cookie

Sizning foydalanuvchi tajribangizni yaxshilash uchun cookie-lardan foydalanamiz. Barchasini qabul qiling», bosing, cookie-lardan foydalanilishiga rozilik bildirishingiz talab qilinadi.

avatar

Board office

QUESTION ANSWER 😯 9th class & 10th class all subjects real question paper 📜📜 are in " Board office" group.🤗 All Selected question answer are Real question. So students practice All questions 🥰.

Ko'proq ko'rsatish
Mamlakat belgilanmaganTil belgilanmaganTaʼlim105 925
Reklama postlari
304
Obunachilar
-124 soatlar
-77 kunlar
-1530 kunlar

Ma'lumot yuklanmoqda...

Obunachilar o'sish tezligi

Ma'lumot yuklanmoqda...

ଆମ ଜୀବନକୁ ତିନି ପ୍ରକାର ଲୋକ ଆସନ୍ତି..... ###################### 1. ପତ୍ର ଲୋକ। 2. ଶାଖା ଲୋକ। 3. ମୂଳ ଲୋକ। ପତ୍ର ଲୋକ:- ଏମାନେ ସେହି ବ୍ୟକ୍ତି, ଯେଉଁମାନେ ଆପଣଙ୍କ ଜୀବନରେ କେବଳ ଗୋଟିଏ ଋତୁ ପାଇଁ ଆସନ୍ତି। ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ନାହିଁ, କାରଣ ସେମାନେ ଦୁର୍ବଳ। ସେମାନେ ଯାହା ଚ଼ାହାଁନ୍ତି ତାହା ନେବାକୁ ଆସନ୍ତି, କିନ୍ତୁ ଯଦି ପବନ (ବିପଦ) ଆସେ ସେମାନେ ଚ଼ାଲିଯିବେ। ଆପଣ ଏହି ଲୋକମାନଙ୍କ ପ୍ରତି ସାବଧାନ ହେବା ଆବଶ୍ୟକ, କାରଣ ଜିନିଷ ଠିକ୍ ଥିବାବେଳେ ସେମାନେ ଆପଣକୁ ଭଲ ପାଆନ୍ତି, କିନ୍ତୁ ଯେତେବେଳେ ବିପଦ ଆସେ ସେମାନେ ଆପଣକୁ ଛାଡିଦେବେ। ଶାଖା ଲୋକ:- ସେମାନେ ଶକ୍ତିଶାଳୀ, କିନ୍ତୁ ଆପଣ ମଧ୍ୟ ସେମାନଙ୍କ ସହିତ ସାବଧାନ ହେବା ଆବଶ୍ୟକ। ଜୀବନ କଠିନ ହେଲେ ସେମାନେ ଭାଙ୍ଗି ଯାଆନ୍ତି ଏବଂ ଅଧିକ ଓଜନ ସମ୍ଭାଳି ପାରନ୍ତି ନାହିଁ। ସେମାନେ ହୁଏତ କିଛି ଋତୁରେ ଆପଣଙ୍କ ସହିତ ରହିପାରନ୍ତି, କିନ୍ତୁ ଯେତେବେଳେ ଏହା କଠିନ ହେବ ସେତେବେଳେ ସେମାନେ ଛାଡ଼ିଦେବେ। ମୂଳ ଲୋକ:- ଏହି ଲୋକମାନେ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଦେଖେଇ ହେବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସମର୍ଥନ କରନ୍ତି, ଯଦିଓ ଆପଣ ଏକ କଷ୍ଟଦାୟକ ସମୟ ଦେଇ ଗତି କରନ୍ତି ତ ସେମାନେ ଆପଣଙ୍କୁ ଜଳ, ବଳ ଓ ଖାଦ୍ୟ ଯୋଗାଇ ଚ଼ାଲୁଥିବେ ଏବଂ ସେମାନେ ଆପଣଙ୍କ ସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସେହିପରି ପୂର୍ବବତ୍ ଭଲ ପାଇଆଆନ୍ତି। ଆପଣ ଭେଟୁଥିବା ସମସ୍ତ ଲୋକ ଆପଣଙ୍କର ବନ୍ଧୁ କିମ୍ଵା ଆତ୍ମୀୟ ନୁହଁନ୍ତି, ଯାହା ଆପଣଙ୍କ ସହିତ ରହିବେ ! କେବଳ ମୂଳ ପ୍ରକାରର ଲୋକ ଯେକୈାଣସି ଋତୁ, ଯେକୈାଣସି ପରିସ୍ଥିତି ଥାଉନା କାହିଁକି ରହିଥିବେ। = =0==
Hammasini ko'rsatish...
👍 2 1
10th failure students best motivational Please watch 10th - 57% & 12th - 95% Hello after 10th class students of 11th students 10th is first step Your Next Target 🎯🎯 12th Board exam 2026 You are ready 👀 2year hard work
Hammasini ko'rsatish...
00:43
Video unavailableShow in Telegram
3.70 MB
1🔥 1
🔴ଆଜି ପ୍ରକାଶ ପାଇବ ମାଟ୍ରିକ ଓ +୨ ପରୀକ୍ଷା ଫଳ🔴 ଉଭୟ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷାଫଳ ଆଜି(ରବିବାର) ପ୍ରକାଶ ପାଇବ। ପୂର୍ବାହ୍ନ ସାଢ଼େ ୧୦ଟାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇବ। ସାଢ଼େ ୧୧ଟା ସୁଦ୍ଧା ବୋର୍ଡ ୱେବସାଇଟ୍‌ bseodisha.in ରେ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ଇଂଟରନେଟର ସୁବିଧା ନାହିଁ ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମେସେଜ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ଓଆର ୧୦ ସ୍ପେସ୍ ରୋଲ ନଂ ଟାଇପ୍ କରି ୫୬୭୬୭୫୦ ନଂକୁ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀମାନେ ଡିଜିଟାଲ ପ୍ରମାଣପତ୍ରକୁ ବୋର୍ଡ ୱେବସାଇଟ୍ ରୁ ଅପରାହ୍ନ ୪ଟା ପରଠାରୁ ଡାଉନଲୋଡ କରିପାରିବେ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଅପରାହ୍ନ ୩ଟାରେ ପ୍ରକାଶ ପାଇବ। www.orissaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍‌ଧ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ମଧ୍ୟ ସେମାନଙ୍କ ଫଳାଫଳ ଦେଖି ପାରିବେ। ଚଳିତବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ।
Hammasini ko'rsatish...
May 26, 2024 at 10.30 AM BSE Odisha Result 2024 will be released on May 26, 2024 at 10.30 AM. Check more details on Odisha 10th result 2024. BSE Odisha Result 2024 on May 26 ! The Board of Secondary Education (BSE) Odisha will release the BSE Odisha result 2024 on May 26, 2024 at 10.30 AM.
Hammasini ko'rsatish...
Photo unavailableShow in Telegram
Full prosess from 10th result 2024 students So please share this poste your friends
Hammasini ko'rsatish...
Motivational video
Hammasini ko'rsatish...
25 ପରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ଏହା ପୂର୍ବରୁ ଯଦି କିଛି ନୂଆ ସୂଚନା ବୋର୍ଡ ଦିଏ ତ ଆମ ଏହି Telegram Channel ରେ ସର୍ବ ପ୍ରଥମେ ଦେଖିବାକୁ ପାଇବେ। 🛑 ଆଶା କରେ ସମସ୍ତଙ୍କ Result ଭଲ ହେବ। 🙏🏻
Hammasini ko'rsatish...