ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك

10th Class Study

10th Class Study

الذهاب إلى القناة على Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

إظهار المزيد
3 841
المشتركون
لا توجد بيانات24 ساعات
-127 أيام
-7030 أيام
أرشيف المشاركات
photo content
27 أبريل 2024, 05:07

photo content
27 أبريل 2024, 05:07

photo content
27 أبريل 2024, 05:07

photo content
27 أبريل 2024, 05:07

photo content
27 أبريل 2024, 05:07

photo content
27 أبريل 2024, 05:07

+3
ସରଳ_ସମୀକରଣ_ବିଗତ_ବର୍ଷ_ମାନଙ୍କ_ରେ_ପଡ଼ିଥିବା_long_question_1.pdf6.38 MB
27 أبريل 2024, 05:07

@StateTopper Channel Owner Telegram ra New Moneytiegeation ra Keta Rupees Generate Hauchi ei id ra Tick Contact kara - @Miss6540m
26 أبريل 2024, 10:46

SSB, CPET & UGC NET/JRF ODIA  Short Question 1. ପ୍ରଥମ ଲୋକସାହିତ୍ୟ ସଂଗ୍ରାହକ ? ଉ :- ଶ୍ରୀ କପିଳେଶ୍ଵର ବିଦ୍ୟାଭୂଷଣ 2. ପ୍ରଥମ ବିଦେଶୀ ଲୋକ ସାହିତ୍ୟ ସଂଗ୍ରାହକ ? ଉ :- ଜନବିମ୍ସ୍ 3. ପ୍ରଥମ ଲୋକଗୀତ ସଂଗ୍ରାହକ ? ଉ :- ଚକ୍ରଧର ମହାପାତ୍ର 4. ପ୍ରଥମ ଲୋକ ସାହିତ୍ୟ ଗବେଷକ ? ଉ :- କୁଞ୍ଜବିହାରୀ ଦାସ 5. ପ୍ରଥମ ଲୋକ କାହାଣୀ ସଂଗ୍ରାହକ ? ଉ :- ଗୋପାଳଚନ୍ଦ୍ର ପ୍ରହରାଜ 6. ପ୍ରଥମ ଓଡ଼ିଆ ଅଭିଧାନ ? ଉ:- ଗୀତାଭିଧାନ (ଉପେନ୍ଦ୍ର ଭଞ୍ଜ) 7. ପ୍ରଥମ ଅସମ୍ପୂର୍ଣ୍ଣ ଉପନ୍ୟାସ ? ଉ:- ସୌଦାମିନୀ (ରାମଶଙ୍କର ରାୟ) 8. ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ? ଉ:- ପଦ୍ମମାଳୀ, ୧୮୮୮ ଉମେଶ ଚନ୍ଦ୍ର ସରକାର 9. ପ୍ରଥମ ବୈଜ୍ଞାନିକ ଉପନ୍ୟାସ ? ଉ :- ପୃଥିବୀ ବାହାରେ ମଣିଷ (ଗୋକୁଳାନନ୍ଦ ମହାପାତ୍ର) 10. ପ୍ରଥମ ଆଦିବାସୀ ଜୀବନ ଭିତ୍ତିକ ଉପନ୍ୟାସ ? ଉ :- ଭୀମାଭୂୟାଁ  (ଗୋପାଳବଲ୍ଲଭ ଦାସ) 11. ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ? ଉ:- ମନେମନେ (ବୈଷ୍ଣବଚରଣ ଦାସ 12. ପ୍ରଥମ ରାଜନୈତିକ ଉପନ୍ୟାସ ? ଉ:- ପ୍ରତିଭା (ହରେକୃଷ୍ଣ ମହତାବ) 13. ପ୍ରଥମ ଗୋଇନ୍ଦା ଉପନ୍ୟାସ ? ଉ:- ନରବଳି (ଚନ୍ଦ୍ରମଣି ଦାସ) 14. ପ୍ରଥମ ଯୌଥ ଉପନ୍ୟାସ ? ଉ:- ବାସନ୍ତୀ 15. ପ୍ରଥମ ମଣିଷ ଚରିତ୍ର ବିହୀନ ଉପନ୍ୟାସ ? ଉ:- ସ୍ଥାବର ଜଙ୍ଗମ ( କୈଳାସ ପଟ୍ଟନାୟକ) 16. ପ୍ରଥମ ପୌରାଣିକ ଉପନ୍ୟାସ ? ଉ:- ସତ୍ୟବତୀ (କାହ୍ନୁଚରଣ ମହାନ୍ତି) 17. ପ୍ରଥମ ନାୟିକା ବିହୀନ ଉପନ୍ୟାସ ? ଉ:- ଚିତ୍ରଗ୍ରୀବ (ସଚ୍ଚିଦାନନ୍ଦ ରାଉତରାୟ) 18. ପ୍ରଥମ ନାଟକ ? ଉ:- ବାବାଜୀ (ଜଗନ୍ମୋହନ ଲାଲ୍) 19. ପ୍ରଥମ ରାଜନୈତିକ ନାଟକ ? ଉ:- ପରକଲମ (ଗୋପାଳ ଛୋଟରାୟ) 20. ପ୍ରଥମ ଫ୍ରୀଜ ଧର୍ମୀନାଟକ ? ଉ:- ଶବବାହାକମାନେ (ବିଜୟ ମିଶ୍ର) 21. ପ୍ରଥମ ଏକାଙ୍କିକା ? ଉ:- ଜୀବିତ ଦର୍ପଣ (କାଳୀଚରଣ ପଟ୍ଟନାୟକ) 22. ପ୍ରଥମ ଏକାଙ୍କିକା ସଂକଳନ ? ଉ:- ପଞ୍ଚରଙ୍ଗ (କାଳୀଚରଣ ପଟ୍ଟନାୟକ) 23. ପ୍ରଥମ କ୍ଷୁଦ୍ରଗଳ୍ପ  ? ଉ:- ରେବତୀ (ଫକୀରମୋହନ ସେନାପତି) 24. ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ? ଉ:- ଚନ୍ଦ୍ରଶେଖର ନନ୍ଦ (୧୯୦୬) 25. ପ୍ରଥମ ଜୀବନୀ ? ଉ:- ବୈଷ୍ଣବ ଲୀଳାମୃତ (ମାଧବ ପଟ୍ଟନାୟକ) 26. ପ୍ରଥମ ଆତ୍ମଜୀବନୀ ? ଉ:- ଆତ୍ମଚରିତ (ଫକୀରମୋହନ ସେନାପତି) 27. ପ୍ରଥମ ପ୍ରବନ୍ଧ ? ଉ:- ବିବେକୀ ( ରାଧାନାଥ ରାୟ) 28. ପ୍ରଥମ ପ୍ରବନ୍ଧ ସଂକଳନ ? ଉ:- ପ୍ରବନ୍ଧମାଳା (ମଧୁସୂଦନ ରାଓ) 29. ପ୍ରଥମ କାଳ୍ପନିକ କାବ୍ୟ ? ଉ:- କଳ୍ପଲତା (ଅର୍ଜୁନ ଦାସ) 30. ପ୍ରଥମ ପୌରାଣିକ କାବ୍ୟ ? ଉ:- ରାମବିଭା ( ଅର୍ଜୁନ ଦାସ) 31. ପ୍ରଥମ ଛନ୍ଦବଦ୍ଧ କାବ୍ୟ ? ଉ:- ରାମବିଭା (ଅର୍ଜୁନ ଦାସ) 32. ପ୍ରଥମ ଐତିହାସିକ କାବ୍ୟ ? ଉ:- କାଞ୍ଚିକାବେରୀ (ପୁରୁଷୋତ୍ତମ ଦାସ) 33. ପ୍ରଥମ ଆଧୁନିକ ମହାକାବ୍ୟ ? ଉ:- ମହାଯାତ୍ରା (ରାଧାନାଥ ରାୟ) 34. ପ୍ରଥମ ସନେଟ୍ ସଂକଳନ ? ଉ :- ବସନ୍ତଗାଥା (ମଧୁସୂଦନ ଦାସ) 35. ପ୍ରଥମ ସମ୍ବୋଧଗୀତିକା ସଂକଳନ ଉ:- ଉଚ୍ଛ୍ୱାସ (କୁନ୍ତଳାକୁମାରୀ ସାବତ) 36. ପ୍ରଥମ ଗାଥାକବିତା ସଙ୍କଳନ ? ଉ:- ଆଲେଖିକା (ଗୋଦାବରୀଶ ମିଶ୍ର) 37. ପ୍ରଥମ ପ୍ରକୃତିକାବ୍ୟ ? ଉ:- ଚିଲିକା (ରାଧାନାଥ ରାୟ) 38. ପ୍ରଥମ କୋଇଲିଗୀତ? ଉ:- କେଶବ କୋଇଲିଗୀତ (ମାର୍କଣ୍ଡ ଦାସ) 39. ପ୍ରଥମ ଚଉତିଶା ? ଉ:- କଳସା ଚଉତିଶା (ବତ୍ସ୍ୟା ଦାସ) 40.ପ୍ରଥମ ବ୍ୟଙ୍ଗକବିତା ସଙ୍କଳନ ? ଉ:- ହସନ୍ତ (ସଚ୍ଚିଦାନନ୍ଦ ରାଉତରାୟ)1948 41. ସାରଳା ସାହିତ୍ୟର ପ୍ରଥମ ସମାଲୋଚକ ? ଉ:- ଗୋପୀନାଥନନ୍ଦ ଶର୍ମା 42. ଭଞ୍ଜ ସାହିତ୍ୟର ପ୍ରଥମ ଆଲୋଚକ ? ଉ:- ଦାମୋଦର ଦାସ 43. ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ମହାଭାରତ ସମୀକ୍ଷା ସମାଲୋଚନା ଗ୍ରନ୍ଥ ? ଉ:- ଶ୍ରୀ ଭାରତ ଦର୍ପଣ (ଗୋପୀନାଥନନ୍ଦ ଶର୍ମା) 44. ପ୍ରଥମ ଓଡ଼ିଆ ହାତଲେଖା ପତ୍ରିକା ? ଉ:- କୁଜୀବର  (ସାଧୁସୁନ୍ଦର ଦାସ) 45. ପ୍ରଥମ ମୁଦ୍ରଣ ଓଡ଼ିଆ ପତ୍ରିକା ? ଉ:- ଜ୍ଞାନାରୁଣ ୧୮୪୯ 46. ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ? ଉ:- ପ୍ରଭାତ, (ରେବାରାୟ) 47. ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ? ଉ:- ଉତ୍କଳ ଦର୍ପଣ 48. ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ? ଉ:- ଉତ୍କଳଦୀପିକା 49. ଇଂରାଜୀ ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ଅନୂଦିତ ପ୍ରଥମ କାବ୍ୟ ? ଉ :- ଭ୍ରମଭଞ୍ଜନ  (ଜଗନ୍ମୋହନ ଲାଲ୍) 50. ପ୍ରଥମ ରଙ୍ଗମଞ୍ଚ ? ଉ:- ରାଧାକାନ୍ତ ରଙ୍ଗମଞ୍ଚ (ଜଗନ୍ମୋହନ ଲାଲ୍) 51. ପ୍ରଥମ ଆଦିବାସୀ ନାଟକ ? ଉ:- ଆଦିବାସୀ (ଧନେଶ୍ଵର ପଟ୍ଟନାୟକ) 52. ପ୍ରଥମ ରମ୍ୟରଚନା ? ଉ:- ଭାଗବତ ଟୁଙ୍ଗିରେ ସନ୍ଧ୍ୟା (ଗୋପାଳଚନ୍ଦ୍ର ପ୍ରହରାଜ) 53. ପ୍ରଥମ ଶିଶୁ ସାହିତ୍ୟିକ ? ଉ:- ନୀଳକଣ୍ଠ ଦାସ 54. ପ୍ରଥମ ସ୍ମରଣିକା ? ଉ:- କୁନ୍ତଳା କୁମାରୀ ସ୍ମରଣିକା (ରାଧାମୋହନ ଗଡ଼ନାୟକ) 55. ଜ୍ଞାନପୀଠ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ ? ଉ:- ଗୋପିନାଥ ମହାନ୍ତି 56. କେନ୍ଦ୍ର ସାହିତ୍ୟଏକାଡ଼େମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ ? ଉ:- ଗୋପିନାଥ ମହାନ୍ତି (ଅମୃତର ସନ୍ତାନ) 57. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଆତ୍ମଜୀବନୀ ? ଉ:- ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁରେ ମୋ ସ୍ଥାନ ( ଗୋଦାବରୀଶ ମିଶ୍ର) 58. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଗଳ୍ପ ସଂକଳନ ? ଉ:- ମନୋଜ ଦାସ (କଥା ଓ କାହାଣୀ) 59. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ କବିତା ସଂକଳନ ? ଉ:- କବିତା ୧୯୬୨ (ସଚ୍ଚିଦାନନ୍ଦ ରାଉତରାୟ) 60. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ନାଟକ ? ଉ:- ଅରଣ୍ୟ ଫସଲ (ମନୋରଞ୍ଜନ ଦାସ) 61. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ସମାଲୋଚନା ଗ୍ରନ୍ଥ ? ଉ:- ଓଡ଼ିଆ ସାହିତ୍ୟର ଇତିହାସ (ସୂର୍ଯ୍ୟନାରାୟଣ ଦାସ)
26 أبريل 2024, 10:39

ନିଜର କେହି ନୁହଁ ❂‘ସୀତା’ଙ୍କର ରକ୍ଷାକର୍ତ୍ତା ଭଗବାନ ରାମ ଥିଲେ, ହରଣ ସମୟରେ ପାଖରେ କେହି ନଥିଲେ। ❂'ଦ୍ରୌପଦୀ'ଙ୍କର ପାଞ୍ଚ ପାଣ୍ଡବ ଥିଲେ, ବସ୍ତ୍ରହରଣ ସମୟରେ କେହି ନଥିଲେ। ❂ 'ଦଶରଥ'ଙ୍କର ଚାରିପୁତ୍ର ଥିଲେ, ପ୍ରାଣ ତ୍ୟାଗ ସମୟରେ ପାଖରେ କେହି ନଥିଲେ। ❂'ରାବଣ' ମଧ୍ଯ ଶକ୍ତିଶାଳୀ ଥିଲା, ଲଙ୍କା ଜଳିବା ସମୟରେ କେହି ନଥିଲେ । ❂'ଶ୍ରୀକୃଷ୍ଣ' ସ୍ବୟଂ ସ୍ବଦର୍ଶନଧାରୀ ଥିଲେ, ସରାଘାତ ସମୟରେ କେହି ନଥିଲେ। ❂ଶରଶଯ୍ୟାରେ ପଡ଼ିଥ‌ିବା 'ପିତାମହ', ପୀଡ଼ାର ଭାଗୀଦାରୀ କେହି ନଥିଲେ। ❂'ଅଭିମନ୍ୟୁ' ରାଜକୁମାର ଥିଲେ, କିନ୍ତୁ ଚକ୍ରବ୍ୟୁହ ବେଳେ କେହି ନଥିଲେ।      ପ୍ରକୃତ ସତ୍ୟ ଆଜିଠାରୁ ଜାଣିନେବା ଆବଶ୍ୟକ, ଯେ ସଂସାରରେ ନିଜର ବୋଲି କେହି ନାହିଁ । ଯଦି କିଛି ଥାଏ ତ ତାହା କେବଳ ତୁମେ ନିଜେ 🫵 ତୁମର କର୍ମ ଏବଂ ପରମାତ୍ମା ଅଟନ୍ତି।           10th Class Study
26 أبريل 2024, 10:29

SSG ( Geography)
SSG ( Geography)
26 أبريل 2024, 10:26

SSH (History)
SSH (History)
26 أبريل 2024, 10:26

SCL ( life science )
SCL ( life science )
26 أبريل 2024, 10:26

SCP( physical Science )
SCP( physical Science )
26 أبريل 2024, 10:26

MTH(mathematics )
MTH(mathematics )
26 أبريل 2024, 10:26

TLS ( Sanskrit)
TLS ( Sanskrit)
26 أبريل 2024, 10:26

TLH(Hindi)
TLH(Hindi)
26 أبريل 2024, 10:26

SLE
SLE
26 أبريل 2024, 10:26

FLO
FLO
26 أبريل 2024, 10:26

photo content
26 أبريل 2024, 10:26