uz
Feedback
ROYAL EDUCATION

ROYAL EDUCATION

Kanalga Telegram’da o‘tish

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Ko'proq ko'rsatish
1 895
Obunachilar
Ma'lumot yo'q24 soatlar
-177 kun
-9230 kun
Postlar arxiv
photo content
+9

photo content
+9

photo content
+9

photo content
+9

photo content
+2

photo content
+9

photo content
+5

photo content
+9

photo content
+1

💟IMPORTANT MESSAGE‼️ ପିଲାମାନେ ଜମା ବି Real question Paper ପଛରେ ପଡନି ନହେଲେ ତୁମ Carrier ବର୍ବାଦ ହୋଇଯିବ ତୁମେ ନିଜେ ପଢି ଯେତିକି ମାର୍କ ରଖିବ ତୁମକୁ ସେଥିରେ ଆତ୍ମସନ୍ତୋଷ ମିଳିବ କିନ୍ତୁ Real question ପାଇ ଅଧିକ ମାର୍କ ରଖିଲେ କୌଣସି ମୂଲ୍ୟ ନାହିଁ। ବୁଝିବା ପାଇଁ ଚେଷ୍ଟା କର🔥

photo content
+3

photo content

photo content
+7

photo content
+4

photo content
+4

10th AHSC Examination 2025 ମାର୍କ ହିସାବ କରିବେ କେମିତି  ? ବର୍ତ୍ତମାନ ଦଶମ ପରୀକ୍ଷା AHSC Examination 2025 ସରିଯାଇଛି ଆଉ କିଛି ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ଥିଲା ବାର୍ଷିକ ପରୀକ୍ଷା ମୋଟ ମାର୍କ କେମିତି ହିସାବ କରାଯିବ l ଏ ବର୍ଷ ପରୀକ୍ଷାରେ ଶିକ୍ଷା ବର୍ଷ 2024-25 ଆରମ୍ଭରୁ ସ୍ଥିର ହୋଇଥିଲା ଯେଉଁ ବାର୍ଷିକ ପରୀକ୍ଷା ହେବ ସେଥିରେ ବିଦ୍ୟାଳୟ ଦେବ 20% ମାର୍କ ଓ ବୋର୍ଡ଼ ଦେବ 80% ମାର୍କ l ମୋଟ ( 20% +80&=100%) ଏହାକୁ ଭଲ ଭାବରେ ବୁଝିବା l ବିଦ୍ୟାଳୟରେ ଯେଉଁ ପରୀକ୍ଷା ହେଲା ତାହାଙ୍କୁ ଭିତ୍ତି କରି ପ୍ରତି ବିଦ୍ୟାଳୟର ଶିକ୍ଷକମାନେ ପ୍ରତି ବିଷୟରେ  ପୁରା ମାର୍କ 20 ଅଛି ସେହି ହିସାବରେ ସେମାନେ ମାର୍କ ଦେବେ l କହିବାକୁ ଗଲେ ଛଅଟି ବିଷୟକୁ 20×6=120 ମାର୍କ l ଏହି ମାର୍କ ବିଦ୍ୟାଳୟ ହାତରେ ଯାହା ମାଟ୍ରିକ ପରୀକ୍ଷା ପୂର୍ବରୁ ସବୁବେଳେ ବିଦ୍ୟାଳୟ ବୋର୍ଡ଼ ୱେବ୍ସାଇଟ ଲିଙ୍କରେ ମାର୍କ ଅପଲୋଡ଼ କରିଛନ୍ତି l ଏଥିରେ ଅନେକ ଛାତ୍ରଛାତ୍ରୀ ପ୍ରଶ୍ନ କରିପାରନ୍ତି ଯଦି ବିଦ୍ୟାଳୟ 120 ମାର୍କ ରୁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେଲେ ତେବେ ଆମେତ ମୋଟ ପ୍ରତି ବିଷୟରେ 100 ମାର୍କ ଦେଇଛୁ ତାହା କେମିତି ଗଣନା ହେବ l ଆଉ ଯଦି ବିଦ୍ୟାଳୟର 120 କୁ ମିଶେଇଦେବା ତେବେ ମୋଟ ମାର୍କ 120+600=720 ହେବ, ଏଥିରେ କିପରି ନିଜ ମାର୍କ ହିସାବ କରିବୁ l ସେଥିପାଇଁ ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଏହି ସନ୍ଦେହ ଦୂର ପାଇଁ ପ୍ରଚେଷ୍ଠା କରୁଛୁ l ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତି ବିଷୟର 100 ମାର୍କ ପରୀକ୍ଷା ଦେଲେ ମଧ୍ୟ ସେଥିରୁ ଯେତେ ମାର୍କ ପାଇଥିବ ସେଥିରୁ 80% ହିସାବ ହେବ l ଉଦାହରଣ :- ଜଣେ ଛାତ୍ର/ ଛାତ୍ରୀ ଗଣିତରେ 100 ରୁ 90 ମାର୍କ ଆଉ ବିଦ୍ୟାଳୟରୁ 20 ରୁ 20 ମାର୍କ ପାଇଲା ସେ ମୋଟ କେତେ ମାର୍କ ପାଇବ ? ତାହାର ସୂତ୍ର ମୋଟ ପାଇଥିବା ମାର୍କ / 600 × 80%  ଏହା ସହା ବିଦ୍ୟାଳୟରୁ ପାଇଥିବା ମାର୍କ ମିଶିବ l 90/100 × 80%  = 72 ପୁନଶ୍ଚ ବିଦ୍ୟାଳୟର 20 ମାର୍କ  l 72+20=92 ମାର୍କ l ବାସ ଏମିତି ହିସାବକର ନିଜେ କେତେ ମାର୍କ ପାଇବ ଜାଣିଯିବ l ଆଉ ଗୋଟିଏ ଉଦାହରଣ ଦେବା :- ମନେକର ଜଣେ ଛାତ୍ର/ଛାତ୍ରୀ ସାହିତ୍ୟରେ 95 ମାର୍କ ପାଇଲା ଆଉ ବିଦ୍ୟାଳୟରୁ ସିଏ 20 ରୁ 19 ମାର୍କ ପାଇଛି ସେ ସାହିତ୍ୟରେ କେତେ ପାଇବ l 95/100  ×  80 % = 76 ପୁଣି ବିଦ୍ୟାଳୟରେ  19 ମାର୍କ l ସେହି ଛାତ୍ରଛାତ୍ରୀଙ୍କ ମୋଟ ମାର୍କ 76+19=95 ମାର୍କ

photo content
+1

ଲୋକ ମାନେ ଆମର copy କରୁଛନ୍ତି ଯାହାକି ସେମାନେ କେବେ ବି କରି ପାରିବେ ନାହିଁ ଆମ idea କୁ ଉସେ କରିଛନ୍ତି ଜୀବନରେ କେବଳ copy Kari ଜାଣିଛନ୍ତି, ନି
ଲୋକ ମାନେ ଆମର copy କରୁଛନ୍ତି ଯାହାକି ସେମାନେ କେବେ ବି କରି ପାରିବେ ନାହିଁ ଆମ idea କୁ ଉସେ କରିଛନ୍ତି ଜୀବନରେ କେବଳ copy Kari ଜାଣିଛନ୍ତି, ନିଜର ବୁଦ୍ଧି ନାହିଁ ଯେ ଅଲଗା ଜଣଙ୍କର use କରୁଛନ୍ତି।

ଦୀର୍ଘ 21.02.2025  ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଶେଷ ହୋଇଛି I ଆଶା ସମସ୍ତ ଛାତ୍ରଛାତ୍ରୀ  ପରୀକ୍ଷାରେ ବହୁତ ଭଲ କରିଥିବେ ଆଉ ଭବିଷ୍ୟତରେ ସେମାନେ କଲେଜରେ ନାମ ଲେଖେଇ ଆମ ଦେଶ ପାଇଁ ତଥା ଜାତି ପାଇଁ ଜଣେ ସୁନାଗରିକ ହୋଇ ଦେଶମାତୃକାର ସେବାରେ ନିଜକୁ ସମ୍ପୃକ୍ତ କରିବେ l         ଦୀର୍ଘ ଦୁଇତିନି ମାସ ଧରି ଏକ ଗ୍ରୁପ ଏକ ପରିବାର ସଦୃଶ ଆମ ଗ୍ରୁପରେ ଦଶମ ପରୀକ୍ଷା ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା ମାଧ୍ୟମରେ ଏକ ସମ୍ପର୍କର ନୂଆ ସେତୁ ସୃଷ୍ଟି ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅନେକ ନୂଆ କଥା ଶିଖିବାକୁ ମିଳିଥିଲା ସେଠି ପାଇଁ ସମସ୍ତ ସାରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଏହି ଗ୍ରୁପରେ ସମ୍ପୃକ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହୃଦୟର ଅନ୍ତର ପ୍ରଦେଶରୁ ଧନ୍ୟବାଦ ଜଣାଉଅଛୁ l        ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରଖି କେତେକେ ଛାତ୍ରଛାତ୍ରୀଙ୍କୁ ଗ୍ରୁପରୁ ବାଦ ଦେବାକୁ ପଡିଛି ସେଠି ପାଇଁ ମୁଁ ଅନ୍ତରରୁ ଦୁଃଖ ପ୍ରକାଶ କରୁଛି l ଯଦି କୌଣସି ଜଣାଅଜଣାରେ ଆମ ଗ୍ରୁପର କୌଣସି କାର୍ଯ୍ୟ କୌଣସି ଛାତ୍ରଛାତ୍ରୀଙ୍କୁ ଦୁଃଖ ଦେଇଥାଏ ସେଠି ପାଇଁ  ଗ୍ରୁପର ଆଡମିନ ହିସାବରେ କ୍ଷମା ମାଗୁଛି  l ପରୀକ୍ଷା ପାଇଁ ଅନେକ selective ପ୍ରଶ୍ନ ବିଗତ 10 ବର୍ଷର ପ୍ରଶ୍ନ ଆଉ ବର୍ତ୍ତମାନ ଶ୍ରେଣୀ ପୁସ୍ତକ,ପରୀକ୍ଷା ପ୍ରଦୀପ,ପରୀକ୍ଷା ଦର୍ପଣ, ଟେଷ୍ଟ ପେପର, ଶିକ୍ଷା ସମ୍ବାଦ,ପ୍ରମେୟ, ସମାଜ, ପ୍ରମେୟ ମାଟ୍ରିକ ଗାଇଡ଼ ଓ ସମାଜ ମାଟ୍ରିକ ମନ୍ତ୍ର ଆଦିର ସାହାଯ୍ୟ ନିଆଯାଇଥିଲା l ତଥାପି କୌଣସି ଛାତ୍ରଛାତ୍ରୀ ଆଶା ମୁତାବକ ଯଦି ପରୀକ୍ଷାର ପ୍ରଶ୍ନ ଆସି ନଥିବ ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ ଯେ ଆମେ ସେହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଯେଉଁ ଆଶା ରଖିଥିଲେ ତାହା ପୂରଣ କରିପାରିଲୁ ନାହିଁ l ମନୁଷ୍ୟ ମାତ୍ରକେ ଭୁଲ ହୁଏ ଆଉ ଯେତେଦୂର ସମ୍ଭବ ନିଜ ଭୁଲରୁ କିଛି ନୂଆ କଥା ଶିଖି ଭବିଷ୍ୟତରେ ତାହାର ପୁନରାବୃତ୍ତି କରିବା ନାହିଁ  l ଶେଷରେ ଆମ ଗ୍ରୁପ ସହ ଏତେ ଦିନ ଯୋଡି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ସହ ଆଗାମୀ ଭବିଷ୍ୟତ ସମସ୍ତଙ୍କ ପ୍ରଗତି ପଥରେ ଅଗ୍ରସର ହେଉ ବୋଲି ବିଭୁ ନିକଟରେ ପ୍ରାର୍ଥନା କରୁଛି l ବନ୍ଦେ ଉତ୍କଳ ଜନନୀ...

All the best 👍 କାଲି exam ଭଲ ରେ କରୀକି ଆସିବ last exam ଭଲରେ ହେବ ଦରକାର୍।ସବୁ ଲେଖିବ କିଛି ଛାଡିବନି । ତମର 11 class ପାଇଁ ଆମ ଏହି group ରେ join କର। 👉 https://t.me/ROYALEDUCATIONS12