ch
Feedback
Shaktiprasad Nath Official

Shaktiprasad Nath Official

前往频道在 Telegram

Whatsapp Number :- 8599848814 Follow the Shakti Sir channel WhatsApp: https://whatsapp.com/channel/0029VaPPcq5KwqSX5zM6Ei2O Our all courses :- https://link.testbook.com/SuperPas Youtube Channel : https://youtube.com/@shaktisir757?si=a5MMyEh7vFB2ZE5I

显示更多

📈 Telegram 频道 Shaktiprasad Nath Official 的分析概览

频道 Shaktiprasad Nath Official (@shaktiprasadnath) 英语 语言赛道中的 是活跃参与者。目前社区聚集了 61 936 名订阅者,在 教育 类别中位列第 2 699,并在 印度 地区排名第 5 463

📊 受众指标与增长动态

невідомо 创建以来,项目保持高速增长,吸引了 61 936 名订阅者。

根据 08 七月, 2026 的最新数据,频道保持稳定运转。过去 30 天订阅人数变化为 380,过去 24 小时变化为 9,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 21.58%。内容发布后 24 小时内通常能获得 9.79% 的反应,占订阅者总量。
  • 帖子覆盖: 每篇帖子平均可获得 13 364 次浏览,首日通常累积 6 062 次浏览。
  • 互动与反馈: 受众积极参与,单帖平均反应数为 18
  • 主题关注点: 内容集中在 ସବୁ, cgl, ଆରମ୍ଭ, ଆଜି, ପରୀକ୍ଷା 等核心主题上。

📝 描述与内容策略

作者将该频道定位为表达主观观点的平台:
Whatsapp Number :- 8599848814 Follow the Shakti Sir channel WhatsApp: https://whatsapp.com/channel/0029VaPPcq5KwqSX5zM6Ei2O Our all courses :- https://link.testbook.com/SuperPas Youtube Channel : https://youtube.com/@shaktisir757?si=a5MMyEh7vFB2Z...

凭借高频更新(最新数据采集于 09 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

61 936
订阅者
+924 小时
+1297
+38030
帖子存档
8 July 2026 CA.pdf3.13 MB

ଆସିଗଲା RI AMIN SKILL TEST RESULTS https://youtube.com/live/Lqn8wItfp_U?feature=share

ଆଉ ଦୁଇ ଘଣ୍ଟା ରହିଲା..... Join ହେଇଯାଆନ୍ତୁ ବର୍ଷେ ତଳେ ବହୁତ ଚିନ୍ତା ପରେ Testbook final କରିଥିଲା କି Superpass Live ଆଣିଲେ କେମିତି ସୁବିଧା ପାଇ ପାରିବେ ପିଲା ମାନେ.......... ଏତିକି କମ ଦାମ ରେ ଏତେ ଜିନିଷ....ସବୁ ପରୀକ୍ଷା ପାଇଁ ଗୋଟେ ହିଁ pack..... SUPERPASS,, କଣ ମିଳେ ଏଇଥିରେ?? ସବୁ..... 375+ Govt exam, India and Odisha ର ସବୁ Competitive Exam...... ASO, RI AMIN, CGL, SI, CONSTABLE, PEO, RHT, SSB TGT, JT(AT), OTET, OSSTET, OAVS ଯେତିକି ମାନେ ପଡିଲା ଲେଖିଲି..... ବାକି ସବୁ ଏଇ ଗୋଟେ ଯାଗା ରେ ହିଁ..... ଖାଲି class ନୁହଁ Pdf ଆଉ Mock Test ବି ୟା ଭିତରେ ହିଁ...... ଏବେ offer ଯାଇଥିଲା, ବର୍ଷେ ପୁରିଲା ବୋଲି ଆଉ ଥରେ ଏଇ ଗୋଟେ ଦିନ ପାଇଁ ଦିନଟିକୁ celebrate କରିବା ପାଇଁ ଆସିଛି ସବୁ ମାତ୍ର 999 ରେ..... ଯେଉଁ ମାନେ miss କରି ଯାଇଥିଲେ କିଣି ନିଅନ୍ତୁ...... ମାତ୍ରା 24 ଘଣ୍ଟା ପାଇଁ...... Coupon :- EZSPN Link :- https://link.testbook.com/12M_EZSPN କିଛି ଅସୁବିଧା ହେଲେ 8599848814 re message କରିବେ

7 July 2026 CA.pdf3.69 MB

Testbook SuperPassର ୧ ବର୍ଷ ପୂର୍ତ୍ତି ଉତ୍ସବ! 🥳✨ ଆଜି ଆମେ Testbook SuperPassର ସଫଳତାପୂର୍ଣ୍ଣ ଏକ ବର୍ଷ ପୂରଣ ଅବସରକୁ ଗର୍ବର ସହ ପାଳନ କରୁଛୁ। ଗତ ୩୬୫ ଦିନ ଧରି ଆମେ ଆପଣଙ୍କ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, ଆପଣଙ୍କ ପ୍ରତ୍ୟେକ ସଫଳତାକୁ ଉତ୍ସବମୁଖର କରିବା ଏବଂ ଆପଣଙ୍କ ସ୍ୱପ୍ନର ଚାକିରି ପାଇଁ ଆପଣଙ୍କୁ ଆଉ ଗୋଟିଏ ପଦକ୍ଷେପ ଆଗକୁ ନେବା ପାଇଁ ନିରନ୍ତର ପ୍ରୟାସ କରିଆସୁଛୁ। https://youtube.com/live/KhCVw0QyVgM?feature=share

ବର୍ଷେ ତଳେ ବହୁତ ଚିନ୍ତା ପରେ Testbook final କରିଥିଲା କି Superpass Live ଆଣିଲେ କେମିତି ସୁବିଧା ପାଇ ପାରିବେ ପିଲା ମାନେ.......... ଏତିକି କ
ବର୍ଷେ ତଳେ ବହୁତ ଚିନ୍ତା ପରେ Testbook final କରିଥିଲା କି Superpass Live ଆଣିଲେ କେମିତି ସୁବିଧା ପାଇ ପାରିବେ ପିଲା ମାନେ.......... ଏତିକି କମ ଦାମ ରେ ଏତେ ଜିନିଷ....ସବୁ ପରୀକ୍ଷା ପାଇଁ ଗୋଟେ ହିଁ pack..... SUPERPASS,, କଣ ମିଳେ ଏଇଥିରେ?? ସବୁ..... 375+ Govt exam, India and Odisha ର ସବୁ Competitive Exam...... ASO, RI AMIN, CGL, SI, CONSTABLE, PEO, RHT, SSB TGT, JT(AT), OTET, OSSTET, OAVS ଯେତିକି ମାନେ ପଡିଲା ଲେଖିଲି..... ବାକି ସବୁ ଏଇ ଗୋଟେ ଯାଗା ରେ ହିଁ..... ଖାଲି class ନୁହଁ Pdf ଆଉ Mock Test ବି ୟା ଭିତରେ ହିଁ...... ଏବେ offer ଯାଇଥିଲା, ବର୍ଷେ ପୁରିଲା ବୋଲି ଆଉ ଥରେ ଏଇ ଗୋଟେ ଦିନ ପାଇଁ ଦିନଟିକୁ celebrate କରିବା ପାଇଁ ଆସିଛି ସବୁ ମାତ୍ର 999 ରେ..... ଯେଉଁ ମାନେ miss କରି ଯାଇଥିଲେ କିଣି ନିଅନ୍ତୁ...... ମାତ୍ରା 24 ଘଣ୍ଟା ପାଇଁ...... Coupon :- EZSPN Link :- https://link.testbook.com/12M_EZSPN କିଛି ଅସୁବିଧା ହେଲେ 8599848814 re message କରିବେ

ବହୁତ ଆଗରୁ ଗୋଟେ ବାନେଇଥିଲି Tabs ସବୁ revision ପାଇଁ ଦେଖିନେବେ ଥରେ, ଘୋଷିକି ମନେ ରଖିବା stress ନେବେନି , ବାସ Overlook କରିନେବେ Hope it will help 🙏 For more pdf join :- https://t.me/shaktiprasadnath

ଆଜି ରାତି 8 PM ରେ Computer Class ଅଛି 💻 ପରେ ଆସି କହିବେନି, ସାର୍ ନୋଟିଫିକେସନ୍ ଆସିନଥିଲା.. କି ନେଟ୍ ସରିଯାଇଥିଲା ,ଏମିତି ବାହାନା ଚାଲିବନି... 😂 ଠିକ୍ 8:00 PM ରେ Join ହେଇଯିବେ https://www.youtube.com/live/B0XXcK2ICEo?si=c5Yx3EVqyzmLjYYg

+1
3 July 2026 CA (1).pdf4.20 MB

କହିଥିଲି 4 ଟା ବେଳେ class Monthly Current affairs through Theory https://www.youtube.com/live/iLhYICdyhwE?si=tkWzWtAwMhS7G7iP

କେବେ ଆସିବା RI Results https://youtube.com/live/gJygJOEHyZg?feature=share

Computer Aspirants ପାଇଁ ଗୋଟେ ଛୋଟ Update... 💻 Computer class ପ୍ରତିଦିନ କରିପାରୁନି... କିନ୍ତୁ ଆପଣମାନଙ୍କର Revision ରେ ଯେମିତି କୌଣସି Problem ନ ହେଉ, ସେଥିପାଇଁ ଗୋଟେ Computer WhatsApp Group ବନେଇଛି..😊 ଏହି Group ରେ ପ୍ରତିଦିନ One-Liner, Quick Revision Points ଓ ଛୋଟ ଛୋଟ Practice Questions ପକାଇବି, ଯାହାଦ୍ୱାରା ଆପଣମାନଙ୍କର Computer Revision daily ହୋଇ ଯିବ.. ଯେଉଁମାନେ Serious Aspirants, ସେମାନେ ନିଶ୍ଚୟ Join କରନ୍ତୁ। 👇Follow this link to join my WhatsApp group: https://chat.whatsapp.com/H5foMZwx4tsKvyhipXqShi ଛୋଟ ଛୋଟ Daily Revision ହିଁ ବଡ଼ Success ର Secret... 🚀

OAS Exam ପାଇଁ dedicated guide ପାଇଁ ଆଉ ଗୋଟେ channel ଖୋଲିଥିଲି କହୁଥିଲି ନିହାତି join ହେବେ ବଡ ସ୍ବପ୍ନ ଆଉ ଆଶା ପାଇଁ 😊 ଚେଷ୍ଟା କରିବି ଭଗବାନ ଯେତିକି ଶକ୍ତି ଦେଇଛନ୍ତି ତା ସହିତ ସବୁ ପ୍ରକାର ର ସହଯୋଗ ପାଇଁ 🙏 Link :- Target exam :- OPSC And UPSC https://t.me/civilsbyshakti

Australia are crowned Women's T20 World Cup champions for a record seventh time 🏆by defeating hosts England in the final at
+1
Australia are crowned Women's T20 World Cup champions for a record seventh time 🏆by defeating hosts England in the final at Lord's

ସମସ୍ତେ ନିହାତି ୟା ଉପରେ ଧ୍ୟାନ ଦେବେ........

🚨 ସବୁ RI, CGL ଓ FOREST GUARD ASPIRANTS ଧ୍ୟାନ ଦିଅନ୍ତୁ! 🚨 ଭାଇମାନେ, ଆମେ ସମସ୍ତେ ଦିନରାତି ଏକ କରି ପଢୁଛୁ, ହେଲେ ସରକାରଙ୍କ ଗୋଟିଏ ଭୁଲ୍ ନୀତି ଯୋଗୁଁ ଆମ ସବୁ ପରିଶ୍ରମ ପାଣିରେ ପଡ଼ିଯାଇପାରେ। RI 2023, OSSC CGL, ଏବଂ Forest Guard ର ଫାଇନାଲ୍ ପୋଷ୍ଟିଙ୍ଗ ଏପର୍ଯ୍ୟନ୍ତ ହୋଇନାହିଁ। ଏହାର ପରିଣାମ ସ୍ଵରୂପ, ସେହି ସେମାନେ ହିଁ RI 2025 ପରୀକ୍ଷାରେ ମଧ୍ୟ ସବୁଠାରୁ ଅଧିକ ସ୍କୋର କରି ବସିଛନ୍ତି। ଯଦି ସେହି ପୁରୁଣା ପରୀକ୍ଷାର ଜଏନିଂ ଆଗ ନହୁଏ, ତେବେ ସେହି ସେମାନେ ହିଁ ସବୁଠି ସିଟ୍ ବ୍ଲକ୍ କରିବେ ଏବଂ ଶେଷରେ ହଜାର ହଜାର ସିଟ୍ ନଷ୍ଟ (Waste) ହେବ। ଏହାଦ୍ଵାରା ବର୍ଡରଲାଇନରେ ଥିବା ଆମ ଭଳି ପିଲାମାନେ ଚାକିରି ପାଇବାରୁ ବଞ୍ଚିତ ହେବେ। ଆମର ଦାବି: 1️⃣ #ClearOldExamsFirst : RI 2025 ପ୍ରୋସେସ୍ ପୂର୍ବରୁ ପୁରୁଣା ପେଣ୍ଡିଂ ପରୀକ୍ଷାର ଫାଇନାଲ୍ ଜଏନିଂ କରାଯାଉ। 2️⃣ DV ସମୟରେ Withdrawal Option: ଅନ୍ୟ ଚାକିରି ପାଇଥିବା ପିଲାଙ୍କୁ RI ସିଟ୍ ଛାଡ଼ିବାକୁ ସୁଯୋଗ ମିଳୁ। 3️⃣ ପ୍ରପର ୱେଟିଂ ଲିଷ୍ଟ (Waiting List): କୌଣସି ବି ସିଟ୍ ଯେମିତି ଖାଲି ନରହେ, ସେଥିପାଇଁ OSSSC ୱେଟିଂ ଲିଷ୍ଟ ବାହାର କରୁ। ଆମକୁ ଟ୍ୱିଟର (X) ଏବଂ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଏହି କଥା କମିଶନଙ୍କ ପାଖରେ ପହଞ୍ଚାଇବାକୁ ହେବ । ଯଦି ଆମେ ଏବେ ଏକାଠି ନହେବା, ତେବେ ପରେ ଅନୁତାପ କରିବାକୁ ପଡ଼ିବ। Best is introduce like SSC Sliding Mechanism in osssc and OSSC