uz
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Kanalga Telegram’da o‘tish

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Ko'proq ko'rsatish
2 141
Obunachilar
Ma'lumot yo'q24 soatlar
-17 kunlar
-1430 kunlar
Postlar arxiv
ସ୍ୱାଧୀନ ଚିନ୍ତା ପ୍ରବନ୍ଧ କିଏ ରଚନା କରିଥିଲେ
Anonymous voting

ବିଶ୍ଵନାଥ କର କେବେ ଜନ୍ମ ଗ୍ରହଣ କରିଥିଲେ..?
Anonymous voting

ରମା ଦେବୀ ଙ୍କ ଶଶୁର ଙ୍କ ନାମ କଣ..?
Anonymous voting

ରମା ଦେବୀ ଙ୍କ ସ୍ବାମୀ ଙ୍କ ନାମ କଣ ..?
Anonymous voting

ରମା ଦେବୀ ଙ୍କ ପିତା ଙ୍କ ନାମ କଣ..?
Anonymous voting

ଜୀବନ ପଥେ ଆତ୍ମ ଜୀବନୀ ଟି କାହାର ରଚନା..?
Anonymous voting

ତମେ ମାନେ ପଢ଼ ମୁଁ ରାତି ରେ କରିବି QUIZ 10ଟା ରେ

ମୁଁ ଶୁଣିଲି କୁଆଡେ QUIZ ତମ ମାନଙ୍କୁ ଭଲ ଲାଗୁନି

Kie କେତେ ସ୍କୋର କରିଲ CMT କରି ଜଣେଇବେ

ଏବେ ପାଇଁ ଏତିକି ଥାଉ ବାକି ରାତିରେ କରିବା

ଅଭିମାନ ନାଟକ କେବେ ରଚନା କରିଥିଲେ..?
Anonymous voting

ରାମଚନ୍ଦ୍ର ମିଶ୍ର ଙ୍କ ପ୍ରଥମ ନାଟକ କେଉଁ ଥିଏଟର ରେ ଅଭିନୀତ ହେଇଥିଲା.??
Anonymous voting

ରାମଚନ୍ଦ୍ର ମିଶ୍ର ଙ୍କ ପ୍ରଥମ ନାଟକ ର ନାମ କଣ..?
Anonymous voting

ବୀଣାପାଣି ମହାନ୍ତି ସର୍ବ ମୋଟ କେତେ ଟି ଗଳ୍ପ ସଂକଳନ ରଚନା କରିଥିଲେ.??
Anonymous voting

ବୀଣାପାଣି ମହାନ୍ତି ଙ୍କ ପ୍ରଥମ ଗଳ୍ପ ର ନାମ କଣ..?
Anonymous voting

ବୀଣାପାଣି ମହାନ୍ତି କେବେ ଜନ୍ମ ଗ୍ରହଣ କରିଥିଲେ
Anonymous voting

ଅଖିଳ ମୋହନ ପଟ୍ଟନାୟକ ସର୍ବ ମୋଟ କେତେ ଟି ଗଲ୍ପ ସଂକଳନ ରଚନା କରିଥିଲେ..?
Anonymous voting

ଅଖିଳ ମୋହନ ପଟ୍ଟନାୟକ ଙ୍କ ପ୍ରଥମ ଗଳ୍ପ ର ନାମ କଣ.?
Anonymous voting

ଅଖିଳ ମୋହନ ପଟ୍ଟନାୟକ କେଉଁ ମସିହା ରେ ଜନ୍ମ ଗ୍ରହଣ କରିଥିଲେ..?
Anonymous voting

ରାୟ ରଚନା ବଳୀ ର ଦ୍ଵିତୀୟ ଭାଗରେ କେତେ ଗୋଟି ଗଳ୍ପ ସଙ୍କଳନ ରହିଛି..?
Anonymous voting