ar
Feedback
Shaktiprasad Nath Official

Shaktiprasad Nath Official

الذهاب إلى القناة على Telegram

Whatsapp Number :- 8599848814 Follow the Shakti Sir channel WhatsApp: https://whatsapp.com/channel/0029VaPPcq5KwqSX5zM6Ei2O Our all courses :- https://link.testbook.com/SuperPas Youtube Channel : https://youtube.com/@shaktisir757?si=a5MMyEh7vFB2ZE5I

إظهار المزيد

📈 نظرة تحليلية على قناة تيليجرام Shaktiprasad Nath Official

تُعد قناة Shaktiprasad Nath Official (@shaktiprasadnath) في القطاع اللغوي الإنكليزية لاعباً نشطاً. يضم المجتمع حالياً 61 738 مشتركاً، محتلاً المرتبة 2 736 في فئة التعليم والمرتبة 5 701 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 61 738 مشتركاً.

بحسب آخر البيانات بتاريخ 15 يونيو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار 1 986، وفي آخر 24 ساعة بمقدار 18، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 22.20‎%. وخلال أول 24 ساعة من النشر يحصد المحتوى عادةً 10.57‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 13 703 مشاهدة. وخلال اليوم الأول يجمع عادةً 6 525 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 19.
  • الاهتمامات الموضوعية: يركز المحتوى على مواضيع رئيسية مثل ସବୁ, cgl, ଆରମ୍ଭ, ଆଜି, ପରୀକ୍ଷା.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Whatsapp Number :- 8599848814 Follow the Shakti Sir channel WhatsApp: https://whatsapp.com/channel/0029VaPPcq5KwqSX5zM6Ei2O Our all courses :- https://link.testbook.com/SuperPas Youtube Channel : https://youtube.com/@shaktisir757?si=a5MMyEh7vFB2Z...

بفضل وتيرة التحديث المرتفعة (أحدث البيانات بتاريخ 16 يونيو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

61 738
المشتركون
+1824 ساعات
+1797 أيام
+1 98630 أيام
أرشيف المشاركات
Telegram ବନ୍ଦ ହବା ଆଗରୁ Whatsapp community ରେ ଯୋଡି ହେଇଯାଇଥାନ୍ତୁ ଏଇ କିଛି ଦିନର update ପାଇଁ Follow the Shakti Sir channel on WhatsApp: https://whatsapp.com/channel/0029VaPPcq5KwqSX5zM6Ei2O

ବଦଳିଲା PEO ELIGIBILITY https://youtube.com/shorts/64Q5gmzIL-0?feature=share

ବଦଳିଲା OSSSC PEO ରELIGIBILITY ଜାଣନ୍ତୁ details ରେ : https://youtube.com/live/RNgw2nNancE?feature=share

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ “ଟେଲିଗ୍ରାମ" ବନ୍ଦ ରହିବ “NEET UG ପରୀକ୍ଷା"ପାଇଁ
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ “ଟେଲିଗ୍ରାମ" ବନ୍ଦ ରହିବ “NEET UG ପରୀକ୍ଷା"ପାଇଁ

ଆମେ ଆସିଥିଲୁ ଦୁଇ ବର୍ଷ ତଳେ ଠିକ ଏଇ ରଜ ରେ, ଆଶା ଇଛା ଆଉ ବିଶ୍ୱାସ ଥିଲା ଓଡିଶା ପାଇଁ best କରିବୁ ଆଜି ଆସି 999 ରେ India ଆଉ ଓଡିଶା ର ସବୁ exam
ଆମେ ଆସିଥିଲୁ ଦୁଇ ବର୍ଷ ତଳେ ଠିକ ଏଇ ରଜ ରେ, ଆଶା ଇଛା ଆଉ ବିଶ୍ୱାସ ଥିଲା ଓଡିଶା ପାଇଁ best କରିବୁ ଆଜି ଆସି 999 ରେ India ଆଉ ଓଡିଶା ର ସବୁ exam ଏତେ affordable price re provide kariba jae ପହଂଚିଗଲୁଣି, ସବୁ ସେଇ କାଳିଆ ର ଇଛା ❤️ ସବୁ ବେଳେ ତ ଏଇ price ରେ ହେଇ ପାରେନି, କେବେ କେବେ କୋଉ ମାସରେ ଆସେ..... ଏମିତି ଆସୁଥିବ ଯାଉଥିବ ଭାବିଲେ ପାଠ ପଢା ଅଧା ରେ ରହିଯିବ, ଆମକୁ ଦେଖିଛନ୍ତି ଜାଣିଛନ୍ତି ଆପଣ ମାନେ, ବର୍ଷେ ଯାଏଁ ସବୁ tension ଛାଡ଼ନ୍ତୁ ନିଜ preparation ରେ କିଛି value addition ପାଇଁ superpass live subscription only 999 ( regular price 1799 ପୁଣି ହେଇଯିବ କାଲି ଠୁ )ରେ ନେଇ 1ବର୍ଷ ର Live + recorded class, Mock test, Pyq, Sectional + full length Test ତା ସହ class notes+ tips n tricks PDF ସବୁ କିଛି ମିଳିଯିବ.. Basically 1 year pai one time payment FOR ALL CLASSES AND ALL EXAM IN INDIA AND ODISHA ( the most affordable manner) with all course and batch access in a single place!!!! Use code - EZSPN Join link - https://link.testbook.com/12MEZSPN Details pai 8599848814 number ରେ message କରି ପାରିବେ

ଆମେ ପହଁଚିବୁ ଆଉ ଅଧ ଘଣ୍ଟା ରେ, plan କରିଥିଲେ ଯଦି ବାହାରି ଆସନ୍ତୁ 😊😅

ବହୁତ ଦିନ ହବ ଦେଖା ହେଇନି ଆଜି ରଜ ଦିନ ଟା, ବହୁତ ଭଲ ଦିନ ଟା Bhuabneswar ରେ ଯେଉଁ ମାନେ ରହୁଛ ଆଜି ଦେଖା ହବା "ସନ୍ଧ୍ୟା 5 ଟା ବେଳେ ବରମୁଣ୍ଡା ପଡିଆ ରଜ ମଉଜ ରେ Sambhab IAS stall ପାଖରେ" Game, ମଜା ମସ୍ତି ଟା ସହିତ କିଛି quiz, ବହୁତ କିଛି plan ଅଛି ଆସିବେ ନା ନାଇଁ?? ହଁ ଯଦି comment ରେ ହଁ କହିବେ ସେଇ ସମୟରେ location ନ ଜାଣି ପାରିଲେ 8984183484 କୁ call ମଧ୍ୟ କରି ପାରିବେ 😊 ରହିବି ଅପେକ୍ଷା ରେ ଆଜିର meetup ପାଇଁ ❤️ Happy Raja ❤️

ରଜ ସଂକ୍ରାନ୍ତି ପାଇଁ office ବନ୍ଦ ଥିବା ହେତୁ ଆଜିର Current Affairs Class ବନ୍ଦ ରହିବ ଦିନଟିକୁ ଭଲ ଭାବରେ plan କରି utilise ନିହାତି କରିବେ 🙏❤️

ପହିଲି ରଜ ର ହାର୍ଦିକ ଅଭିନନ୍ଦନ ସମସ୍ତଙ୍କୁ ❤️

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ । ଏତେ ସବୁ Exam ଆଗକୁ ଆସୁଛି — ASO, PEO, SI, Constable, OAVS, Junior Teacher ଏବଂ ଆହୁରି ଅନେକ.
ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ । ଏତେ ସବୁ Exam ଆଗକୁ ଆସୁଛି — ASO, PEO, SI, Constable, OAVS, Junior Teacher ଏବଂ ଆହୁରି ଅନେକ... ପ୍ରତ୍ୟେକ Exam ପାଇଁ ଅଲଗା ଅଲଗା Course କିଣିବାରେ କେତେ ଟଙ୍କା ଖର୍ଚ୍ଚ କରିବେ? 🤔 ଏବେ ମାତ୍ର ₹999 ରେ ପ୍ରତ୍ୟେକ Exam ପାଇଁ Dedicated Batch Available! 🚀 ✔️ Live Classes ✔️ Live Miss ହେଲେ Recorded Classes ✔️ Complete PDF Notes ✔️ PYQ Coverage ✔️ Mock Tests ✔️ Exam-Oriented Preparation ସତ କହିବି, ପ୍ରଥମେ ମୋର ବି ବିଶ୍ୱାସ ହେଉନଥିଲା... 😅 ନାଇଁ ନାଇଁ, 999 ରେ ଗୋଟେ batch ନୁହଁ, ଆମେ ଯାହା batch ଆଣିବୁ ସବୁ included ରହିବ ଏଇଥିରେ, so this is a jackpot 🤘 କିନ୍ତୁ ଏହା ସତ! ଏତେ କମ୍ Price ରେ ଏତେ ସବୁ Features ମିଳିବା ଖୁବ Rare। ଏମିତି Offer ବାରମ୍ବାର ଆସେନାହିଁ। ଏହି Price Drop ର ସୁଯୋଗକୁ ହାତଛାଡ଼ କରନ୍ତୁ ନାହିଁ। ଆପଣଙ୍କ Preparation କୁ ଆଉ Strong କରିବାର ଏହା ହେଉଛି Best Time। 💪 🎁 Coupon Code: EZSPN 👉 Join Here: https://link.testbook.com/12M_EZSPN

11 -12 JUNE

1st Skill test ପୁରା basic ରୁ ଏବେ 11 ତା ବେଳେ ଆରମ୍ଭ ହବ ଯିଏ join କରିନ immediately join କରିନିଅ RI hau ki CGL, ସବୁଥିରେ help ହବ Live class (Live Miss kale recorded dekhi paribe) Assignment Detailed doubt clearing session on google meet Exam na dauthiba aspirant bi joib hei paribe, it will help all Must join now https://link.testbook.com/computer-skill-test-odishaEZSPN Discount Coupon :- EZSPN Join pare kichi asubidha hele 8599848814 re WhatsApp karibe

ଆସ ଘଣ୍ଟେ ASO ପାଇଁ Currently Affairs ପଢିଦେବା https://www.youtube.com/live/mfJpRDFz8dU?si=mp3HJCXVMNf6HMZA

ଆଜି ଶନିବାର, ପୁରା ଦିନଯାକ ସକାଳୁ ଆରମ୍ଭ କରି ରାତି ଯାଏ ସବୁ exam ପାଇଁ ଟିକେ ପଢିବା ଯାହା ଯାହା exam ଆସୁଛି ଏବେ ଆସନ୍ତୁ ASO ପାଇଁ ପଢିବା...... https://www.youtube.com/live/mfJpRDFz8dU?si=mp3HJCXVMNf6HMZA

Skill Test clear haba 100% guarantee Ebe join huantu session https://www.youtube.com/live/nxDB1PUBAf8?si=mfeqHqASjLyzFmJ-

Category Sahita poll ପକେଇବା difficult, so ଏମିତି ହିଁ score click କରି ନିଅନ୍ତୁ

OSSSC Nursing Officer 2026 Detailed Notification.pdf1.04 MB

OPSC OCS 2025 Prelim Exam Answer Key.pdf7.86 KB

ଆସିଗଲା RI AMIN (SKILL TEST )ADMIT CARD https://youtube.com/live/BPOasxdvLNk?feature=share

ଆପଣ ମାନେ ବହୁତ ମାତ୍ରା ରେ message କରିଲେ WhatsApp ରେ Computer Skill Test Fresh Online Batch for RI MAINS SUCCESSFUL aspirants (OSSC CGL ପିଲାଙ୍କୁ ବି help ହବ, ଯେ କୌଣସି exam ହେଲେ ବି ସମସ୍ତେ join କରି ପାରିବେ) କଣ ମିଳିବ ଏଇଥିରେ?? ପୁରା ନୂଆ format ରେ live class Live miss ହେଲେ recorded Assignment ସବୁଠୁ important class ସହିତ Doubt clearing session in google meet Skill test clear ହବା gurentee ମୋର ତମେ ଖାଲି ମନ ଦେଇ ପଢିଲେ ହେଲା ପଢିବେ ତ ଏଇ ଦଶ ଦିନ?? Discount Coupon ଗୋଟେ activate କରେଇଛି (EZSPN) BATCH LINK :- https://link.testbook.com/computer-skill-test-odishaEZSPN Join କରି ଏଇ link ମତେ 8599848814 ରେ mesaage କରନ୍ତୁ ଆଗକୁ କହିବି କେମିତି କଣ କରିବା ଆଉ ହଁ, ଏଇ ଗୋଟେ skill test ଥରେ cover କରିଦେଲେ ସବୁ exam ପାଇଁ helpful ହବ, ତେଣୁ ସମସ୍ତେ join ହେଇ ପାରିବେ