MK Classes E Learning
الذهاب إلى القناة على Telegram
A Destination For Learning & Success... This is the official Telegram Page of MK Classes E Learning where you will get all notes of +2 Arts & X You tube :- https://youtube.com/channel/UCHPj1BMHyGX6W9u12RUxaNg Classes For : +2 Arts & Class -X
إظهار المزيدلم يتم تحديد البلدالتعليم100 612
692
المشتركون
لا توجد بيانات24 ساعات
-17 أيام
-730 أيام
أرشيف المشاركات
ସମସ୍ତଙ୍କୁ ଅନୁରୋଧ ନିଜ ନିଜ Result ପଠାଇବା ପାଇଁ।।9853255125
ଆପଣ ମାନଙ୍କ ସଫଳତା ଆମକୁ ନୂଆ ଉତ୍ସାହ ପ୍ରଦାନ କରିବ ଆଗକୁ କ୍ଳାସ କରିବା ପାଇଁ।
[04/03, 8:34 pm] Manas Sir: https://www.youtube.com/live/oSxvsWjtbew?si=X-V0z-qW9bYioxaq
[04/03, 8:35 pm] Manas Sir: 9.30
ମୋର ପ୍ରିୟ ପିଲାମାନେ,
ଆସନ୍ତାକାଲି ପରୀକ୍ଷା — ଭୟ କରନି।
ମୁଁ ତୁମ ପାଖରେ ଅଛି, ତୁମ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି।
ତୁମ କଠିନ ପରିଶ୍ରମ, ତୁମ ଆଖିର ସ୍ୱପ୍ନ — କେବେ ମିଥ୍ୟା ହେବ ନାହିଁ।
ଶାନ୍ତ ମନରେ ପ୍ରଶ୍ନ ପଢ଼ିବ, ହୃଦୟରୁ ଉତ୍ତର ଲେଖିବ —
ସଫଳତା ନିଶ୍ଚୟ ତୁମକୁ ଆଲିଙ୍ଗନ କରିବ।
ଭଗବାନ ତୁମକୁ ସଫଳ କରନ୍ତୁ —
ମୋର ଆଶୀର୍ବାଦ ସଦା ତୁମ ସହ —
ତୁମେ ନିଶ୍ଚୟ ଜିତିବ। ❤️
#ମାନସ ସାର୍
