CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish680
Obunachilar
-224 soatlar
-97 kun
-4030 kun
Postlar arxiv
+1
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡ୍ଲାଇନ୍
ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ବିଭାଗ ପକ୍ଷରୁ ଚିଠି
ଇଣ୍ଟରନାଲ ପରୀକ୍ଷା ଓ କ୍ଲାସ୍ ଗୁଡ଼ିକ ସକାଳୁ କରାଯିବ
ଅପରାହ୍ନରେ କୌଣସି ଆଉଟଡୋର କାର୍ଯ୍ୟକ୍ରମ ରଖିବେନି
ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପର୍ଯ୍ୟାପ୍ତ ORS, ପାନୀୟ ଜଳ ରଖ
କୌଣସି ପିଲା ଅସୁସ୍ଥ ହେଲେ ତୁରନ୍ତ ହସ୍ପିଟାଲ ନେବାକୁ ନିର୍ଦ୍ଦେଶ
ପାଣିବୋତଲ ସହ ପିଲାଙ୍କୁ ସ୍କୁଲକୁ ପଠାଇବାକୁ ଅଭିଭାବକଙ୍କୁ ପରାମର୍ଶ
✅ ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ
-ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ
-'OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି'
-'ଆସନ୍ତା ୧୯ରୁ ସବଜେକ୍ଟିଭ୍ ଖାତା ଦେଖା ଆରମ୍ଭ ହେବ'
-'ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ'
The non-refundable application fee for JEST 2026 examination is:
- Rs. 600/- for SC/ST and PwD applicants
- Rs. 1200/- for all other applicants
JEST 2026 Application portal is open
Official Website: http://jest.org.in
Exam Date: Sunday, April 12, 2026
Subjects: Physics | Theoretical Computer Science
Programs: PhD, MSc, Integrated PhD
Application Deadline: March 23, 2026
+1
Air India cancelled several flights due to the situation in the Middle East
In addition to the flights already announced as cancelled, the following services scheduled for 1 March will also be cancelled: AI131/ AI130: Mumbai-London (Heathrow)/London (Heathrow)-Mumbai · AI113/ AI118: Delhi- Birmingham / Birmingham-Delhi · AI155/ AI156: Delhi-Amsterdam / Amsterdam-Delhi · AI151/ AI152: Delhi-Zurich / Zurich-Delhi · AI137 / AI138: Delhi-Milan / Milan-Delhi · AI153 / AI154: Delhi-Vienna / Vienna-Delhi · AI133 / AI132: Bengaluru-London (Heathrow) / London (Heathrow)-Bengaluru · AI157 / AI158: Delhi-Copenhagen / Copenhagen/Delhi · AI2017 / AI2018 and AI2015/AI2016: Delhi-London (Heathrow) / London (Heathrow)- Delhi · AI2029 / AI2030: Delhi-Frankfurt / Frankfurt/Delhi: Air India Spokesperson
✅ ମେ' ୨ୟ ସପ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା
୫୧ଟି କେନ୍ଦ୍ରରେ ହେବ ମାଟ୍ରିକ୍ ଖାତା ଦେଖା
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା
✅ ସୁବର୍ଣ୍ଣପୁର: ଏଜୁକେସନ ପ୍ରାକ୍ଟିକାଲ ପରୀକ୍ଷା ମାର୍କରେ ବଡ଼ ତ୍ରୁଟି
-ସୋନପୁର କଲେଜରେ ଛାତ୍ରଛାତ୍ରୀଙ୍କୁ ମୋଟ୍ ନମ୍ବରରୁ ମିଳିଛି ଅଧିକ ମାର୍କ
-ସେମିଷ୍ଟରରେ ଛାତ୍ରଛାତ୍ରୀଙ୍କୁ ମିଳିଛି ୧୦୦ରୁ ୧୦୩/୧୦୫ ମାର୍କ
-ଏନେଇ କଲେଜରେ କଣ୍ଟ୍ରୋଲରଙ୍କୁ ଘେରିଲେ ଛାତ୍ରଛାତ୍ରୀ
