uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Kanalga Telegram’da o‘tish

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Ko'proq ko'rsatish
671
Obunachilar
Ma'lumot yo'q24 soatlar
-37 kun
-3830 kun
Postlar arxiv
+2 PRACTICAL EXAM
+2 PRACTICAL EXAM

କ୍ୟାବିନେଟ ନିଷ୍ପତ୍ତି : ସୁଭଦ୍ରା ଯୋଜନାର ସଂଶୋଧିତ ନିୟମାବଳୀ
+1
କ୍ୟାବିନେଟ ନିଷ୍ପତ୍ତି : ସୁଭଦ୍ରା ଯୋଜନାର ସଂଶୋଧିତ ନିୟମାବଳୀ

କ୍ୟାବିନେଟ୍ ‌ନିଷ୍ପତ୍ତି | ୨୩ ଅକ୍ଟୋବର, ୨୦୨୪ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ସମୃଦ୍ଧ କୃଷକ ଯୋଜନା ନାମରେ ଏକ କୃଷକ କଲ୍ୟାଣ ଯୋଜନା କାର୍ଯ୍ଯକାର
କ୍ୟାବିନେଟ୍ ‌ନିଷ୍ପତ୍ତି | ୨୩ ଅକ୍ଟୋବର, ୨୦୨୪ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ସମୃଦ୍ଧ କୃଷକ ଯୋଜନା ନାମରେ ଏକ କୃଷକ କଲ୍ୟାଣ ଯୋଜନା କାର୍ଯ୍ଯକାରୀ କରିବାକୁ ଯାଉଛନ୍ତି। ସମ୍ପୂର୍ଣ୍ଣ ପ୍ରେସ୍ ବିବୃତି:

ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା "ଦାନା" ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଲା ପଶୁମାନଙ୍କ ଯତ୍ନ ନେବା ଓ ଆଶ୍ରୟ ଦେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ ଓ
ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା "ଦାନା" ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଲା ପଶୁମାନଙ୍କ ଯତ୍ନ ନେବା ଓ ଆଶ୍ରୟ ଦେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ ଓ ଅପିଲ

ସମ୍ଭାବ୍ୟ ବାତ୍ୟା "ଦାନା" ସମ୍ବନ୍ଧୀୟ ସୂଚନା ଓ ସହାୟତା ନିମନ୍ତେ ନୟାଗଡ଼ ଜିଲ୍ଲା ପ୍ରଶାସନର ପକ୍ଷରୁ ଦୁରଭାଷ ସଂଖ୍ୟା l
ସମ୍ଭାବ୍ୟ ବାତ୍ୟା "ଦାନା" ସମ୍ବନ୍ଧୀୟ ସୂଚନା ଓ ସହାୟତା ନିମନ୍ତେ ନୟାଗଡ଼ ଜିଲ୍ଲା ପ୍ରଶାସନର ପକ୍ଷରୁ ଦୁରଭାଷ ସଂଖ୍ୟା l

ବାତ୍ୟା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ୨୩ ତାରିଖ ସକାଳ ୭ରୁ ୨୬ ତାରିଖ ସକାଳ ୭ଟା ଯାଏଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସମସ୍ତ ଆରଟିଓ ଅଫିସ ସଜାଗ ରହିବେ । କଣ୍ଟ୍ରୋଲ ରୁମ୍ ନମ୍ବର: ୦୬୭୧-୨୫୦୭୦୪୨

📈 ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ନମ୍ବର -ଜରୁରୀ କାଳୀନ ମୋବାଇଲ ନଂ ୭୬୮୨୯୮୨୬୬୮ -ଲ୍ୟାଣ୍ଡ ଫୋନ ନମ୍ବର- ୦୬୭୪-୨୫୩୪୧୭୭

📈 ELIGIBILITY CRITERIA 1. Category: Exclusively for ST students. 2. Eligible Classes: Class IX & Plus 2 students. 3. Family Income: Annual income of parents/guardians must not exceed ₹2,50,000. 4. Required Documents: Aadhaar card of the student Parent/guardian's income certificate Student's caste certificate Bank passbook copy with account number & IFSC code Passport-size photograph of the student Last exam marksheet

📈 BENEFITS 1. Get a scholarship of ₹5000 under the Shahid Madho Singh Haath Kharcha Yojna! 2. No limit on the number of scholarships—apply now! 3. Scholarship available only once per applicant. 4. You can apply for this scheme even if you’re part of other departmental scholarships!

🟪 SHAHID MADHO SINGH HAATH KHARCHA YOJNA 🔴 NEW SCHOLARSHIP FOR STUDENT 👇👇👇👇👇👇👇👇👇👇👇👇👇

🌀🌀🌀 🔴 ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଜାରି ହେଲା ହେଲ୍‌ପଲାଇନ ନମ୍ବର 🔴 ଖାଦ୍ୟ ଓ ଚିକିତ୍ସା ଆବଶ୍ୟକ ହେଲେ 1962 ନମ୍ବରକୁ ଫୋନ୍ କରନ୍ତୁ 🔴 ନିକଟସ୍ଥ ପଶୁ ସମ୍ପଦ ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ,ଖୋରଧା ପକ୍ଷରୁ ଆଉ କିଛି ଜରୁରୀକାଳୀନ ବିଭାଗର କଣ୍ଟ୍ରୋଲ ରୁମର ଯୋଗାଯୋଗ ନମ୍ବ
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ,ଖୋରଧା ପକ୍ଷରୁ ଆଉ କିଛି ଜରୁରୀକାଳୀନ ବିଭାଗର କଣ୍ଟ୍ରୋଲ ରୁମର ଯୋଗାଯୋଗ ନମ୍ବର କୁ ମିଶାଇ ସାନି ଲିଷ୍ଟ ଜାରି କରାଯାଇଛି l

ଆତଙ୍କିତ ହୁଅନ୍ତୁ ନାହିଁ : ଆବଶ୍ୟକ ପଡିଲେ ଏହି ନମ୍ବରରେ କଲ୍ କରନ୍ତୁ
ଆତଙ୍କିତ ହୁଅନ୍ତୁ ନାହିଁ : ଆବଶ୍ୟକ ପଡିଲେ ଏହି ନମ୍ବରରେ କଲ୍ କରନ୍ତୁ

🎓 Attention Students! 📢 The Mukhyamantri Medhabi Chhatra Protsahan Yojana (Higher Education Scholarship) for the academic y
🎓 Attention Students! 📢 The Mukhyamantri Medhabi Chhatra Protsahan Yojana (Higher Education Scholarship) for the academic year 2024-25 is NOW OPEN for online applications! 💻✨

🌀 ସମୁଦ୍ରରେ ଉଚ୍ଚ ଜୁଆର ଆସିବା ନେଇ ୩ଟି ସ୍ଥାନକୁ ସତର୍କ ସୂଚନା ଜାରି କଲା ଆଇଏମଡି ବାଲେଶ୍ବର -କୁମ୍ଭୀରଗଡ଼ି :- ୦.୫ ମିଟରରୁ ୧.୫ ମିଟର ଭଦ୍ରକ -ମୋହନପୁର:- ୦.୮ ମିଟରରୁ ୧.୪ ମିଟର କେନ୍ଦ୍ରାପଡ଼ା -ଟିକାୟତ ନଗର:- ୦.୨ ମିଟରରୁ ୦.୯ ମିଟର

ଘୂର୍ଣ୍ଣିଝଡ଼ ସମୟରେ ସତର୍କ ରୁହନ୍ତୁ ଏବଂ ଓଏସ୍ଆରଟିସି ବସ୍ ରେ ସୁରକ୍ଷିତ ଯାତ୍ରା କରନ୍ତୁ। ବାତ୍ୟା ସମୟରେ ଭୟଭୀତ ହୁଅନ୍ତୁ ନାହିଁ, ଏବଂ ମିଥ୍ୟା ଗୁ
ଘୂର୍ଣ୍ଣିଝଡ଼ ସମୟରେ ସତର୍କ ରୁହନ୍ତୁ ଏବଂ ଓଏସ୍ଆରଟିସି ବସ୍ ରେ ସୁରକ୍ଷିତ ଯାତ୍ରା କରନ୍ତୁ। ବାତ୍ୟା ସମୟରେ ଭୟଭୀତ ହୁଅନ୍ତୁ ନାହିଁ, ଏବଂ ମିଥ୍ୟା ଗୁଜବକୁ ଶୁଣନ୍ତୁ ନାହିଁ। ସରକାରୀ ସତର୍କ ସୂଚନାକୁ ଶୁଣି ଆବଶ୍ୟକ ପଦକ୍ଷେପ ସହ ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ।

🌀🌀🌀🌀🌀🌀🌀🌀🌀🌀🌀🌀🌀
+3
🌀🌀🌀🌀🌀🌀🌀🌀🌀🌀🌀🌀🌀

NEW SCHOLARSHIP (ପୂର୍ବରୁ ସୂଚନା ଦେଇ ସାରିଛି)
NEW SCHOLARSHIP (ପୂର୍ବରୁ ସୂଚନା ଦେଇ ସାରିଛି)