uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Kanalga Telegram’da o‘tish

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Ko'proq ko'rsatish
671
Obunachilar
Ma'lumot yo'q24 soatlar
-47 kun
-3830 kun
Postlar arxiv
🌸 ଆଜିର ଗପ 🌸 ବ୍ୟାସକବି ଫକୀରମୋହନ ଯେ ଓଡ଼ିଶାର ସର୍ବଶ୍ରେଷ୍ଠ କଥାକାର ଏଥିରେ ଦ୍ଵିମତ ନାହିଁ। କିନ୍ତୁ ତାଙ୍କ ପରେ ମୁଁ ଯଦି ଅନ୍ୟ କୌଣସି ଗାଳ୍ପିକଙ୍କ ଗପରେ ବିଭୋର ହୁଏ ସେ ହେଉଛନ୍ତି ଅକ୍ଷୟ ମହାନ୍ତି। ତାଙ୍କ ଲେଖାର ପ୍ରତ୍ୟେକ ଧାଡ଼ି ଅଳଙ୍କାର ବିହୀନ ଆଉ ବାସ୍ତବଧର୍ମୀ। ତାଙ୍କ ସଙ୍ଗୀତ ଯେତିକି ଲୋକ ପ୍ରିୟ, ତା ଠାରୁ ଖୁବ୍ କମ୍ ଲୋକ ତାଙ୍କ ସାହିତ୍ୟ ପଢ଼ିଛନ୍ତି। ସେଥି ପାଇଁ ଆଜି ଭେଟି ଦେଇଛି ଅକ୍ଷୟ ମହାନ୍ତିଙ୍କ ଗୋଟେ ଗପ " ମିଳିତ ମୃତ୍ୟୁ"। ପଢନ୍ତୁ। ଆଉ କେମିତି ଲାଗିଲା ନିଶ୍ଚିତ କୁହନ୍ତୁ

POST MATRIC SCHOLARSHIP UPDATE
POST MATRIC SCHOLARSHIP UPDATE

✅ STATE SCHOLARSHIP PORTAL UPDATE ଯଦି ଆପଣ କିଛି ବି SCHOLARSHIP ଆବେଦନ କରି ଥିଲେ, ବର୍ତ୍ତମାନ ୱେବସାଇଟ ଯାଇ ନିଜର ଆବେଦନ ସ୍ଥିତି ଚେକ୍ କରି ନିଅନ୍ତୁ। ଯଦି କଲେଜ୍ କତୃପକ୍ଷଙ୍କ ଦ୍ବାରା #REVERT ହୋଇ ଥାଏ,ଆପଣ ମାନଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡ଼ିବ। ⭐ CHECK YOUR STATUS 👉 https://cutt.ly/HeCnOgev 👉 https://cutt.ly/neBnbcTD

ନିଯୁକ୍ତି ସୂଚନା
ନିଯୁକ୍ତି ସୂଚନା

ସୁଭଦ୍ରା ଯୋଜନା ୨୦୨୪
+1
ସୁଭଦ୍ରା ଯୋଜନା ୨୦୨୪

👨‍💻 ପୋଲିସ କର୍ମଚାରୀଙ୍କୁ ଏକ ମାସ ଦରମା ଅଧିକ ଦେବାକୁ ଖୁବ୍‌ଶୀଘ୍ର ନିଷ୍ପତ୍ତି -ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହସଂଘ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା -'ପୋଷାକ ଭତ୍ତା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି' -'ଗାଡ଼ି ବାବଦ ଭତ୍ତା ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ' -'କନଷ୍ଟେବଲ୍ ମହାସଂଘର କାର୍ଯ୍ୟାଳୟକୁ ନୂତନ ଭାବେ ନିର୍ମାଣ କରାଯିବ' -'ଶିଳ୍ପ ସୁରକ୍ଷା ପାଇଁ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ୬ଟି OISF ବାଟାଲିୟନ୍' -OISFରେ ୬ ହଜାର ନିଯୁକ୍ତି ସୃଷ୍ଟି କରାଯିବ କହିଲେ ମୁଖ୍ୟମନ୍ତ୍ରୀ

💫💫💫 ଆସନ୍ତାକାଲି ସଂସଦକୁ ଆସିପାରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହୋଇପାରେ ବୋଲି ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ଦିଆଯାଇଛି ।

Protect your group from copyright-related issues by adding our Anti-Copyright-Bot! This powerful bot ensures your group stays safe by automatically deleting malicious messages and banning users who violate copyright rules. Simply grant the bot Delete Message and Ban Users permissions, and it will take care of maintaining a clean, secure, and respectful environment for your group members. Safeguard your community effortlessly add the Anti-Copyright-Bot today!

Protect your group from copyright-related issues by adding our Anti-Copyright-Bot! This powerful bot ensures your group stays safe by automatically deleting malicious messages and banning users who violate copyright rules. Simply grant the bot Delete Message and Ban Users permissions, and it will take care of maintaining a clean, secure, and respectful environment for your group members. Safeguard your community effortlessly add the Anti-Copyright-Bot today!

Hello my dear students good morning 🌄🌄

parikhya pradeep English 2024-25

Parikhya Pradeep Sanskrit-2024-25

Parikhya Pradeep Odia 2024-25

Parikhya Pradeep History 2024-25

Parikhya pradeep Math 2024-25

Parikhya Pradeepa-Physical Science 2024-25