uz
Feedback

Firibgarlarga uchmang! Telemetrio bunday kanallarni topadi va belgilaydi 👉 Belgini ko‘rmoqchi bo‘lsangiz, obuna bo‘ling 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

Kanalga Telegram’da o‘tish

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Ko'proq ko'rsatish
672
Obunachilar
Ma'lumot yo'q24 soatlar
-47 kun
-3930 kun
Postlar arxiv
ଶିକ୍ଷା_ସମ୍ବାଦ_ସାଧାରଣ_ବିଜ୍ଞାନ_22_01_2025.pdf6.93 KB

ସମାଜ_ମାଟ୍ରିକ_ମନ୍ତ୍ର_ସଂସ୍କୃତ_22_01_2025.pdf3.19 MB

ପ୍ରମେୟ_ମାଟ୍ରିକ୍_ଗାଇଡ୍_ହିନ୍ଦୀ_ସଂସ୍କୃତ_22_01_2025.pdf1.34 MB

🌸ରାଜ୍ୟ ସରକାର ନିଷ୍ପତ୍ତି ନେବେ ଆଗକୁ ଦଶମ ବୋର୍ଡ ପରୀକ୍ଷା ହେବ କି ନହେବ.. !🌸 ଆଉ ହେବନି ଦଶମ ବୋର୍ଡ ପରୀକ୍ଷା । ଉଠିଯିବ ଦଶମ ବୋର୍ଡ । ଏମିତି କିଛି ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ରାଜ୍ୟରେ ନୂତନ ଶିକ୍ଷା ନୀତି ୨୦୨୦ ଲାଗୁ ହେବା ପରେ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲାଗିପଡିଛନ୍ତି । ଆସନ୍ତା ବର୍ଷ ଅର୍ଥାତ ୨୦୨୬-୨୭ ବର୍ଷରେ ରାଜ୍ୟର ସ୍କୁଲ ଗୁଡିକରେ ନୂଆ ଶିକ୍ଷା ନୀତିରେ ହେବ ପାଠପଢା । ତେବେ ଏହାରି ମଧ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହେବ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ହେବ । କିନ୍ତୁ ଆସନ୍ତା ବର୍ଷକୁ ମାଟ୍ରିକ ବୋର୍ଡ ରହିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି NCERTର ଯୁଗ୍ମ ନିର୍ଦ୍ଦେଶକ ଅମରେନ୍ଦ୍ର ବେହେରା । ସେ କହିଛନ୍ତି, ମାଟ୍ରିକ ବୋର୍ଡ ପରୀକ୍ଷା ହେବ କି ନାହିଁ, ନିଷ୍ପତ୍ତି ହୋଇନାହିଁ । ପରୀକ୍ଷା ନେଇ ଦେଶର ୬୯ଟି ବୋର୍ଡ ନିଷ୍ପତ୍ତି ନେବେ । NCERT ଯୁଗ୍ମ ନିର୍ଦ୍ଦେଶକ ଅମରେନ୍ଦ୍ର ବେହେରା କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷାର ବ୍ୟବସ୍ଥା ନାହିଁ । ଅର୍ଥାତ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବାକୁ ଥିବା ଜାତୀୟ ଶିକ୍ଷା ନୀତି (National Education Policy 2020) ରେ ବୋର୍ଡ ପରୀକ୍ଷାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ମାଟ୍ରିକ ପରୀକ୍ଷା କରିବାକୁ ହେଲେ ନିଷ୍ପତ୍ତି ହେବ । ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ । ଏବେ କିନ୍ତୁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

✅ ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର -କ୍ବିଣ୍ଟାଲ ପିଛା ସର୍ବାଧିକ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି -ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି -ନୂଆ ନିୟୋଜିତ ହେବାକୁ ଥିବା ଏଜେଣ୍ଟଙ୍କ ପାଇଁ ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ -ଏହାଦ୍ବାରା ବର୍ଷକୁ ୮ କୋଟି ୬୫ ଲକ୍ଷ ଅତିରିକ୍ତ ଖର୍ଚ୍ଚ ହେବ

🌸ଶିକ୍ଷକତା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି ବି.ଏଡ୍ ପାଠ୍ୟକ୍ରମ!🌸 ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ଖୁବ୍ ଶୀଘ୍ର ଏକ ବର୍ଷର ବି.ଏଡ୍ ପାଠ୍ୟକ୍ରମକୁ ଫେରାଇ ଆଣିବା ବିଷୟରେ ବିଚାର କରୁଛି। ଏହି ପାଠ୍ୟକ୍ରମ, ଯାହା ୨୦୧୪ ମସିହାରେ ବନ୍ଦ ହୋଇଯାଇଥିଲା, ଏବେ ନୂତନ ଶିକ୍ଷା ନୀତି (NEP)ର ସୁପାରିଶ ଅନୁଯାୟୀ ପୁନଃ ଆରମ୍ଭ ହୋଇପାରେ। NCTE ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି, ଯାହାକୁ ଶିକ୍ଷା ମନ୍ତ୍ରଣାଳୟକୁ ଦାଖଲ କରାଯିବ। ଯଦି ଏହି ପାଠ୍ୟକ୍ରମ ପୁନର୍ବାର ଆରମ୍ଭ ହୁଏ, ତେବେ ଏହା ଚାରି ବର୍ଷିଆ ସ୍ନାତକ (UG) କିମ୍ବା ଦୁଇ ବର୍ଷିଆ ସ୍ନାତକୋତ୍ତର (PG) ପାଠ୍ୟକ୍ରମ ସମାପ୍ତ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। NCTE ଅଧ୍ୟକ୍ଷ ପଙ୍କଜ ଆରୋରାଙ୍କ ଅନୁଯାୟୀ, ତିନି ବର୍ଷର UG ପ୍ରୋଗ୍ରାମ୍ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିକଳ୍ପ ଉପଲବ୍ଧ ହେବ ନାହିଁ, ସେମାନଙ୍କୁ ଦୁଇ ବର୍ଷର ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପଡିବ। NCTE ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ୨୦୨୮ ସୁଦ୍ଧା, ବି.ଏଡ୍ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ପ୍ରତିଷ୍ଠାନକୁ ବହୁବିଧ ଶିକ୍ଷାନୁଷ୍ଠାନରେ ପରିଣତ ହେବାକୁ ପଡିବ। ଏହାର ଅର୍ଥ ହେଉଛି ଏପରି ପ୍ରତିଷ୍ଠାନଗୁଡ଼ିକ କେବଳ ବି.ଏଡ୍ ପର୍ଯ୍ୟନ୍ତ ସୀମିତ ରହିବେ ନାହିଁ ବରଂ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବେ। ବିଭିନ୍ନ ପାଠ୍ୟକ୍ରମର ଢାଞ୍ଚାକୁ ଚୂଡ଼ାନ୍ତ ସ୍ପର୍ଶ ଦେବା ପାଇଁ NCTE ୮ ଜଣଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛି। ଏଥିରେ ଏକ ବର୍ଷିଆ ବି.ଏଡ୍ କାର୍ଯ୍ୟକ୍ରମ ପାଇଁ ଡ୍ରାଫ୍ଟ ନିୟମ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଡ୍ରାଫ୍ଟ ନିୟମଗୁଡ଼ିକ ଚଳିତ ବର୍ଷ ପ୍ରସ୍ତୁତ କରାଯାଇ ସାଧାରଣ ପରାମର୍ଶ ପାଇଁ ଉପସ୍ଥାପନ କରାଯିବ NCTEର ଏହି ପଦକ୍ଷେପ ନୂତନ ଶିକ୍ଷା ନୀତି (NEP) ୨୦୨୦ର ସୁପାରିଶ ସହିତ ସଙ୍ଗତ, ଯାହା ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ତାଲିମ ପାଇଁ ନୂତନ ମାନଦଣ୍ଡ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦିଏ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଶିକ୍ଷକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ ଏବଂ ସମୟୋପଯୋଗୀ କରିବା। NCTE ଦ୍ୱାରା ଗୋଟିଏ ବର୍ଷିଆ ବି.ଏଡ୍ ପାଠ୍ୟକ୍ରମ ପୁନଃପ୍ରବର୍ତ୍ତନ ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ। ଏହା କେବଳ ସମୟ ବଞ୍ଚାଇବ ନାହିଁ ବରଂ ନୂତନ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷକମାନଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଏକ ଦୃଢ଼ ପ୍ରୟାସ ହେବ। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ, ତେବେ ଶିକ୍ଷକ ହେବାର ପ୍ରକ୍ରିୟା ଆହୁରି ସହଜ ହୋଇଯିବ।

🟪 ଓଡ଼ିଆରେ ଅନୁବାଦିତ ହେଲା MBA ପାଠ୍ୟକ୍ରମର ପାଠ୍ୟପୁସ୍ତକ 👉 ଅନୁବାଦିତ MBAକୁ ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 👉 ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚିତ 👉 AICTU ଓ IGNOUର ମିଳିତ ଉଦ୍ୟମରେ ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ 👉 MBA ପାଠ୍ୟପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ ପ୍ରୟାସକୁ ସ୍ବାଗତ ଜଣାଇଲେ ଧର୍ମେନ୍ଦ୍ର

✅ ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭା ଆରମ୍ଭ -ଫେବ୍ରୁଆରୀ ୧୭ ତାରିଖରେ ବଜେଟ୍ ଉପସ୍ଥାପନ -ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ -ଏପ୍ରିଲ ୫ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ -ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ -ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ -ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ

SSVM QUESTION
+7
SSVM QUESTION

✅ TRAI’s Excellent Rule To Benefit People • Jio, Airtel, Vi, BSNl SIM Cards To Remain Active For 90 Days Without Any Recharge • Recharge For ₹20 To Extend The Validity BSNL is Offering Maximum Validity For 180 Days Even If You Don’t Make Any Recharge

🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸
+4
🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸

ଇଂରାଜୀ ମାଟ୍ରିକ ଗାଇଡ ପ୍ରମେୟ_21_01_2025