CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد671
المشتركون
لا توجد بيانات24 ساعات
-47 أيام
-3830 أيام
أرشيف المشاركات
🌸ଏଆଇ ଖାଇଯିବ ନିଯୁକ୍ତି : ୨ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଚାକିରି ଯିବ🌸
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏଆଇ ମାଧ୍ୟମରେ ବ୍ୟାଙ୍କ କାମ ସହଜ ହେଉଛି। ରେ ଲୋକମାନେ କରୁଥିବା କାମ ସହଜରେ ହେଉଛି। ବ୍ଲୁମବର୍ଗ କହିଛି ଯେ ଆଗାମୀ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ବ୍ୟାଙ୍କଗୁଡ଼ିକ ଏଆଇ ଯୋଗୁଁ ୨ ଲକ୍ଷ ଲୋକଙ୍କୁ ଚାକିରିରୁ ବିଦା କରିପାରନ୍ତି। ବ୍ୟାଙ୍କର ସମସ୍ତ କାମ ଏଆଇ ଉପକରଣ ସାହାଯ୍ୟରେ କରାଯାଉଛି ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି। ବ୍ଲୁମବର୍ଗର ଅଧିକାରୀମାନେ ଏକ ସର୍ଭେ କରିଥିଲେ, ଯେଉଁଥିରୁ ଜଣାପଡିଥିଲା ଯେ ଆଗାମୀ ୫ ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ କର୍ମଚାରୀ ହ୍ରାସ ହୋଇପାରନ୍ତି।
🟪 NTA
Advance Intimation for Allotment of Examination City to the Applicants of . Joint Entrance Examination (Main) - 2025 Session 1 - Reg.
🌸 ସୁଭଦ୍ରା ଯୋଜନା ଖବର 🌸
ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ 'ସୁଭଦ୍ରା'ରୁ OPT OUT ହୋଇଯାଇଥିଲେ । ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି ।
ଭୁଲ୍ ରେ OPT OUT ହୋଇଯାଇଥିବା 'ସୁଭଦ୍ରା ହିତାଧିକାରୀ'ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି । ଏବେ ପୋର୍ଟାଲରେ ହୋଇଛି ଗୋଟେ ନୂଆ OPT IN ବ୍ୟବସ୍ଥା। ଯେଉଁମାନେ OPT IN କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲ ରେ LOG IN କରି OPT IN କରିପାରିବେ ।
💫💫💫
ମଣ୍ଡିକୁ ଆଣନ୍ତୁନି ଅତି ଖରାପ ଧାନ । ଚାଷୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ମନ୍ତ୍ରୀ କହିଛନ୍ତି, FAQ ମାନର ଧାନ ଦେଲେ କ୍ବିଣ୍ଟାଲ୍ ପିଛା ମିଳିବ ୩୧୦୦ ଟଙ୍କା ।
କିଏ କୋଉ coaching ନେଉଛନ୍ତି??? କୁହନ୍ତୁ
ଏବେ ସେଇ related questions/ study material guide ଆଣିବା
Hello my dear students good night sweet dreams take care of your health....
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୫ଜାନୁଆରୀ, ୨୦୨୫ରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଐତିହାସିକ "ସହିଦ୍ ମାଧୋସିଂହ ହାତଖର୍ଚ୍ଚ ଯୋଜନା"ର ଶୁଭାରମ୍ଭ କରିବେ। ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଶିକ୍ଷା ବର୍ଷରେ ଏକକାଳୀନ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
