ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
671
المشتركون
لا توجد بيانات24 ساعات
-47 أيام
-3830 أيام
أرشيف المشاركات
✅ ୧ ତାରିଖ ମଧ୍ୟରାତ୍ର ଯାଏଁ ପଞ୍ଜୀକରଣ: ପ୍ରଭାତୀ -ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ୧ ତାରିଖ ମଧ୍ୟରାତ୍ର ଯାଏଁ ବୃଦ୍ଧି -କୋଣାର୍କରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା -‘କେନ୍ଦ୍ର ସରକାର ବିଶେଷକରି ଓଡ଼ିଶା ପାଇଁ ଅବଧି ବୃଦ୍ଧି କରିଛନ୍ତି’ -‘ଟୋଲ୍‌ ଫ୍ରି ନଂରେ ମିସ୍‌ କଲ୍‌ ହୋଇଥିଲେ ବି ପଞ୍ଜୀକରଣ ସଫଳ’ -‘ଯେଉଁମାନେ ଜାଣିଛନ୍ତି ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରନ୍ତୁ’

✅ ଆପଣଙ୍କ ଆଧାରରେ କେତୋଟି ସିମ୍ ଲିଙ୍କ ଅଛି ଜାଣିବାକୁ ଚାହୁଁଛନ୍ତି କି ? ଏଥିପାଇଁ ଆପଣଙ୍କୁ ଭାରତ ସରକାରଙ୍କ ଅଫିସିଆଲ୍ ୱେବସାଇଟ sancharsaathi.gov.in କୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ ହୋମପେଜରେ ଥିବା ‘ନାଗରିକ କେନ୍ଦ୍ରିକ ସେବା’ ରୁ ‘ଆପଣଙ୍କର ମୋବାଇଲ୍ କନେକ୍ସନ୍ସ’ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ଟାଇପ କରିବାକୁ ପଡିବ । ପରେ OTP ଆପଣଙ୍କ ନମ୍ବରରେ ଆସିବ, ଏହାପରେ ଆଗକୁ ବଢିବେ । ଆପଣ ଆପଣଙ୍କର ଆଧାର କାର୍ଡରେ ନିଆଯାଇଥିବା ସମସ୍ତ ସିମ୍ କାର୍ଡର ବିବରଣୀ ଦେଖିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ କୌଣସି ନମ୍ବର ନେଇ ନାହାଁନ୍ତି ତେବେ ଆପଣ ଏହା ପାଖରେ ଥିବା ‘ଆବଶ୍ୟକ ନୁହେଁ’ ଉପରେ କ୍ଲିକ୍ କରି ରିପୋର୍ଟ କରିପାରିବେ । କେବଳ ଏତିକି ନୁହେଁ, ଟେଲିକମ୍ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଆଧାରରେ ରଖାଯିବାକୁ ଥିବା ସିମ୍ ସଂଖ୍ୟା ସ୍ଥିର କରାଯାଇଛି। ୯ ରୁ ଅଧିକ ସିମ୍ କାର୍ଡ କୌଣସି ଆଧାରରେ ନିଆଯାଇପାରିବ ନାହିଁ । ଏଥିପାଇଁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। ଯାହାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

🌸ମହିଳାଙ୍କ ପାଇଁ ଖୁସୀ ଖବର, ନୂଆବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା🌸 ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ନୂଆବର୍ଷରେ ମହିଳାଙ୍କୁ ମିଳିବ ବଡ ଉପହାର ଅର୍ଥାତ୍ ତ୍ରିପଲ ଖୁସୀ । ଆସନ୍ତା ବର୍ଷ ମହିଳାଙ୍କୁ ତିନିଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ମସିହାରେ ମାଆ ମାନଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଜାନୁଆରୀରେ ପ୍ରଥମ ପର୍ଯ୍ୟାୟରେ ଚତୁର୍ଥ କିସ୍ତି ମିଳିବ । ମାର୍ଚ୍ଚ ୮ ରେ ୨ ୟ ପର୍ଯ୍ୟାୟର ପ୍ରଥମ କିସ୍ତି ମିଳିବ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲଡ଼ ରିପୋର୍ଟ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ । କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ । ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଆମେ ସମୟ ଏଥିପାଇଁ ନେଉଛୁ ଯେମିତି ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

photo content

ନିଯୁକ୍ତି ସୂଚନା
+1
ନିଯୁକ୍ତି ସୂଚନା

photo content
+2

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ସମ୍ମାନ। ମିଳିବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (୨୦୨୪-୨୦୨୫)'। ବିଭିନ୍ନ ପୁରସ୍କାର ପାଇଁ ୨୧ରୁ ୩୦ ଡିସେମ୍ବର
ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ସମ୍ମାନ। ମିଳିବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (୨୦୨୪-୨୦୨୫)'। ବିଭିନ୍ନ ପୁରସ୍କାର ପାଇଁ ୨୧ରୁ ୩୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଥିବା ଆବେଦନର ନିର୍ଦ୍ଧାରିତ ସମୟସୀମା ୧୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ସେମିଷ୍ଟର ପରୀକ୍ଷା
ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ସେମିଷ୍ଟର ପରୀକ୍ଷା

NC AUTONOMOUS COLLEGE UPDATE
NC AUTONOMOUS COLLEGE UPDATE

ପ୍ରକାଶ ପାଇଲା ଫଳ
ପ୍ରକାଶ ପାଇଲା ଫଳ

🟪 RELIANCE FOUNDATION SCHOLARSHIPS 2024-25 📕 RESULT OUT 👨‍💻 UG RESULT ⭐ https://www.scholarships.reliancefoundation.org/UGScholarship_ApplicationStatus.aspx 👨‍💻 PG RESULT ⭐ ଆସିଲେ ଲେକ୍ସଭାଇ କହିବେ

Hello my dear students

ଶିକ୍ଷା ସମ୍ବାଦ-ସଂସ୍କୃତ ୨୮-ଡ଼ିସେମ୍ବର-୨୪

Hello my dear students good evening 🌆🌆

ଅନ୍ୟାନ୍ୟ
+3
ଅନ୍ୟାନ୍ୟ

ଆସନ୍ତା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ
+1
ଆସନ୍ତା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ

✅SBI PO 2024 EXAM PATTERN CHANGED
✅SBI PO 2024 EXAM PATTERN CHANGED

🌸ଅଦିନିଆ ବର୍ଷାରେ ଫସଲ କ୍ଷତି ଆଶଙ୍କା ‘କୃଷି ରକ୍ଷକ’ ପୋର୍ଟାଲ କିମ୍ବା ହେଲ୍ପଲାଇନରେ ଜଣାଇବାକୁ ପରାମର୍ଶ🌸 ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ତେବେ ବୀମା ସହାୟତା ପ୍ରଦାନ ପାଇଁ ଚାଷୀମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ଗଣମାଧ୍ୟମ ଜରିଆରେ ସମବାୟ ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ – VAW, BAO, DAO, CDAO କିମ୍ବା ସମବାୟ ଅଧିକାରୀ- CEO, ARCS, DRCS ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ପାଠ ପାଇଁ ମାନସିକ ଚାପ କମ୍, ଅନ୍ୟ ପାଇଁ ବେଶୀ।
ପାଠ ପାଇଁ ମାନସିକ ଚାପ କମ୍, ଅନ୍ୟ ପାଇଁ ବେଶୀ।

ନୂଆ ବର୍ଷରୁ ନୂଆ ନିୟମ
ନୂଆ ବର୍ଷରୁ ନୂଆ ନିୟମ