ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 284 مشتركاً، محتلاً المرتبة 16 363 في فئة التعليم والمرتبة 33 365 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 284 مشتركاً.

بحسب آخر البيانات بتاريخ 03 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -223، وفي آخر 24 ساعة بمقدار -11، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 18.91‎%. وخلال أول 24 ساعة من النشر يحصد المحتوى عادةً 4.37‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 323 مشاهدة. وخلال اليوم الأول يجمع عادةً 537 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 04 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 284
المشتركون
-1124 ساعات
-637 أيام
-22330 أيام
أرشيف المشاركات
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷ
+1
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା । ସକାଳ ୬ରୁ ସନ୍ଧ୍ୟା ୬, ୧୨ଘଣ୍ଟିଆ ବନ୍ଦ ଡାକରା । ଗୃହ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସତର୍କତାମୂଳକ ପରାମର୍ଶ ।

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଖଲ୍ଲିକୋଟ ପାଇଁ ପ୍ରସ୍ତୁତ ପୋର୍ଟାଲ http://gcacodisha.nic.in କୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ
ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଖଲ୍ଲିକୋଟ ପାଇଁ ପ୍ରସ୍ତୁତ ପୋର୍ଟାଲ http://gcacodisha.nic.in କୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଖଲ୍ଲିକୋଟ ସ୍ଥିତ ଏହି ଅନୁଷ୍ଠାନ ଚାରୁ ଓ କାରୁକଳା ଶିକ୍ଷା ନିମନ୍ତେ ସମଗ୍ର ପୂର୍ବ ଭାରତର ଏକ ଅଗ୍ରଣୀ କେନ୍ଦ୍ର ଅଟେ।

ବିଜୁ ଯୁବ ସଶକ୍ତିକରଣ ଯୋଜନା ୨୦୨୧ “ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୫.୦୭.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ। ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର @DHE_Odisha

✅Extension of last date Laptop DBT Scheme,2021 up to 15.8.2022 ➡️Extension of last date for application for Financial Assista
✅Extension of last date Laptop DBT Scheme,2021 up to 15.8.2022 ➡️Extension of last date for application for Financial Assistance to meritorious 12th pass out students for purchase of Laptop(Laptop DBT Scheme,2021) up to 15.8.2022.

https://youtu.be/eHceWvjn-m4 ✅ ଆସିଗଲା ଆକାଉଣ୍ଟ Scholarship 2nd Phase ଟଙ୍କା ✅ ଆପଣଙ୍କୁ 2nd Phase ଟଙ୍କା ମିଳିନି କଣ କରିବେ ? Must Watch & Share👆👆

photo content

Important Date lines for 10th pass students...to get admission in Higher secondary school for class 11 or +2 first year...202
Important Date lines for 10th pass students...to get admission in Higher secondary school for class 11 or +2 first year...2022- 2023....

photo content
+3

photo content

State Scholarship କୁ ନେଇ ବହୁତ Update ଆସିଛି .....ଏବଂ ଖୁସି ଖବର ମଧ୍ୟ ଆସିଛି କିନ୍ତୁ Video କରିବା ପାଇଁ ସମୟ ନାହିଁ ...... 😔😔😔

Aaji Free Achhi Scholarship ଉପରେ କିଛି ବି ଅସୁବିଧା ଅଛି ପଚାରିପାରିବ 👇👇👇👇👇👇👇👇👇 I'd - Sukant_Badal

Sukant Tutorial ତରଫରୁ Ajit Sir ଙ୍କୁ ଛୋଟିଆ ଉପହାର👆👆
Sukant Tutorial ତରଫରୁ Ajit Sir ଙ୍କୁ ଛୋଟିଆ ଉପହାର👆👆

https://youtu.be/ybFiXiQ6aFo +2 Admission 2022-23 Dateline Full Details Information Must Watch & Share👆👆

photo content

Happy Birthday 🎂 Ajit Sir (Math Teacher) @roytutorial
Happy Birthday 🎂 Ajit Sir (Math Teacher) @roytutorial

🔴ଆସନ୍ତାକାଲି ବାହାରିବ ICSE ଦଶମ ଶ୍ରେଣୀ ରେଜଲ୍ଟ🔴 ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ   ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଞ୍ଚ କରିବା ସହ ଡାଉନଲୋଡ୍ କରିପାରିବେ । କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନ୍-ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି । ସିଆଇଏସସିଇର ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏପରିକି ମୋବାଇଲ୍ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ । ଏହି  ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ 1. cisce.org 2. results.cisce.org 3. results.nic.in @SukantTutorial

Press Release Declaration Of The ICSE (Class X) Year 2022 Examination Results The Results of the ICSE (Class X) Year 2022 Examination will be Declared On Sunday ,17th July 2022 at 5:00 PM

https://youtu.be/TvXy0idSKsE ସମସ୍ତଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ ୨୦୨୨ 261 AAO Vacancy Released By OPSC Must Watch & Share👆👆

photo content

#BreakingNews +2 E- Admission Available From July 20 to August 10 in Sams Odisha Portal
#BreakingNews +2 E- Admission Available From July 20 to August 10 in Sams Odisha Portal