ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

MK Classes E Learning

MK Classes E Learning

前往频道在 Telegram

A Destination For Learning & Success... This is the official Telegram Page of MK Classes E Learning where you will get all notes of +2 Arts & X You tube :- https://youtube.com/channel/UCHPj1BMHyGX6W9u12RUxaNg Classes For : +2 Arts & Class -X

显示更多
未指定国家教育100 612
692
订阅者
无数据24 小时
-17 天
-730 天
帖子存档
ସମସ୍ତଙ୍କୁ ଅନୁରୋଧ ନିଜ ନିଜ Result ପଠାଇବା ପାଇଁ।।9853255125 ଆପଣ ମାନଙ୍କ ସଫଳତା ଆମକୁ ନୂଆ ଉତ୍ସାହ ପ୍ରଦାନ କରିବ ଆଗକୁ କ୍ଳାସ କରିବା ପାଇଁ।

Result ମୋ ନମ୍ବରରେ Share କରନ୍ତୁ

ନିଜ ସଫଳତା ଆମ ସହ SHARE କରନ୍ତୁ

ସମସ୍ତେ ନିଜ ନିଜ Resultର screenshot ଶୀଘ୍ର ଦିଅନ୍ତୁ

Resultର Screenshot ପଠାନ୍ତୁ 9853255125 WhatsApp number

[04/03, 8:34 pm] Manas Sir: https://www.youtube.com/live/oSxvsWjtbew?si=X-V0z-qW9bYioxaq [04/03, 8:35 pm] Manas Sir: 9.30

ମୋର ପ୍ରିୟ ପିଲାମାନେ, ଆସନ୍ତାକାଲି ପରୀକ୍ଷା — ଭୟ କରନି। ମୁଁ ତୁମ ପାଖରେ ଅଛି, ତୁମ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ତୁମ କଠିନ ପରିଶ୍ରମ, ତୁମ ଆଖିର ସ୍ୱପ୍ନ — କେବେ ମିଥ୍ୟା ହେବ ନାହିଁ। ଶାନ୍ତ ମନରେ ପ୍ରଶ୍ନ ପଢ଼ିବ, ହୃଦୟରୁ ଉତ୍ତର ଲେଖିବ — ସଫଳତା ନିଶ୍ଚୟ ତୁମକୁ ଆଲିଙ୍ଗନ କରିବ। ଭଗବାନ ତୁମକୁ ସଫଳ କରନ୍ତୁ — ମୋର ଆଶୀର୍ବାଦ ସଦା ତୁମ ସହ — ତୁମେ ନିଶ୍ଚୟ ଜିତିବ। ❤️ #ମାନସ ସାର୍