CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish678
Obunachilar
-224 soatlar
-77 kun
-3930 kun
Postlar arxiv
🔴୧୮ହଜାର ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା🔴
୧୮ ହଜାର ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା। ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା । କେନ୍ଦ୍ର ଓ ରାଜ୍ୟଠାରୁ ୧୮ ହଜାରରୁ ଉଦ୍ଧ୍ୱର୍ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ହେବେ। ଏନେଇ ଉଚ୍ଚ ଶିକ୍ଷା ଓ ଏସସିଏସଟି ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି। ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଉଦ୍ଧ୍ୱର୍ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ। ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ତେବେ ସେ କ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି । ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ ଦିଆଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି । ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆ ଯାଇପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Breaking News: The National Testing Agency (NTA) announced the JEE Main 2026 exam schedule.
Session 1: January 21-30, 2026
Session 2: April 1-10, 2026.
🪔 ଆଲୋକର ପର୍ବକୁ ଆନନ୍ଦର ସହ ପାଳନ କରିବା, ସୁରକ୍ଷାକୁ ଅଣଦେଖା କରିବା ନାହିଁ।
🚫 ରାସ୍ତା ଉପରେ ବାଣ ଫୁଟାଇବା ନାହିଁ।
🏍️ ଗାଡ଼ିରେ ଯିବାବେଳେ ସୁରକ୍ଷିତ ଭାବେ ଯିବା।
🎆 ସୁରକ୍ଷିତ ଦୀପାବଳି, ଶୁଭ ଦୀପାବଳି 🙏✨
Declaration of Additional Holiday on 20th October, 2025 (Monday) on account of “Diwali”
ଯେଉଁ ମାନଙ୍କୁ ପରୀକ୍ଷା ଲିଙ୍କ ଆସି ନାହିଁ, ତଳ ନମ୍ବର ରେ ଯୋଗାଯୋଗ କରନ୍ତୁ
9777841707,9178953751
📒 ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଲା
-ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି
-ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ମଧ୍ୟ ବଢ଼ିଲା
-ଆବେଦନ ଅବଧି ଅକ୍ଟୋବର ୨୪ ତାରିଖକୁ ବୃଦ୍ଧି କଲା ଉଚ୍ଚ ଶିକ୍ଷା ବିଭାଗ
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନେଇ ପୋଲିଓ ବୁନ୍ଦା ଦିଅନ୍ତୁ। ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ।
ଅଧିକ ବିବରଣୀ ପାଇଁ ନିଜର ଅଙ୍ଗନବାଡି କେନ୍ଦ୍ର କିମ୍ବା ଆଶା ଦିଦି ଙ୍କ ସହିତ ପରାମର୍ଶ କରନ୍ତୁ।
@LEX31_BOT ରେ ଏଇ ପ୍ରକାର ପ୍ରଶ୍ନ ସଦାବେଳେ ଆସେ-
" ONLINE WORK FROM HOME JOB କିଛି ଅଛି କି ?"
ଉପର ଉତ୍ତର ସେଇ ମାନଙ୍କ ପାଇଁ
