ଲେଖା ଓ ଲେଖକ
For SSB TGT Arts Most Important :-
*ସାରଳା ଦାସ*
ମହାଭାରତ, ଚଣ୍ଡୀ ପୁରାଣ, ଵିଲଙ୍କା ରାମାୟଣ, ଲଷ୍ମୀ ନାରାୟଣ ବଚନୀକା, ବିଚିତ୍ର ରାମାୟଣ, ସପ୍ତକାଣ୍ଡ ରାମାୟଣ, ସାହାଡ଼ା ଗଛର ମାହାତ୍ମ୍ୟ, ଉଆଁସୀ କନ୍ୟା, ସାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସତ୍ୟ ଆମ୍ବ କଥା, ବାବନା ଭୁତ କଥା, ଧୃତରାଷ୍ଟ୍ର ଙ୍କ ଶହେ ପୁଅଙ୍କର ନାମକରଣ, ସିଂହ ଶୃଗାଳ କଥା, ସିଂହ ମଶା କଥା, ତୁଳସିବଣ ବାଘ ଗପ, ତଳମୁହାଁଙ୍କ ଗପ, ସୁହାଣୀ କନ୍ୟାଙ୍କ ସହ ଯୁଧିଷ୍ଠିର ବିବାହ
*ଜଗନ୍ନାଥ ଦାସ*
ଓଡ଼ିଆ ଭାଗବତ, ଅର୍ଥ କୋଇଲି, ଗୁଣ୍ଡିଚା ବିଜେ, ତୁଳାଭିଣା, ଦାରୁବ୍ରହ୍ମ ଗୀତା, ଗଜ ସ୍ତୁତି, ବ୍ରାହ୍ମଣ୍ଡ ଭୂଗୋଳ, ଜ୍ଞାନ ସାଗର ଗୀତା, ଉଦ୍ଧବ ଜଣାଣ, ଗଜ ଉଦ୍ଧ।ରଣ, ଷୋଳ ଚଉପଦୀ, ଗୁପ୍ତ ଗୀତା, ବ୍ରହ୍ମ ଗୀତା, ମୃଗୁଣି ସ୍ତୁତି, ଶ୍ରୀ ସତସଙ୍ଗ, ପ୍ରେମ ସୁଧାମ୍ବଧ, ମନ ଶିକ୍ଷା, ଅବକାଶ, ପ୍ରମୋଦ ଚିନ୍ତାମଣି, ନୀଳାଦ୍ରି ଶତକ, ପସନ୍ଦ ଦଲନ, ଟୀକା, ବୋଲି, ମାଳିକା, କୋଇଲି, ଚଉପଦୀ, ଚଉତିଶା, ଜଣାଣ, ନିତ୍ୟାଚାର ଦୀକ୍ଷା ସହିତ ଉପସାନ ବିଧୁ, ହାତୀ ଝୁଲଇରେ, ଓଷା ହରଣ, ଅନାମୟ କୁଣ୍ଡଳୀ, ନାମ ଚନ୍ଦ୍ରିକା, ପାହାନ୍ତି ଅବକାଶ, ନିତ୍ୟ ନୀଳାଦ୍ରି ବିଳାଶ, ଶୀର ରାଧା ରସମଞ୍ଜରୀ
*ଉପେନ୍ଦ୍ର ଭଞ୍ଜ*
ବୈଦେହିଶ ବିଳାସ, ସୁଭଦ୍ରା ପରିଣୟ, କଲା କୌତୁକ, ଅବନା ରସତରଙ୍ଗ, ଲାବଣ୍ୟବତୀ, କୋଟିବ୍ରହ୍ମ।ଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି, ରସିକ ହାରାବଳୀ, ରସ ଲେଖା, କୋଷ ଗ୍ରନ୍ଥ, ରସ ପଞ୍ଚକ, ଗୀତା ଭିଧାନ, ପାଞ୍ଚ ସାୟକ, ଚିତ୍ର କାବ୍ୟ ବନ୍ଦୋଦାୟ, ରସ ଲୀଳା ମୃତ, ସରଭ, ଚାନ୍ଦ ଭୂଷଣ, ବ୍ରଜ ଲୀଳା, ଶ୍ରୀକୃଷ୍ଣ ବିହାର, କୁଞ୍ଜ ବିହାର, ଦମୟନ୍ତି ବିଳାଶ, ସତୀତ ବିଳାଶ, ସୁବର୍ଣ୍ଣ ରେଖା, ତ୍ରିଲୋକ୍ୟ ମୋହିନୀ, ମୁକ୍ତାବଳୀ, ରସ ମଞ୍ଜରୀ, ହେମ ମଞ୍ଜରୀ, ଚିତ୍ର ଲେଖା, ପ୍ରେମ ଲତା, ଶଶି ରେଖା, ପଦ୍ମାବତୀ ପରିଣୟ
*ଭୀମ ଭୋଇ*
ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, କଳିଯୁଗ ଗୀତା, ଅଷ୍ଟକ ବିହାରୀ, ଆଦିଅନ୍ତ ଗୀତା, ସ୍ତୁତି ନିଷେଧ ଗୀତା, ମନସରା ମଣ୍ଡଳ, ହଳିଆ ଗୀତ, ଡାଲଖାଇ, ରସର କେଳି, ଯାଇଫୁଲ, ଗୃହ ଧର୍ମ, ମହିମା ବିନୋଦ, ଭବିଷ୍ୟତ ମାଳିକା, ପୂର୍ଣ୍ଣ ସଂହିତା, ମହିମା ଗୋପନ
*ଫକୀରମୋହନ ସେନାପତି*
ଛମାଣ ଆଠଗୁଣ୍ଠ, ମାମୁ, ଲଛମା, bodhhabataar, ଗଳ୍ପସ୍ବଳ୍ପ, ରେବତୀ, ବଗଲା ବଗଲି, ଆତ୍ମଚରିତ, ଡାକାମୁଙ୍ଗସି, ନନାଙ୍କ ପାଞ୍ଜି, ଆଜାନାତି କଥା, ଗାରୁଡ଼ି ମନ୍ତ୍ର, ରାଣ୍ଡୀପୁଅ ଅନନ୍ତା, ପେଟେଣ୍ଟ ମେଡ଼ିସିନ, ବାଲେଶ୍ବର ପଙ୍ଗାଲୁଣ, ବାଲେଶ୍ବର ରାହାଜନୀ, mounaamoni, ପୁନର୍ମୁସିକ ଭବ, କାଲିକା ପ୍ରସାଦ ଗୋରାପ, କମଳା ପ୍ରସାଦ ଗୋରାପ, ସୁନା ବୋହୁ, ମାଧ ମହାନ୍ତିଙ୍କ କନ୍ୟା ସୁନା, ପାଠୋଇ ବୋହୁ, ସଭ୍ୟ ଜମିଦାର, ବିରେଇ ବିଶାଳ, ଅଧର୍ମ ବିତ୍ତ, ଉତ୍କଳ ଭ୍ରମଣ, ପୁଷ୍ପ ମାଳା, ଉପହାର, ପୂଜାଫୁଲ, ପ୍ରାର୍ଥନା, ଅବସର ବାସରେ, ଧୂଳି
*ଗୋପାଳଚନ୍ଦ୍ର ପ୍ରହରାଜ*
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଉତ୍କଳ କାହାଣୀ, ନାନାଙ୍କ ବସ୍ତାନୀ, ବାଇ ମହାନ୍ତି ପାଞ୍ଜି, ଭାଗବତ ଠୁଙ୍ଗିରେ ସନ୍ଧ୍ୟା, ଦୁନିଆର ହାଲଚାଳ, ବାଇନାନାଙ୍କ ବୁଜୁଳି, ମିଆଁ ସାହେବନଙ୍କ ରୋଜନା ମଚା
*ଗୋପୀନାଥ ମହାନ୍ତି*
ହରିଜନ, ରାହୁର ଛାୟା, ମାନଗହୀରର ଚାଷ, ଦାଦି ବୁଢା, ପରଜା, ଅମୃତର ସନ୍ତାନ, ରାହୁର ଛାୟା, ଦୁଇ ପତ୍ର, ସପନ ମାଟି, ଶିବ ଭାଇ, ଦାନାପାଣି, ଅପହଞ୍ଚ, ଲୟ ବିଲୟ, ତନ୍ତୀ କାର, ମାଟିର ମଟାଲ, ପାହାନ୍ତା, ଅନଜନକ, ମନର ନିଆଁ, ବୁନ୍ଦାଏ ପାଣି, ଆକାଶ ସୁନ୍ଦରୀ, ଘାସ ଫୁଲ, ଉଡନ୍ତା ଖଇ, ଗୁପ୍ତ ଗଙ୍ଗା, ଅନାମ, କିଛି କହିବାକୁ ଚାହେଁ, ବଘେଇ, ଦିଗ ଦିହୁଡ଼ି, ପୋଡ଼ା କପାଳ, ନବ ବଧୁ, ଛାଇ ଆଲୁଆ, ଶର ଶଯ୍ୟା, ତିନି କାଳ, ଶରତ ବାବୁଙ୍କ ଗଲି, ଅନଲନଲ, ଜାନ କାମା, ମେରିଆ, ରଣ ଧନ୍ଦୋଳ, ନାଁ ମନେନାହିଁ
ଲେଖା ଓ ଲେଖକ :- Kuna Study YouTube, ଏତିକି ମୋ ପାଖରେ ଥିଲା ଯଦି ଆପଣ ଅଧିକ ପାଇବେ ଲେଖିନେବେ । ଧନ୍ୟବାଦ ❤️