CAREER STUDY CLASSES 📘📚📝
Kanalga Telegram’da o‘tish
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Ko'proq ko'rsatish679
Obunachilar
-224 soatlar
-87 kun
-4230 kun
Postlar arxiv
➡️୨୦୦ ଯୁବକ ଯୁବତୀଙ୍କୁ ମାଗଣାରେ #UPSC ପ୍ରଶାସନିକ ସେବା ପରୀକ୍ଷାର କୋଚିଂ ଯୋଗାଇଦେବେ ରାଜ୍ୟ ସରକାର
➡️ଏଥିପାଇଁ ଆସନ୍ତା ଜୁନ୍ ୨୮ ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ
➡️ତେଣୁ ଆସନ୍ତାକାଲିଠାରୁ ଚଳିତ ମାସ ୧୯ ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ
The Higher Education Department, Government of Odisha invites applications for Free UPSC Civil Services Residential Coaching programme for Odisha domiciled aspirants. (For the session 2026-27)
📢 NEET-UG 2026 | City Intimation Slip is now LIVE
Candidates can now check their allotted examination city for NEET-UG 2026. Log in with your Application Number and password to view and download your slip.
🔗 Visit: http://neet.nta.nic.in
⚠️ Please note: This is the City Intimation Slip - NOT the Admit Card. The Admit Card will be released separately, closer to the exam date.
ଚଳିତ ଶିକ୍ଷାବର୍ଷରେ ୨୩୦ ଦିନ ହେବ କାର୍ଯ୍ୟ ଦିବସ। ଏଥିରୁ ୨୦ ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ କାର୍ଯ୍ୟ ପାଇଁ ସଂରକ୍ଷିତ ରହିବ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ, ବାର୍ଷିକ ଉତ୍ସବ ଓ ଅନ୍ୟ ଉତ୍ସବ ପାଇଁ ୨୦ଦିନ ରହିଛି
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ- “ପିଏମ-ରାହତ” ଯୋଜନା।
ସଡ଼କ ଦୁର୍ଘଟଣାରେ ଆହତଙ୍କୁ ୭ ଦିନ ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ସୁବିଧା ସହ ସର୍ବାଧିକ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ୭୯୮ଟି ଘରୋଇ ହସ୍ପିଟାଲ ପଞ୍ଜୀକୃତ ହୋଇଛି ।
🚨 IPL 2026 AWARDS & PRIZE MONEY WINNERS 🚨
🟠 Orange Cap – Vaibhav Suryavanshi – ₹10 Lakh
🟣 Purple Cap – Kasigo rabada (GT) – ₹10 Lakh
🏅 4th Place – Rajasthan Royals (RR) – ₹6.5 Crore
🥉 3rd Place – Sunrisers Hyderabad (SRH) – ₹7 Crore
🥈 Runners-Up – Gujarat Titans (GT) – ₹12.5 Crore
🥇 IPL 2026 Champions – Royal Challengers Bengaluru (RCB) – ₹20 Crore
