CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish680
Obunachilar
-224 soatlar
-97 kun
-4030 kun
Postlar arxiv
Be alert before you apply. Genuine employers don’t ask for money. Please note, the admin does not verify every private job post, so check the company thoroughly before accepting any offer letter.
👆👆👆👆👆👆👆👆👆👆👆👆
ଆସନ୍ତା ଏପ୍ରିଲ ୧ ତାରିଖ ‘ଓଡ଼ିଶା ଦିବସ’ଠାରୁ ଏପ୍ରିଲ ୧୪ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯିବ । ଓଡ଼ିଆ ପକ୍ଷ ଅବସରରେ ୧୪ ଦିନ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ।
📢 Urgent Hiring – SAAR Empire Gajapati Training Center
Project: Nua Odisha
🔔 SAAR Empire is hiring for the following positions:
• Center Coordinator Cum Assistant Manager
• MIS Executive
• Field Executive Officer
• Domain Trainer – Electric
• Hostel Warden
• Office Boy
• Watchman
📍 Location: Mohana & Tottagumuda, Gajapati
🎓 Qualification:
• Graduate (for Coordinator, MIS & Executive roles)
• ITI / Diploma / Degree in Electrical (for Electric Domain Trainer)
• Minimum 10th / 12th Pass (for Office Boy & Watchman)
💼 Experience:
• Basic experience in skill development projects preferred
• Relevant industry experience will be an added advantage
💻 Computer Skills Required (for relevant roles):
• MS Office (Word, Excel, PowerPoint)
• Excel (for MIS role)
• Official Letter Writing
• Online Dashboard Handling
• Basic Computer Knowledge
🚶♂️ Field movement required (for Coordinator & Field Executive roles)
🏍 Two-wheeler & valid Driving License (DL) mandatory (for Coordinator & Field Executive roles)
🏠 Hostel supervision experience preferred (for Hostel Warden)
🔐 Security experience preferred (for Watchman)
🧑🏫 Practical & classroom training experience preferred (for Electric Trainer)
💰 Salary: As per qualification & experience
📩 Send CV: saareducationalcharitabletrust@gmail.com
🖥 Interview Mode: Virtual (Google Meet)
👉 Shortlisted candidates will receive meeting link & schedule via Email/WhatsApp
📅 Last Date to Apply: 19 March
ଏସ ଆଇ ଏସ କଟକ, ପକ୍ଷରୁ ଦେବଗଡ ଜ଼ିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ରୋଜ଼ାଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ତା. 24-03-2026 ରୂ
26-03-2026 ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ଚୟନ ଓ ପଞ୍ଜିକରଣ ଶିବିର ହେବାକୁ ଯାଉଛି
ଉକ୍ତ ଚୟନ ଶିବିର ଯଥାକ୍ରମେ
24-03-2026- ବାରକୋଟ ବ୍ଲକ୍ କାର୍ଯ୍ୟାଳୟ
25-03-2026- ତିଳେଇବନି ବ୍ଲକ୍ କାର୍ଯ୍ୟାଳୟ
26-03-2026- ରିୟାମାଳ ବ୍ଲକ୍ କାର୍ଯ୍ୟାଳୟ
ଠାରେ ଅନୁଷ୍ଠିତ ହେବ | ଏଥି ନିମନ୍ତେ ପାର୍ଥି ମାନଙ୍କର
ବୟସ 19 ରୁ 40 ବୟସ ଓ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ,ଉଚ୍ଚତା - 167.5 ସେ. ମି ଓ ଓଜନ - 56 ରୁ 90 କିଲୋ ଏବଂ ଶାରୀରିକ ସୁସ୍ଥ ହୋଇଥିବା ଆବଶ୍ୟକ | ଚୟନ ପ୍ରାର୍ଥମାନଙ୍କୁ କଟକ ଚୌଦ୍ୱାରରେ ଏସ ଆଇ ଏସ ଲିଃ, ତରଫରୁ ଏକ ମାସ ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ
ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତିରେ ରାଜ୍ୟ / ଦେଶର ବିଭିନ୍ନ ଜଣାଶୁଣା ସଂସ୍ଥା ଯଥା, ଶିଳ୍ପକ୍ଷେତ୍ର,ବ୍ୟାଙ୍କିଙ୍ଗକ୍ଷେତ୍ର
କର୍ପୋରେଟ, ହସ୍ପିଟାଲ୍ ଆଦି କ୍ଷେତ୍ରରେ ମାସିକ 14000/- ରୁ
25000/- ପର୍ଯ୍ୟନ୍ତ ଦରମା ଦିଆଯିବାର ବ୍ୟବସ୍ଥା ରହିଛି |ଏଥି
ସହିତ ଇ ପିଏଫ, ଇ ଏସ ଆଇ, ଗ୍ରାଚୁଟି, ବୋନସ ଓ ସ୍ୱାସ୍ଥ୍ୟ ବୀମା, ବାର୍ଷିକ ବେତନ ବୃଦ୍ଧି, ପ୍ରମୋସନ , ଇତ୍ୟାଦିର ସୁବିଧା ସୁଯୋଗ ରହିଛି |
🔴 ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ
-ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ
-ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି
-ଆଜିଠାରୁ ସଵଜେକ୍ଟିଭ ଖାତା ଦେଖାଯିବ
-ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ନୀରିକ୍ଷକମାନଙ୍କୁ ମୋବାଇଲ ବାରଣ
-ମୂଲ୍ୟାୟନ ପକ୍ରିୟା ତ୍ରୁଟିଶୂନ୍ୟ କରିବାକୁ ଵୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
-ମେ' ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷା ଫଳ
କଟକକୁ ଫେରିଲା ପୁସ୍ତକ ମେଳା "କଟକ ସାହିତ୍ୟ ସରୋବର–୨୦୨୬"
ତାରିଖ: ୨୦ ମାର୍ଚ୍ଚ ରୁ ୨୯ ମାର୍ଚ୍ଚ ୨୦୨୬
ସ୍ଥାନ: ବାଲିଯାତ୍ରା ପଡ଼ିଆ, କଟକ
ସମୟ: ଅପରାହ୍ନ ୨ଟାରୁ ରାତି ୯ଟା
