uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Kanalga Telegram’da o‘tish

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Ko'proq ko'rsatish
669
Obunachilar
-224 soatlar
-57 kun
-3930 kun
Postlar arxiv
🚀 The online Aptitude test is mandatory for all applicants. 🚀 Test duration will be 60 mins and will contain 60 Multiple Choice Questions. 🚀 Components of the test include verbal ability, analytical and logical ability and numerical ability.

🟪 Following students are not eligible: 🚀 Students who are in the 2nd year or higher (have started their courses from academic year 2023-24 or before) 🚀 Students pursuing their degree through online, hybrid, remote, distance or any other non-regular modes 🚀 Students who have passed diploma after std. 10th 🚀 Students pursuing 2 year undergraduate degree courses 🚀 Students who do not answer the mandatory aptitude test or are found cheating during the test

🟪 RELIANCE FOUNDATION UNDERGRADUATE SCHOLARSHIPS 🔴 YEAR - 2024-25 👇👇👇👇👇👇👇👇👇👇👇👇👇👇

❌ମାତିଛନ୍ତି ଦଲାଲ : ଆର୍‌ଆଇ ଚାକିରି ପାଇଁ ୧୭ ଲକ୍ଷ, ଫରେଷ୍ଟର୍‌ ଚାକିରି ପାଇଁ ୧୬ ଲକ୍ଷ❌ ଏହି ଦଲାଲ୍‌ ଗୋଷ୍ଠୀ ବିଶେଷକରି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ କରାଯାଉଥିବା ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ଭିନ୍ନଭିନ୍ନ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ଅଲଗା ରହିଛି। ଫରେଷ୍ଟର୍‌, ଫରେଷ୍ଟଗାର୍ଡ ଓ ଲାଇଭ୍‌-ଷ୍ଟକ୍‌ ଇନ୍ସପେକ୍ଟର୍‌ ପାଇଁ ୧୬ଲକ୍ଷରୁ ୨୦ଲକ୍ଷ ନେଉଥିବା ବେଳେ ଆର୍‌ଆଇ, ଅମିନ ଓ ଏସ୍‌ଏଫ୍‌ଏସ୍‌ ଚାକିରି ପାଇଁ ୧୭ଲକ୍ଷ ଟଙ୍କା ଦାବି କରୁଛନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(177 ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ।

Good morning 🌞🌄🌄🌄

ଭୂତାଣୁ ଜନିତ ମଙ୍କିପକ୍ସ ରୋଗକୁ ନେଇ ଓଡ଼ିଶାର ଜନସାଧାରଣ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ସଂକ୍ରମିତ ହୋଇନାହାନ୍ତି। ଏ ସଂପର୍କରେ ଏକ ଆଲୋଚନା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି।

📉 ଅମର ପ୍ରିତ୍ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ 📍 ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ 📍 ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ଅମର ପ୍ରିତ୍‌ 📍 ସେପ୍ଟେମ୍ବର ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରିତ୍‌

DIGITAL ATTENDANCE 😏
DIGITAL ATTENDANCE 😏

JT RECRUITMENT UPDATE
JT RECRUITMENT UPDATE

ଦଶମ ପରୀକ୍ଷା ସୂଚନା
ଦଶମ ପରୀକ୍ଷା ସୂଚନା

New Indian Express' Odisha Literary Festival (OLF) 📍Mayfair Convention, Bhubaneswar
New Indian Express' Odisha Literary Festival (OLF) 📍Mayfair Convention, Bhubaneswar

🌼🌼🌼🌼🌼🌼🌼🌼🌼🌼🌼🌼🌼
🌼🌼🌼🌼🌼🌼🌼🌼🌼🌼🌼🌼🌼

SA PROGRAM 2024

SA- 1 Time Table for Class I to Class VIII as per S&ME Academic Calendar
SA- 1 Time Table for Class I to Class VIII as per S&ME Academic Calendar

Conduct of Summative Assessment-1 , 2024-25
Conduct of Summative Assessment-1 , 2024-25