10th Class Study
Kanalga Telegram’da o‘tish
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Ko'proq ko'rsatish3 841
Obunachilar
Ma'lumot yo'q24 soatlar
-127 kun
-7030 kun
Postlar arxiv
3 841
ଆସନ୍ତାକାଲି ନବମ ଓ ଦଶମ ଉଭୟ ଶ୍ରେଣୀ ର ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟରେ ସମସ୍ତ ବିଷୟ ର ପ୍ରଥମ ଦୁଇଟି ଅଧ୍ୟାୟରୁ 25 ମାର୍କ ଲେଖାଏଁ ଅଭ୍ୟାସ ପ୍ରଶ୍ନ ଦିଆଯିବ l
ନିଶ୍ଚୟ ସବୁପ୍ରଶ୍ନ ର ଉତ୍ତର ଦେବା ପାଇଁ
ଅଭ୍ୟାସ ପ୍ରଶ୍ନ ଗୁଡ଼ିକ ର ଉତ୍ତର କରିବ l
ସକାଳେ ସାହିତ୍ୟ,ଇଂରାଜୀ, ଗଣିତ ର ପରୀକ୍ଷା ହେବ ଏବଂ ସନ୍ଧ୍ୟା ରେ ହିନ୍ଦୀ, ସଂସ୍କୃତ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ ଓ ଇତିହାସ ଭୂଗୋଳ ର ପରୀକ୍ଷା ହେବ l
20 Apr 2024, 01:03
3 841
ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନିମନ୍ତେ ଉଭୟ ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ର ସମସ୍ତ PPT 2024-2025 ରେ ପ୍ରସ୍ତୁତ ହୋଇଥିବା ଆମ ପାଖରେ ଅଛି l
ପ୍ରଥମେ IA 1 ଓ IA 2 କ୍ରମଅନୁସାରେ ଗ୍ରୁପରେ ପିପିଟି ପୋଷ୍ଟ କରାଯିବ l
20 Apr 2024, 01:03
