିକ୍ଷାଶାସ୍ତ୍ରୀ ବା ସଂସ୍କୃତ b.Ed ନ କରି ଜେନେରାଲ B.Ed କରନ୍ତୁ* ଯଦି ଜାଣିଶୁଣି ନିଜ କ୍ୟାରିୟରକୁ ଅନ୍ଧକାରକୁ ଠେଲି ସାରା ଜୀବନ ବେକାର ହେବାକୁ ଛାହାନ୍ତି, ତେବେ ଖୁସିରେ 'ଶିକ୍ଷାଶାସ୍ତ୍ରୀ' ବା ସଂସ୍କୃତ B.Ed କରନ୍ତୁ। ଏହି ସାର୍ଟିଫିକେଟ୍ ଶେଷରେ କାନ୍ଥରେ ଝୁଲାଇବା ଛଡ଼ା ଆଉ କିଛି କାମରେ ଆସିବ ନାହିଁ। ଆଜିକାଲି କେବଳ ରାଜ୍ୟ ନୁହେଁ, କେନ୍ଦ୍ର ସରକାରୀ ସ୍କୁଲରେ ବି ଏହି ଡିଗ୍ରୀକୁ କେହି ପଚାରୁ ନାହାନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ (KVS) ରେ ସଂସ୍କୃତ ପଦବୀ ସମୁଦ୍ରକୁ ଶଙ୍ଖେ ଭଳି ଅତି ନଗଣ୍ୟ ଥିବା ବେଳେ NVS (ନବୋଦୟ) ଏବଂ EMRS (ଏକଲବ୍ୟ ବିଦ୍ୟାଳୟ) ରେ ଏହାର ନାଁ ଗନ୍ଧ ସୁଦ୍ଧା ନାହିଁ। ରାଜ୍ୟର OAVS ରେ ମଧ୍ୟ ପୋଷ୍ଟ ସମ୍ପୂର୍ଣ୍ଣ ଶୂନ ଏବଂ ସାଧାରଣ ହାଇସ୍କୁଲରେ ସ୍ଥିତି ଏତେ ଦୟନୀୟ ଯେ ତାହା ନକହିବା ଭଲ। ପ୍ରାଇଭେଟ୍ ସ୍କୁଲରେ ତ ସଂସ୍କୃତ ଶିକ୍ଷକଙ୍କୁ ସଠିକ ପାରିଶ୍ରମିକ ନାହିଁ। ସବୁଠାରୁ ବଡ଼ ହାସ୍ୟାସ୍ପଦ କଥା ହେଲା- ମାତ୍ର ୫୦୦ରୁ ୬୦୦ ପଦବୀ ପାଇଁ ଆଜିର ଦିନରେ ୪୦୦୦ରୁ ଉର୍ଦ୍ଧ୍ୱ ଆଶାୟୀ ଲାଇନରେ ଛିଡ଼ା ହୋଇଛନ୍ତି। ଏହି ବୋକାମୀ ନକରି ଟିକିଏ ବୁଦ୍ଧି ଖଟାଇ ଜେନେରାଲ B.Ed କଲେ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଏହାଦ୍ୱାରା ଆପଣ ସଂସ୍କୃତ ଶିକ୍ଷକ ସହିତ TGT ଓଡ଼ିଆ ଏବଂ TGT କଳା (Arts) ଶିକ୍ଷକ ଭାବରେ ମଧ୍ୟ ସ୍ବଚ୍ଛନ୍ଦରେ ଆବେଦନ କରିପାରିବେ। OAVS ରେ TGT ଓଡ଼ିଆ ଓ କଳା ବିଭାଗରେ ନିଯୁକ୍ତିର ବଡ଼ ସୁଯୋଗ ରହିଛି ଏବଂ ହାଇସ୍କୁଲଗୁଡ଼ିକରେ ମଧ୍ୟ ସଂସ୍କୃତ ତୁଳନାରେ ଏହି ବିଭାଗଗୁଡ଼ିକରେ ଢେର ଅଧିକ ପଦବୀ ବାହାରୁଛି। ପ୍ରାଇଭେଟ ସ୍କୁଲରେ TGT Arts ବିଷୟଗୁଡ଼ିକ ପଢ଼ାଇ ମୋଟା ଅଙ୍କର ଦରମା ପାଇବାର ସୁଯୋଗ ରହିବା ସହ ଓଡ଼ିଶା ବାହାରେ ମଧ୍ୟ ଶିକ୍ଷକତା କରିବାର ଅନେକ ବାଟ ଖୋଲା ଅଛି। ତେଣୁ ଶିକ୍ଷାଶାସ୍ତ୍ରୀ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ନମାରି, ଜେନେରାଲ B.Ed କରନ୍ତୁ ଏବଂ କ୍ୟାରିୟରର ବାସ୍ତବିକ ଉଡ଼ାଣ ଭରନ୍ତୁ। ଆପଣମାନଙ୍କ ମତାମତ ଅପେକ୍ଷାରେ

🎉 बधाई! 60 प्रश्नानां (संस्कृतशिक्षणम् व्याकरणं साहित्यं च) मॉक-टेस्ट पूर्णः अभवत्। 📢 osstet full syllabus with question and answer varnali book - 🔗 https://wa.me/p/29738819162429617/919682128969 📢 Sanskrit question bank 2025 Limited time order now 🔗 https://wa.me/p/9759065557544611/919682128969

100. 'कालिदासस्य कविता कामिनी अस्ति, भासश्च तस्याः हासः अस्ति' — एषा उक्तिः कस्य कवेः ? [Remaining: 0]
Anonymous voting

99. श्रीहर्षस्य 'नैषधीयचरिते' द्वाविंशतिसर्गेषु प्रायेण कति श्लोकाः सन्ति ? [Remaining: 1]
Anonymous voting

98. त्रिविक्रमभट्टस्य 'नलचम्पू' काव्ये कस्य कवेः उपमानिर्माणकौशलं श्लेषश्च विशेषेण प्रशंसितः ? [Remaining: 2]
Anonymous voting

97. जयदेवस्य 'गीतगोविन्दे' राधायाः सख्याः भूमिका कीदृशी वर्तते ? [Remaining: 3]
Anonymous voting

96. भर्तृहरेः शतकत्रये कस्य रसस्य सर्वाधिकं गाम्भीर्यं प्रभावश्च दृश्यते ? [Remaining: 4]
Anonymous voting

📢 osstet full syllabus with question and answer varnali book - 🔗 https://wa.me/p/29738819162429617/919682128969 📢 Sanskrit question bank 2025 Limited time order now 🔗 https://wa.me/p/9759065557544611/919682128969

95. बाणभट्टस्य 'कादम्बरी' गद्यकाव्यस्य उत्तरभागः केन पूर्णः कृतः ? [Remaining: 5]
Anonymous voting

94. दण्डिनः 'दशकुमारचरिते' उत्तरपीठिका केन अनन्तरकविना पूरिता मन्यते ? [Remaining: 6]
Anonymous voting

93. भवभूतेः 'मालतीमाधवम्' प्रकरणे कयोः प्रेमकथा वर्णिता ? [Remaining: 7]
Anonymous voting

92. कालिदासस्य 'मेघदूतम्' खण्डकाव्ये कस्य छन्दसः प्रयोगः आद्योपान्तं कृतः ? [Remaining: 8]
Anonymous voting

91. महाकविभासस्य 'अविमारकम्' नाटके कति अङ्काः सन्ति ? [Remaining: 9]
Anonymous voting

📢 osstet full syllabus with question and answer varnali book - 🔗 https://wa.me/p/29738819162429617/919682128969 📢 Sanskrit question bank 2025 Limited time order now 🔗 https://wa.me/p/9759065557544611/919682128969

90. अधस्तनेषु शुद्धं पदं चिनुत — [Remaining: 10]
Anonymous voting

89. 'गौरी' इत्यत्र 'गौर' शब्दात् कः स्त्रीप्रत्ययः विधीयते ? [Remaining: 11]
Anonymous voting

88. 'पा + शतृ' पुंलिङ्गे प्रथमैकवचने किं रूपं भवति ? [Remaining: 12]
Anonymous voting

87. व्याकरणे 'उपदेशेऽजनुनासिक इत्' इत्यनेन कस्य संज्ञा विधीयते ? [Remaining: 13]
Anonymous voting

86. 'तृतीयः' इति पूरणवाचकं पदं कस्मिल्लिङ्गे अस्ति ? [Remaining: 14]
Anonymous voting

📢 osstet full syllabus with question and answer varnali book - 🔗 https://wa.me/p/29738819162429617/919682128969 📢 Sanskrit question bank 2025 Limited time order now 🔗 https://wa.me/p/9759065557544611/919682128969