10th Class Study
Kanalga Telegram’da o‘tish
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Ko'proq ko'rsatish3 841
Obunachilar
Ma'lumot yo'q24 soatlar
-127 kun
-7030 kun
Postlar arxiv
3 841
ହିତୋପଦେଶ , v.01 - ମିତ୍ରଲାଭ
. (ମୂଳ ସଂସ୍କୃତ ଶ୍ଳୋକ ସହ ଅନୁଦିତ )
(S Das, Tr., 1971)
16 Apr 2024, 02:34
3 841
ମାୟାଧର ମାନସିଂହ ଗ୍ରନ୍ଥାବଳୀ v.01
(ପ୍ରଥମ ଭାଗ )(1962, 3e. 1997) .pdf
16 Apr 2024, 02:34
3 841
ଦଶମ 2024 ବାର୍ଷିକ ପରୀକ୍ଷା ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଙ୍କ ଯାହା ଭୁଲ ଥିଲା ନିଜ ନାମ, ବାପା ନାମ, ମାଆ ନାମ, ଜନ୍ମ ତାରିଖ ତାହା ସଂଶୋଧନ ପାଇଁ କାଲିକୁ ଶେଷ ତାରିଖ ଧାର୍ଯ୍ୟ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ(BSE) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି l
ଏହାପରେ ମ୍ୟାଟ୍ରିକ ଫଳାଫଳ ବାହାରିବ l ଏପ୍ରିଲ 30 ରୁ ମେ ପ୍ରଥମ ସପ୍ତାହ ଭିତରେ ରେଜଲ୍ଟ ବାହାରିବାର ବହୁତ ସମ୍ଭାବନା ଅଛି l
କିନ୍ତୁ ମାଟ୍ରିକ ଫଳାଫଳ ପୂର୍ବରୁ OSSTET ପରୀକ୍ଷା ଫଳାଫଳ ବାହାରେ ତେବେ ମାଟ୍ରିକ ଫଳାଫଳ ବାହାରିବା ପାଇଁ ମେ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ l କାରଣ ବର୍ତ୍ତମାନ ଶିକ୍ଷକ ପଦବୀ ପାଇଁ ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସେଣ୍ଟ୍ରାଲ ସ୍କୁଲ ମାନଙ୍କରେ ବିଜ୍ଞାପନ ବାହାରିଛି l ତେଣୁ ଏହାକୁ
ଧ୍ୟାନ ରେ ରଖି BSE ନିଜ ପଦକ୍ଷେପ ନେବ l
16 Apr 2024, 02:34
3 841
Keeping the view of large number of correction of student data relating to Annual High School Certificate Examination (AHSC) 2024,It is informed to all concerned that the last date of correction and Submission of all leftout data correction causes of any student is hereby extend to 16.04.2024
( BSE ODISHA)
16 Apr 2024, 02:34
