ar
Feedback
Sukant Tutorial

Sukant Tutorial

الذهاب إلى القناة على Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

إظهار المزيد

📈 نظرة تحليلية على قناة تيليجرام Sukant Tutorial

تُعد قناة Sukant Tutorial (@sukanttutorial) لاعباً نشطاً. يضم المجتمع حالياً 12 284 مشتركاً، محتلاً المرتبة 16 363 في فئة التعليم والمرتبة 33 365 في منطقة الهند.

📊 مؤشرات الجمهور والحراك

منذ تأسيسه في невідомо، حقق المشروع نمواً سريعاً وجمع 12 284 مشتركاً.

بحسب آخر البيانات بتاريخ 03 يوليو, 2026، تحافظ القناة على نشاط مستقر. خلال آخر 30 يوماً تغيّر عدد الأعضاء بمقدار -223، وفي آخر 24 ساعة بمقدار -11، مع بقاء الوصول العام مرتفعاً.

  • حالة التحقق: غير موثّقة
  • معدل التفاعل (ER): يبلغ متوسط تفاعل الجمهور 18.91‎%. وخلال أول 24 ساعة من النشر يحصد المحتوى عادةً 4.37‎% من ردود الفعل نسبةً إلى إجمالي المشتركين.
  • وصول المنشورات: يحصل كل منشور على متوسط 2 323 مشاهدة. وخلال اليوم الأول يجمع عادةً 537 مشاهدة.
  • التفاعلات والاستجابة: يتفاعل الجمهور بانتظام؛ متوسط التفاعلات لكل منشور يبلغ 4.

📝 الوصف وسياسة المحتوى

يصف المؤلف القناة بأنها مساحة للتعبير عن الآراء الذاتية:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

بفضل وتيرة التحديث المرتفعة (أحدث البيانات بتاريخ 04 يوليو, 2026) تحافظ القناة على حداثتها ومستوى وصول مرتفع. وتُظهر التحليلات تفاعلاً نشطاً من الجمهور، ما يجعلها نقطة تأثير مهمة ضمن فئة التعليم.

12 284
المشتركون
-1124 ساعات
-637 أيام
-22330 أيام
أرشيف المشاركات
Please Share with All Odisha👆

https://youtu.be/GfgYH8pAm1I ଆସିଗଲା +୨ ନାମ ଲେଖା ତାରିଖ ୨୦୨୨

photo content

ଏହା ସମ୍ପୂର୍ଣ୍ଣ ଭଲରେ FAKE❌❌ ଏହାକୁ ବିଶ୍ୱାସ କରନ୍ତୁ ନାହିଁ । ଏହାର LINK ଚାରିଆଡେ ଘୂରି ବୁଲୁଛି । ଏବେ ଏହି LINK ମୋ ପାଖକୁ ମଧ୍ୟ ଆସିଥିଲା ..
ଏହା ସମ୍ପୂର୍ଣ୍ଣ ଭଲରେ FAKE❌❌ ଏହାକୁ ବିଶ୍ୱାସ କରନ୍ତୁ ନାହିଁ । ଏହାର LINK ଚାରିଆଡେ ଘୂରି ବୁଲୁଛି । ଏବେ ଏହି LINK ମୋ ପାଖକୁ ମଧ୍ୟ ଆସିଥିଲା ... FAKE❌❌

👉ଏ ଭଳି Scheme ସରକାର ଙ୍କ ଦ୍ଵାରା ବା କୌଣସି ସଂସ୍ଥା ଦ୍ୱାରା ଦିଆଯାଏ ନାହିଁ ଏହା Cyber ଠକ ମାନଙ୍କ ଦ୍ଵାରା (Fake) ଆସେ । ଏଭଳି link ରେ clic
+1
👉ଏ ଭଳି Scheme ସରକାର ଙ୍କ ଦ୍ଵାରା ବା କୌଣସି ସଂସ୍ଥା ଦ୍ୱାରା ଦିଆଯାଏ ନାହିଁ ଏହା Cyber ଠକ ମାନଙ୍କ ଦ୍ଵାରା (Fake) ଆସେ । ଏଭଳି link ରେ click କରି କୈଣସି ତଥ୍ୟ(Data) ଦିଅନ୍ତୁ- ନାହିଁ । 👉ଆପଣଙ୍କ ତଥ୍ଯ cyber hacker ମାନେ ଚୋରି କରି ଅପବ୍ୟବହାର କରନ୍ତି ଯଥା (Aadhar Number,Pan Number, Account number, Email id, Mobile number, Photo ETC.....। ତେଣୁ ଦୟାକରି ଏଭଳି Link ରେ ଆପଣଙ୍କ Personal Data ଦିଅନ୍ତୁ ନାହିଁ ଓ click କରନ୍ତୁ ନାହିଁ ଏବଂ ଏଭଳି link କାହାକୁ share କରନ୍ତୁ ନାହିଁ । 🌐ଥରେ ଭାବନ୍ତୁ ସରକାର କୌଣସି ଯୋଜନା କାଢ଼ିଲେ ପ୍ରଥମେ News ରେ ଦେଖାଯାଏ। ଏହି Massage କୁ ସାଙ୍ଗ ମାନଙ୍କୁ Share କରି ସତର୍କ କରାନ୍ତୁ । 🚫Cyber security 🚫

https://youtu.be/r7N9TC04HhI Scholarship କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା Must Watch & Share👆👆

https://youtu.be/7DHwk0sXa1k ଆସିଗଲା Account କୁ Scholarship ଟଙ୍କା Must Watch & Share👆👆

photo content

ମୋର New Channel ..... 1.6k members ଅଛନ୍ତି 500 Subscribe Complete କରିଦିଅନ୍ତୁ👆👆 Please Subscribe & Support🙏

New Channel Plz🙏 ସମସ୍ତେ ଟିକେ Subscribe କରିଦିଅନ୍ତୁ Lastest Scholarship Update ପାଇବା ପାଇଁ👆👆👆

https://youtu.be/L53oxNvApag ଆସିଗଲା State Scholarship Sanctioned List 2022 .... Must Watch & Share👆👆

https://youtu.be/H83Gj_S7btg +2 Admission Fake❌ Notice 2022-23 | +୨ ନାମ ଲେଖା ପାଇଁ ଜୁଲାଇ ୧୫ରୁ ଆବେଦନ ନୁହେଁ ଶୀଘ୍ର ଦେଖନ୍ତୁ

photo content

ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ସାମନ୍ତ ଚନ୍ଦ୍ର
ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ୧୧ଜଣ ଛାତ୍ରୀଛାତ୍ରଙ୍କର ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ଆଡମିଶନ୍‌ କରାଯାଇଛି।

IMPORTANT UPDATE ଆଜି ଅପରାହ୍ନରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବାରୁ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

https://youtu.be/RqaZiJ8xV70 ଯୁକ୍ତ ଦୁଇ ନାମଲେଖା ଅନଲାଇନ୍ ଆବେଦନ ପାଇଁ ଆବଶ୍ୟକ ଡ଼କ୍ୟୁମେଣ୍ଟ Must Watch & Share

photo content

https://youtu.be/0E1Edsa0mro ଆସିଗଲା Odisha GDS 2nd Selection List 2022 | Odisha GDS 2nd Selection Results With Cut Off Marks Out

photo content

photo content
+1

Sukant Tutorial - إحصائيات وتحليلات قناة تيليجرام @sukanttutorial