CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish675
Obunachilar
-124 soatlar
-97 kun
-3930 kun
Postlar arxiv
Basic Maths and Calculus (Mathematical Tools)
01: Basic calculation || (NO DPP)
https://www.youtube.com/live/fRPIMbB5NGk?si=QG2IAgdZ9as8lcGN
🙈🙉🙊🐵🙈🙉🙊🐵
🦚🦚🦚
Any thing regarding
କାହାକୁ kn ଦରକାର/ କିଛି ଅସୁବିଧା ଅଛି।।।???
Don't worry about!!!!!!
Official councillor of
C@reer study classes team
👇👇👇👇
@rajendra_73k
🔴କଲେଜ ପିଲାଙ୍କୁ ଦ୍ବାରା ‘ସୁଭଦ୍ରା’ ସର୍ଭେ କରାଇବେ ସରକାର, ଶିକ୍ଷାବିତ୍ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ……🔴
କଲେଜ ଛାତ୍ରଛାତ୍ରୀ କରିବେ ସୁଭଦ୍ରା ସର୍ଭେ। ଘରକୁ ଘର ବୁଲି ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିବେ। ନିଜ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟବହାର କରି କାର୍ଯ୍ୟ କରିବେ। ସକାଳ ୬ରୁ ୯ଟା ମଧ୍ୟରେ ସର୍ଭେ କରିବେ। ପ୍ରତି ସର୍ଭେ ପିଛା ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ତାଲିକା ପ୍ରସ୍ତୁତ କରି ପଠାଇବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନେଇ ଶିକ୍ଷାବିତ୍ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଛୁଟି କରାଯାଇଥିବାବେଳେ ପିଲାଙ୍କ ଦ୍ୱାରା ସର୍ଭେ କରିବା ନିଷ୍ପତ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି। ସରକାରୀ ଯୋଜନାକୁ ରାଜନୀତିକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଛି। ଅର୍ଥ ଉପାର୍ଜନ ଆଶାରେ ଅନେକ ପିଲା ସର୍ଭେ କରିବାକୁ ଆସି ପାରନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ପାଠପଢ଼ା ବ୍ୟାଘାତ ହେବ। ମାନସିକ ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶୈକ୍ଷିକ ମନୋଭାବ ହ୍ରାସ ପାଇବ। ଏଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି।
ମହିଳା ଓ ଶିଶୁ ବିକାଶ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ମହିଳାମାନେ ନୂଆ କରି ସୁଭଦ୍ରାରେ ଯୋଡି ହେବେ ଏବଂ ଯୋଜନାରୁ ବଞ୍ଚିତ ହୋଇଥିବା କାରଣ ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ଆଣିବେ। ଏ ସମ୍ପର୍କରେ ଗତକାଲି ଅପରାହ୍ଣରେ ଏକ ଭର୍ଚୁଆଲ ବୈଠକ ମଧ୍ୟ କରାଯାଇଥିବା ଜଣା ପଡ଼ିଛି। ବୈଠକରେ ବିଶ୍ୱବିଦ୍ୟାଳୟ କୂଳସଚିବଙ୍କ ସମେତ କଲେଜ ଅଧ୍ୟକ୍ଷ, ଡିପିଓ, ଏଡିପିଓ, ଆର୍ଡିଇ ପ୍ରମୁଖ ଉପସ୍ଥିତ ଥିଲେ।
Physics wallah class NEET UG JEE-IIT OTHER COMPETITIVE EXAM prepare Starting form 19th may , Monday
